Monthly Archives

August 2021

କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଇସ୍ତଫା

କନ୍ଧମାଳ,୨/୮ : କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ୍‌ ପ୍ରିୟଦର୍ଶନ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ପାର୍ଟିରୁ ଇସ୍ତପା ଦେଇଛନ୍ତି । ପ୍ରକାଶ ଯେ, ଗତ ତିନି ମାସ ଧରି ସେ କନ୍ଧମାଳ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ । ବ୍ୟକ୍ତିଗତ…
Read More...

ଅରୁଣ ଦେ’ଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର ,୨/୮- ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନିତିଜ୍ଞ ଅରୁଣ ଦେଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି, ଅରୁଣ ବାବୁ ମୋର ଅନ୍ତରଙ୍ଗ ବନ୍ଧୁ ଥିଲେ । କରୋନାରେ ଆକ୍ରାନ୍ତ ହୋଇ…
Read More...

ମା ମାହେଶ୍ୱରୀ ସେନା ପକ୍ଷରୁ ବୃକ୍ଷରୋପଣ

ବୌଦ୍ଧ/ବାଉଁଶୁଣୀ,୨/୮- ବୌଦ୍ଧବ୍ଲକ ବାଉଁଶୁଣୀ ଅଞ୍ଚଳର ମା ମାହେଶ୍ୱରୀ ସେନା ପକ୍ଷରୁ ସମାଜସେବୀ ମହେନ୍ଦ୍ର ମହାକୁଳଙ୍କ ତତ୍ତ୍ୱାବଧାନରେ ଅଇଁଳାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଡପଡା ଗ୍ରାମର ମା କନ୍ଧୁଣି ବୁଢୀ ପୀଠ ଓ ବାଉଁଶୁଣୀ ମାହେଶ୍ୱରୀ ମହାବିଦ୍ୟାଳୟର ପଡିଆରେ ବୃକ୍ଷରୋପଣ କରାଯାଇଛି…
Read More...

ଶ୍ରାବଣ ଦ୍ୱିତୀୟ ସୋମବାର, ଶୈବପୀଠ ଖାଁ ଖାଁ

ବୌଦ୍ଧ/ଜହ୍ନାପଙ୍କ,୨/୮- ଜୁଲାଇ ପହିଲାରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ଧର୍ମାନୁଷ୍ଠାନକୁ ଯିବାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ଦେଇଛନ୍ତି କିନ୍ତୁ କୋଭିଡ ଗାଇଡ଼ଲାଇନ ମଧ୍ୟରେ । ହେଲେ ମଧ୍ୟ ଲୋକଙ୍କ ଭୟ ମନରୁ ଯାଇନାହିଁ ବା ଲୋକ ସଚେତନ ଅଛନ୍ତି । ଆଜି ଶ୍ର ।ବଣ ମାସ…
Read More...

୨୦୨୧-୨୨ ଖରିଫ ଋତୁରେ ଧାନକିଣା ପାଇଁ ପଞ୍ଜିକରଣ ଆରମ୍ଭ :କ୍ଷେତ୍ରସ୍ତରୀୟ ସତ୍ୟାପନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୨/୮- ଚଳିତ ୨୦୨୦-୨୧ ଖରିଫ୍‌ ଋତୁରେ ଚାଷୀମାନଙ୍କ ଠାରୁ ଧାନକ୍ରୟ ନିମନ୍ତେ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ପ୍ରକୃତ ଚାଷୀମାନଙ୍କର ସଠିକ୍‌ ପଂଜୀକରଣ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଖରିଫ୍‌ ଋତୁରେ କୌଣସି…
Read More...

ଭାରତୀୟ ମହିଳା ହକି ଟିମକୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା

ପୁରୀ,୨/୮- ଟୋକିଓ ଅଲମ୍ପିକରେ ଭାରତୀୟ ମହିଳା ହକି ଟିମ ସେମିଫାଇନାଲରେ ପ୍ରବେଶ କରିଛି । ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ କ୍ୱାର୍ଟର ଫାଇନାଲରେ ଭାରତ ହରାଇ ଏହି ଇତିହାସ ରଚିଥିବା ବେଳେ ଏବେ ସମସ୍ତ ଦେଶବାସୀ ମହିଳା ହକି ଟିମକୁ ସଫଳତା ପାଇଁ ଶୁଭେଚ୍ଛା ଦେଇଛନ୍ତି । ଏହି ଅବସରରେ ବାଲୁକା…
Read More...

ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ପି. ଭି. ସିନ୍ଧୁଙ୍କୁ ଶୁଭେଚ୍ଛା

ପୁରୀ,୨/୮- ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ପି. ଭି. ସିନ୍ଧୁଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ପି. ଭି. ସିନ୍ଧୁ ପ୍ରଥମ ମହିଳା ଯେ କି ମହିଳା ସିଙ୍ଗଲ ବେଡମିଣ୍ଟନରେ ଭାରତକୁ ୨ଥର ଅଲିଂପିକରେ ମେଡାଲ ଜିତିବାରେ ସକ୍ଷମ ହୋଇପାରିଛନ୍ତି ।…
Read More...

ରାଜ୍ୟ ସରକାରଙ୍କ ଦ୍ୱାରା ଡ୍ରିଙ୍କ ଫ୍ରମ ଟେପ ଯୋଜନାରେ ଜଳ ଯୋଗାଣ କାର୍ଯ୍ୟକାରିତାକୁନେଇ ଆପ୍‌ର ସମାଲୋଚନା

ପୁରୀ,୨/୮- ଦେଶରେ ପୁରୀ ସହର ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଡ୍ରିଙ୍କ ଫ୍ରମ ଟେପ ଯୋଜନାରେ ସାମିଲ ହୋଇଛି । ସହରର ୨.୫ଲକ୍ଷ ଲୋକେ ଓ ବାର୍ଷିକ ୨କୋଟି ପର୍ଯ୍ୟଟକ ଏହାଦ୍ୱାରା ଉପକୃତ ହେବେ । ପ୍ରତି ଲୋକେ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ତେବେ ଏହି ଯୋଜନା ନେଇ…
Read More...

ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ୪୨ ବର୍ଷକୁ ବୃଦ୍ଧି ପାଇଁ ଜିଲ୍ଲା ଯୁବ କଂଗ୍ରେସର ଦାବି

ଗଜପତି,୨/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ନିଯୁକ୍ତି ଆବେଦନର ବୟସ ସୀମା ୩୨ରୁ ୪୨ ବର୍ଷ ବୃଦ୍ଧି ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି…
Read More...

ଶ୍ରମିକମାନଙ୍କ ସମସ୍ୟା ନେଇ ଏଆଇଟିୟୁସି ପକ୍ଷରୁ ଗଣଧାରଣା

ବୌଦ୍ଧ,୨/୮- ବୌଦ୍ଧଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ବହୁବିଧ ସମସ୍ୟା ଯଥା ଝିଅ ବିବାହ ସହାୟତା, ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା ଆଦିି ପ୍ରଦାନ କ୍ଷେତ୍ରରେ ଜିଲ୍ଲାଶ୍ରମଧିକାରୀଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ଏଆଇଟିୟୁସି ସହବନ୍ଧିତ ଓଡିଶା ଫରେଷ୍ଟ ଉଡ ଏଗ୍ରିକଲଚର ଓ ବିଲଡିଂ…
Read More...