Monthly Archives

August 2021

ଏମିତି ହେବ ଜାହ୍ନବୀଙ୍କ ବାହାଘର, ସାନ ଭଉଣୀ ବୁଝିବେ ସବୁ କଥା

ଦୁଇ ଦିନରେ ସରିବ ଜାହ୍ନବୀଙ୍କ ବାହାଘର। ମହମବତୀ ଏବଂ ଜୁଇ ଫୁଳରେ ସଜେଇ ହେବ ମଣ୍ଡପ। ପିନ୍ଧିବେ କାଞ୍ଜିବରମ ପାଟ। ବିବାହର ସବୁ କିଛି ବୁଝାବୁଝି କରିବେ ଭଉଣୀ ଅଂଶୁଳ। ବେଚଲରେଟ୍‌ ପାର୍ଟିରେ ପିନ୍ଧିବେ କ୍ୟାପ୍ରି। ଆଉ ତିରୁପତିର ହେବ ବିବାହ। ଏକଥା ଆମେ କହୁନୁ ଖୋଦ୍‌ ଜାହ୍ନବୀ କପୁର
Read More...

ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ବୃଦ୍ଧି ପାଇଁ ଦାବି

ସୁବର୍ଣ୍ଣପୁର : ରାଜ୍ୟର ଯୁବପିଢ଼ି ଅନେକ ଦିନଧରି ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ଦିଗହରା ହେବାସହ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାର ନିଯୁକ୍ତି କ୍ଷେତ୍ରରେ ଆବେଦନ ପାଇଁ ବୟସସୀମା ୩୨ବର୍ଷ ଥିବାରୁ ବହୁ ମେଧାବୀ ଛାତ୍ର ତାଙ୍କର
Read More...

ଭିମସାରର ସର୍ବାଙ୍ଗୀନ ଉନ୍ନତି ଦାବିରେ ଭାଜପା ପକ୍ଷରୁ ଧାରଣା ପ୍ରଦର୍ଶନ

ସମ୍ବଲପୁର:ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଏବଂ ଅନୁସନ୍ଧାନ ସଂସ୍ଥାନ (ଭିମସାର) ଉପରେ ସମଗ୍ର ପଶ୍ଚିମ ଓଡିଶାର ଦଶଟି ଯାକ ଜିଲ୍ଲା ସହିତ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାରଖଣ୍ଡର ସଂଲଗ୍ନ ସୀମାନ୍ତ ଅଞ୍ଚଳର ଲୋକେ ମଧ୍ୟ ସେମାନଙ୍କ ଉଚ୍ଚ ଚିକିତ୍ସା ପାଇଁ ନିର୍ଭର
Read More...

ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ପାଣି ଲଗାତାର ବଢୁଥିବା ହେତୁ ବନ୍ୟା ଆଶଙ୍କା ଦେଖାଦେଇଛି। ଏହାଫଳରେ ବାଲିଆପାଳ ବ୍ଲକର ୫ ପଞ୍ଚାୟତ ଓ ଭୋଗରାଇର ୫ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଗଲୁଡିହ ବ୍ୟାରାଜ ରୁ
Read More...

ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ୪୨ବର୍ଷକୁ ବୃଦ୍ଧିପାଇଁ ଜିଲ୍ଲା ଯୁବ କଂଗ୍ରେସର ଦାବି

ବୌଦ୍ଧ,୨/୮- ଆଜି ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ମହେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ବେକାର ଯୁବକମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବାସହିତ ବିଭିନ୍ନ ନାରାବାଜି କରିଥିଲେ । ସେମାନଙ୍କ ଦାବି ଅନୁଯାୟୀ ରାଜ୍ୟରେ ନବୀନ ସରକାର
Read More...

ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । 'ଜାରି ରହୁ ବିଜୟ ଯାତ୍ରା' ବୋଲି କହିଛନ୍ତି ନବୀନ । ଟୋକିଓ ଅଲମ୍ପିକର ମହିଳା ହକି ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ରାନୀ ରାମପାଲଙ୍କ ଟିମ ଗୁରୁତ୍ବପୂର୍ଣ୍ଣ
Read More...

ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଲା

ଟୋକିଓ : ଭାରତୀୟ ପୁରୁଷ ହକି ଦଳ ପରେ ମହିଳା ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ଦଳ ପ୍ରଥମ ଥର ଏହି କୃତିତ୍ୱ ହାସଲ କରି ଇତିହାସ ରଚିଛି । ଭାରତୀୟ ହକି ଦଳ ୪ ଦଶନ୍ଧି ପରେ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିବା ବେଳେ ଭାରତର
Read More...

ଖୋଲିଲା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ : କୋଭିଡର ଦ୍ବିତୀୟ ଲହର ପାଇଁ ଅପ୍ରେଲ ମାସ ୧୫ ତାରିଖଠାରୁ ବନ୍ଦ ଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ଦୀର୍ଘ ଦିନ ଧରି ବନ୍ଦ ଥିବା ସୂର୍ଯ୍ୟ ମନ୍ଦିର ସୋମବାର ସକାଳ ୬ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ
Read More...