Monthly Archives

November 2021

କୋରିଓଗ୍ରାଫର ଶିବ ଶଙ୍କରଙ୍କ ଦେହାନ୍ତ

ଚେନ୍ନାଇ : ଦକ୍ଷିଣ ଭାରତୀୟ ଫିଲ୍ମର କୋରିଓଗ୍ରାଫର ଶିବ ଶଙ୍କରଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥିତ ଆଇଜି ହସ୍ପିଟାଲରେ ଭର୍ତ୍ତି
Read More...

ଲୋକସଭାରେ କୃଷି ଆଇନ ପ୍ରତ୍ୟାହାର ପରେ ଏମିତି କହିଲେ ଚାଷୀ ନେତା ଟିକାୟତ

ନୂଆଦିଲ୍ଲୀ : ତିନୋଟି କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍‌ ଲୋକସଭାରେ ପାରିତ ହୋଇଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ୍‌ ଆଗତ କରିଛନ୍ତି ଯାହା ବିନା ଆଲୋଚନାରେ ପାରିତ ହୋଇଛି । ଏହି ପରି ଭାବରେ, କୃଷି ଆଇନ ପ୍ରତ୍ୟାହାରକୁ ନେଇ ସରକାର ସାମ୍ବିଧାନିକ
Read More...

ଲୋକସଭାରେ କୃଷି ଆଇନ ଉଚ୍ଛେଦ ବିଲ୍‌ ପାରିତ

ନୂଆଦିଲ୍ଲୀ : ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କିତ ବିଲ୍‌ ଆଜି ଲୋକସଭାରେ ଉପସ୍ଥାପିତ ହୋଇଥିଲା । ବିରୋଧୀ ଦଳର ହଙ୍ଗାମା ମଧ୍ୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହାକୁ ଗୃହର ଉପସ୍ଥାପନ କରିଥିଲେ । ବିରୋଧୀଦଳଙ୍କ ହୋହାଲ୍ଲା ମଧ୍ୟରେ ଲୋକସଭାରେ ଏହି ବିଲ୍‌ ପାରିତ
Read More...

ସର୍ବଦଳୀୟ ବୈଠକକୁ ବର୍ଜନ କଲା ବିଜେପି

ଭୁବନେଶ୍ୱର : ଡିସେମ୍ବରରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ । କିନ୍ତୁ ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି ।ତେବେ ସୋମବାର ବସିଥିବା ସର୍ବଦଳୀୟ ବୈଠକ ଆରମ୍ଭରୁ ଉଠିଗଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ମୁଖ୍ୟ ବିରୋଧୀ ଦଳ
Read More...

ଏୟାରଟେଲ ପରେ ଜିଓ ରିଚାର୍ଜ ପ୍ଲାନ୍ ମହଙ୍ଗା ହେଲା

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (ଭିଆଇ) ଏବଂ ଏୟାରଟେଲ ପରେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହାର ପ୍ରିପେଡ୍ ପ୍ଲାନ ମହଙ୍ଗା କରିବାକୁ ଘୋଷଣା କରିଛି। ଡିସେମ୍ବର ୧ ତାରିଖରୁ ରିଲାଏନ୍ସ ଜିଓ ତା’ର ପ୍ରିପେଡ୍ ପ୍ଲାନର ବୃଦ୍ଧି କାର୍ଯ୍ୟକାରୀ ହେବ। ପ୍ରିପେଡ୍ ଟାରିଫ୍ ଦର ବୃଦ୍ଧି ସହ ଜିଓ ପ୍ରିପେଡ୍
Read More...

ରୋମାଞ୍ଚକର ସ୍ଥିତିରେ ପ୍ରଥମ ଟେଷ୍ଟ

କାନପୁର : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ପଞ୍ଚମ ତଥା ଅନ୍ତିମ ଦିନରେ ସୋମବାରର ପ୍ରଥମ ଅଧିବେଶନ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ନାମରେ ରହିଛି ।
Read More...

ଇଡିରେ ହଜାର ହେଲେ ଗୋପାଳପୁର ବିଧାୟକ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଇଡିରେ ହଜାର ହୋଇଥିବାର ଖବର ମିଳିଛି। ଟାଟାରେ ଚାକିରୀ ସ୍କାମ ଘଟଣାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ସମନ ହୋଇଥିଲା। ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ
Read More...

ପୁଣି କଡାକଡି ହେଲା କରୋନା କଟକଣା, ମାସ୍କ ନ ପିନ୍ଧିଲେ ଜରିମାନା

ଭୁବନେଶ୍ୱର: ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’କୁ ନେଇ ଭୟ ବଢିବା ପରେ କରୋନା ରୋକିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ଏମିତି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରରୁ ଏସ୍‌ଓପି ବା ମାର୍ଗଦର୍ଶିକା ଆସିବା ପରେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି । ସ୍ୱାସ୍ଥ୍ୟ ବିଭାଗ
Read More...

ସମ୍ଭାବ୍ୟ ବାତ୍ୟା: ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର । ନଭେମ୍ବର ୩୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି
Read More...

କାନଝାରୀ ଡ୍ୟାମରେ ବୁଡ଼ି ଯୁବକଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର କାନଝାରୀ ଡ୍ୟାମରେ ଭାସୁଛି ଜଣେ ଯୁବକଙ୍କର ମୃତଦେହ । ମୃତକ ଜଣକ ହେଲେ ପଲାଣଘାଟି ଗାଁର ଇନ୍ଦ୍ରମଣି ନାଏକ । ଇନ୍ଦ୍ରମଣି କାଠ କାମ କରନ୍ତି ବୋଲି ଜଣାପଡିଛି । ସେ ଗତ ଶୁକ୍ରବାର ଦିନ କିଛି ସାଙ୍ଗ ମାନଙ୍କ ସହିତ ଏଠାକୁ ଆସି ଗାଧୋଉ ଥିବା ସମୟରେ ବୁଡି ଯାଇଥିଲେ ।
Read More...