ବାଲୁକା କଳା ମାଧ୍ୟମରେ ରୌପ୍ୟ ବିଜେତା ଭାବିନାଙ୍କୁ ଶୁଭେଚ୍ଛା
ପୁରୀ : ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତର ଟେବୁଲ ଟେନିସ ଖେଳାଳି ଭାବିନା ପଟେଲଙ୍କୁ ରୌପ୍ୟ ପଦକ ମିଳିଛି । ଟେବୁଲ ଟେନିସ ଫାଇନାଲରେ ହାରି ରୌପ୍ୟ ପଦକ ଜିତିଚନ୍ତି ଭାବିନା । ପାରାଅଲିମ୍ପିକ୍ସ ଟିଟିରେ ପଦକ ଜିତିବାରେ ଭାବିନା ପ୍ରଥମ ଭାରତୀୟ । ଏହି ଅବସର ବିଭିନ୍ନ ମହଲରୁ!-->…
Read More...
Read More...