Monthly Archives

August 2021

ଓଡ଼ିଶାରେ ଥିବା ଶିକ୍ଷାନୁଷ୍ଠାନକୁ ରୁସାରୁ ମିଳିଛି ୩୯୫.୪୨କୋଟି ଟଙ୍କା : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ସହ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା
Read More...

କେବେ କାର୍ଯ୍ୟକ୍ଷମ ହେବ ଟୋଲ୍‌ଗେଟ୍‌ ?

ଦଶପଲ୍ଲା,୩/୮: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ନିକଟବର୍ତ୍ତୀ ଶାଳିଆଗୋଛା ଠାରେ ଟୋଲ୍‌ ଟ୍ୟାକ୍ସ ଆଦାୟପାଇଁ ଗତ ତିନିବର୍ଷ ତଳୁ ଟୋଲ୍‌ ଗେଟ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ଟୋଲ୍‌ଗେଟ୍‌ କାର୍ଯ୍ୟକ୍ଷମ ନ ହେବାଯୋଗୁଁ ଓଡ଼ିଶା
Read More...

ଲ୍ୟାବ୍‌ ଟେକ୍ନିସିଆନଙ୍କ କଳାବ୍ୟାଚ ପରିଧାନ

ବାଲିଗୁଡ଼ା,୩/୮: ଅଗଷ୍ଟ ୧ରୁ କନ୍ଧମାଳ ଜିଲ୍ଲାର ସମସ୍ତ ଲାବରେଟୋରି ଟେକ୍ନିସିଆନ ୧୦ ଦଫା ଦାବି ନେଇ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଲାବରେଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାର ଆମ ଦାବି ପୂରଣ
Read More...

ଆଜି ଆସିବ ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ଆସିବ ସିବିଏସ୍‌ଇ ଦଶମ ରେଜଲ୍ଟ। ଦିନ ୧୨ଟାରେ ଏହି ରେଜଲ୍ଟ ଘୋଷଣା ହେବ। ଏନେଇ ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। http://cbseresults.nic.in ଓ http://cbse.gov.inରେ ରେଜଲ୍ଟ ଦେଖି ହେବ।
Read More...

ସେମିରେ ହାରିଲା ଭାରତୀୟ ପୁରୁଷ ହକି ଦଳ, ଏବେ ବ୍ରୋଞ୍ଜ ପାଇଁ ଲଢିବ

ଜାପାନ : ଟୋକିଓ ଅଲିମ୍ପିକ୍ସର ଆଜି ଦ୍ୱାଦଶ ଦିନରେ ଭାରତକୁ ଲାଗିଛି ଝଟକା । ୪୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ପୁରୁଷ ହକି ଦଳ । ସେମି ଫାଇନାଲ ମୁକାବିଲାରେ କଡ୍ଡା ଟକ୍କର ସତ୍ତ୍ୱେ ହାରିଛି ଭାରତୀୟ ହକି ଦଳ । ବେଲଜିୟମଠୁ ୫-୨ ହାରିଛି ଭାରତୀୟ ଦଳ ।
Read More...

ଚିନ୍ତା ବଢାଉଛି କରୋନା ମୃତ୍ୟୁ, ପୁଣି ୬୯ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ବାହାଡାଝୋଲା ସେବା ସମବାୟ ସମିତିରେ ଅଚଳାବସ୍ଥା,ସରକାରୀ ସୁଯୋଗରୁ ବଞ୍ଚିତ ହେଉଛନ୍ତି ଶହ ଶହ ଚାଷୀ!

ଦଶପଲ୍ଲା : ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ସମୟରେ ବହୁ ଜନହିତକର ଯୋଜନା ପ୍ରଣୟନ କରିଥିବା ବେଳେ, ଗ୍ରାମାଂଚଳ ଚାଷୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ହେଇଥିବା ସେବା ସମବାୟ ସମିତି ପ୍ରମୁଖ ଭୂମିକା ତୁଲାଇଥାଏ । ହେଲେ ଦୀପତଳ ଅନ୍ଧାର , ତାହାର
Read More...

ପୁରୀ ଜିଲ୍ଲାରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ତଥା ମନ୍ଦିର, ମସଜିଦ୍‌, ଗୀର୍ଜା, ଗୁରୁଦ୍ୱାର, ଗୁରୁକୂଳ, ଆଶ୍ରମ, ମଠ ମଧ୍ୟକୁ ପର୍ଯ୍ୟଟକ ଓ ଭକ୍ତ ପ୍ରବେଶ କରିପାରିବେ । କରୋନା ମହାମାରୀ ଦୃଷ୍ଟିରୁ ପୂର୍ବରୁ କଟକଣା ଲାଗୁ କରାଯାଇଥିଲା । କେବଳ ପୁରୀସ୍ଥିତ ଜଗନ୍ନାଥ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ପୂର୍ବରୁ
Read More...

ପୂଜକଙ୍କ ଘରୁ ୩୦ଲକ୍ଷ ଟଙ୍କା ଚୋରି ପ୍ରସଙ୍ଗ: ଅଭିଯୋଗକାରୀ ପୂଜକ ହିଁ ମୁଖ୍ୟ ଅଭିଯୁକ୍ତ

ରାୟଗଡ/୨/୮/୨୧: ରାୟଗଡ ସହରର ରୟତ କଲୋନୀ ଷଷ୍ଠ ଲାଇନରେ ରହୁଥିବା ପୂଜକ ବାଙ୍କୁପାଲି ବିଶ୍ୱାଗଣପତି ଓରଫ୍ ଗଣେଷ ଶର୍ମାଙ୍କ ଘରୁ ଗତ ଜୁଲାଇ ୩୧ତାରିଖରେ ୩୦ଲକ୍ଷ ଟଙ୍କା ସହ ୧୦ଭରୀ ସୁନା ଅଳଙ୍କାର ଚୋରି ଘଟଣାର ଫର୍ଦ୍ଦାଫାସ କରିଛି ରାୟଗଡ ଥାନା ପୋଲିସ । ଅଭିଯୋଗକାରୀ ପୂଜକ ହିଁ ଚୋରି ଘଟଣାର
Read More...

ଚାକିରୀ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ଦାବୀ ନେଇ ବିକ୍ଷୋଭ

ଫୁଲବାଣୀ:୨/୮: ସୋମବାର କନ୍ଧମାଳଜ଼ିଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ଚାକିରୀ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ଦାବୀକରି ବିକ୍ଷୋଭ କରିଥିଲେ । ଏ ନେଇ ଏକ ସ୍ମାରକପତ୍ର ଜ଼ିଲ୍ଲା ପ୍ରଶାସନକୁ ଦେଇଥିଲେ । ଜ଼ିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ
Read More...