Monthly Archives

August 2021

ଓଡିଶାବାସୀଙ୍କ ହୃଦୟରେ ହକି ଅଛି : ରାମପାଲ

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳ ଓ ଚମକ୍ରାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିବା ମହିଳା ହକି ଦଳ ଆଜି ଓଡିଶାର ଅତିଥି ଭାବେ ଯୋଗ ଦେଇଛନ୍ତି । ଉଭୟ ଦଳ ଆଜି ଓଡିଶାରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ
Read More...

୪୧ ବର୍ଷ ପରେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଲର୍ଡ୍ସରେ”ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ଜିତିଲେ…

ନୂଆଦିଲ୍ଲୀ : ଲର୍ଡ୍ସ ଟେଷ୍ଟ ମ୍ୟାଚରେ ଭାରତୀୟ ଓପନର୍‌ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲଙ୍କୁ ତାଙ୍କ ଆକର୍ଷଣୀୟ ଶତକ ପାଇଁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଟେଷ୍ଟ ମ୍ୟାଚରେ ଭାରତର ୧୫୧ ରନ୍‌ ବିଜୟଲାଭ କରିଛି । କେ.ଏଲ୍‌ ରାହୁଲ ପ୍ରଥମ ଇନିଂସରେ ୧୨୩
Read More...

୧୯ରେ ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୨୨ରେ ପଶ୍ଚିମଓଡିଶା ଗସ୍ତ ଓ ଜନ ଆଶୀର୍ବାଦ ଯାତ୍ରା

କଣ୍ଟାବାଞ୍ଜି : ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅଶ୍ୱିନୀ ବୈଷ୍ଣବ ଆସନ୍ତା ୧୯ ତାରିଖରୁ ଓଡିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି । ଏହି ସମୟରେ ସେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ବୁଲିବା ସହ ଆଶୀର୍ବାଦ ଯାତ୍ରାରେ ଅଂଶଗ୍ରହଣ କରିବେ । ଏ ସଂପର୍କରେ
Read More...

ଅବସରପ୍ରାପ୍ତ ଶିକ୍ଷକ ଗୌରମୋହନ ପ୍ରଧାନଙ୍କ ପରଲୋକ

ବୌଦ୍ଧ,୧୭/୦୮- ବୌଦ୍ଧସହରର ରାଜବାଟୀ ନିକଟସ୍ଥ ସ୍ଥାନରେ ବାସକରୁଥିବା ଅବସରପ୍ରାପ୍ତ ଶିକ୍ଷକ ଗୌରମୋହନ ପ୍ରଧାନଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ରହିଥିଲେ । ଗତକାଲି ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ବୁର୍ଲା ଡାକ୍ତରଖାନାରେ
Read More...

ଟିକାକରଣରେ ରେକର୍ଡ, ଦିନକରେ ୮୮ ଲକ୍ଷ ନେଲେ କରୋନା ଟିକା

ନୂଆଦିଲ୍ଲୀ : ଭାରତ ପୁରା କ୍ଷମତା ସହ କରୋନା ଜୀବାଣୁ ବିରୁଦ୍ଧରେ ଯୁଦ୍ଧ ଲଢୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ ଗୋଟିଏ ଦିନରେ ୮୮ ଲକ୍ଷ କରୋନା ଟିକା ଦେଇ ଭାରତ ଏକ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୮.୧୩ ଲକ୍ଷରୁ ଅଧିକ ଟିକା ଦିଆଯାଉଛି,
Read More...

୨୦ରୁ +୩ ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ବିଜ୍ଞପ୍ତି ଅନୁସାରେ, +୩ ନାମଲେଖା ପାଇଁ ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ତାରିଖ ଯାଏଁ ଅନଲାଇନେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏହି କ୍ରମରେ ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ
Read More...

ଆଫଗାନିସ୍ତାନ ଉପରେ ତାଲିବାନ ଦଖଲର ପ୍ରଭାବ: ଭାରତରେ ମହଙ୍ଗା ହେବ ଶୁଖିଲା ଫଳ, ଅଟକି ଯାଇପାରେ ୨୨,୨୫୧ କୋଟି ଟଙ୍କାର…

ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି । ଏହା ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହାର ମୁଖ୍ୟ କାରଣ ହେଉଛି ଭାରତ ସରକାର ତାଲିବାନ ଶାସକଙ୍କୁ ଗ୍ରହଣ କରିବ ନାହିଁ । ଆଫଗାନିସ୍ତାନ ସରକାରଙ୍କ ସହ ଭାରତର ଭଲ ସମ୍ପର୍କ ଥିଲା ।
Read More...

ଆଫଗାନିସ୍ତାନରୁ ଫେରିଲେ ଭାରତୀୟ ରାଷ୍ଟ୍ରଦୂତଙ୍କ ସମେତ ୧୫୦ ଜଣ , ଜାମନଗର ବିମାନବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଜାମନଗର : ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର କାବୁଲରେ ଅବସ୍ଥାପିତ ରାଷ୍ଟ୍ରଦୂତ ରୁଦ୍ରନ୍ଦ୍ର ଟଣ୍ଡନ ଓ ତାଙ୍କ ଭାରତୀୟ କର୍ମଚାରୀଙ୍କୁ ଆଜି ଭାରତ ଫେରାଇ ଆଣିଛନ୍ତି । ବାୟୁସେନାର ଗ୍ଲୋବାମାଷ୍ଟର ସି -୧୭ ବିମାନ ଗୁଜୁରାଟର ଜାମନଗରରେ ପ୍ରାୟ ୧୧.୧୫
Read More...