Monthly Archives

November 2021

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ

ବାଲିଗୁଡ଼ା : ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି । ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ଠିକାଦାରଙ୍କ ନିକଟରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ । ସୂଚନା ପ୍ରକାରେ ଠିକାଦାର ପଦ୍ମଚରଣ ପାଣିଗ୍ରାହୀଙ୍କ ସିକ୍ୟୁରିଟି ଟଙ୍କା
Read More...

ନିଟ୍‍ କ୍ୱାଲିଫାଏ କଲେ କିସ୍‍ର ୧୧ ଛାତ୍ରଛାତ୍ରୀ

ଭୁବନେଶ୍ୱର,୩ ।୧୧: କିସ୍‍ର ୧୧ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‍ କ୍ୱାଲିଫାଏ କରି ବିଭିନ୍ନ ମେଡିକାଲ କଲେଜରେ ଏମ୍‍ବିବିଏସ୍‍ରେ ନାମଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଏକାଥରକେ ନିଟ୍‍ କ୍ୱାଲିଫାଏ କରିବା
Read More...

ସ୍କାଉଟ ଗାଇଡ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୩ା୧୧: ବୌଦ୍ଧଜିଲ୍ଲା ସ୍କାଉଟ ଗାଇଡ ତରଫରୁ ହରଭଙ୍ଗା ବ୍ଲକ କୁସାଶିଙ୍ଗା ଗ୍ରାମରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଏବଂ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା, ସ୍କାଉଟ
Read More...

ସୁନ୍ଦରଗଡର ବୃଦ୍ଧାଙ୍କୁ କଣ୍ଟାମାଳ ଶିବ ମନ୍ଦିର ନିକଟରୁ ଉଦ୍ଧାର କଲା ପ୍ରଶାସନ

ବୌଦ୍ଧ,୩ା୧୧: ସୁନ୍ଦରଗଡର ବନ୍ଦରମୁଖା, ବଉଳ ସାହିର ଜଣେ ବୃଦ୍ଧାଙ୍କୁ ଅସହାୟ ଅବସ୍ଥାରେ ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଳକ ଶିବ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି । ଏ ସଂପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସାମାଜିକ ସୁରକ୍ଷା ବିଭାଗର ଉଦ୍ୟମକ୍ରମେ ଉକ୍ତ
Read More...

ସୁନ୍ଦରଗଡର ବୃଦ୍ଧାଙ୍କୁ କଣ୍ଟାମାଳ ଶିବ ମନ୍ଦିର ନିକଟରୁ ଉଦ୍ଧାର କଲା ପ୍ରଶାସନ

ବୌଦ୍ଧ,୩ା୧୧: ସୁନ୍ଦରଗଡର ବନ୍ଦରମୁଖା, ବଉଳ ସାହିର ଜଣେ ବୃଦ୍ଧାଙ୍କୁ ଅସହାୟ ଅବସ୍ଥାରେ ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଳକ ଶିବ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି । ଏ ସଂପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସାମାଜିକ ସୁରକ୍ଷା ବିଭାଗର ଉଦ୍ୟମକ୍ରମେ ଉକ୍ତ
Read More...

ଜରିଖଣ୍ଡିର ପୁନରୁଦ୍ଧାର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ

ବୌଦ୍ଧ,୩ା୧୧: ବୌଦ୍ଧ ରାଜପ୍ରାସାଦର ଗଡଖାଇ ଭାବରେ ପରିଚିତ ଜରିଖଣ୍ଡିର ପୁନରୁଦ୍ଧାର କରାଯିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଏହି କାର୍ଯ୍ୟର ଭୂମି ପୂଜନ କରାଯାଇ କାର୍ଯ୍ୟାରମ୍ଭ କରାଯାଇଛି । ମୁଖ୍ୟଅତିଥି ଭାବରେ ବୌଦ୍ଧ
Read More...

ମେଗା ଆଇନସେବା ଶିବିର ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୩ା୧୧: ଆଜି ଅପରାହ୍ନରେ ଜିଲ୍ଲା ଦୌରାଜଜ୍‌ଙ୍କ କାର୍ଯ୍ୟାଳୟଠାରେ ମେଗା ଆଇନସେବା ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରାଜଜ୍‌ ସୁଶ୍ରୀ ପ୍ରତିମା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ୧୩ ତାରିଖ ଦିନ ବୌଦ୍ଧ ଟାଉନହଲଠାରେ ମେଗା
Read More...

ବିଜେଡିରୁ ସଞ୍ଜୀବ ସାହୁଙ୍କ ଇସ୍ତଫା

ଆଠମଲ୍ଲିକ : ଆଠମଲ୍ଲିକର ପୂର୍ବତନ ବିଧାୟକ ସଞ୍ଜୀବ ସାହୁ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କୁ ୨୦୧୯ ବିଧାନସଭା ନିର୍ବାଚନରେ ଟିକେଟ ମିଳିନଥିଲେ । ତାଙ୍କ ସ୍ଥାନରେ ରମେଶ ସାଏଙ୍କୁ ଆଠମଲ୍ଲିକ
Read More...

କୋଟିପତି ଫାଣ୍ଡି ଅଧିକାରୀଙ୍କ ସମ୍ପତ୍ତି ଜବତ କଲା ଭିଜିଲାନ୍ସ

ଢେ଼ଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ ଫାଣ୍ଡିି ଅଧିକାରୀ ସବଇନ୍ସପେକ୍ଟର ସମରେନ୍ଦ୍ର ସାମଲଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ବିଭାଗର ୮ଟି ଟିମର ପ୍ରାୟ ୩୫ ଜଣ କର୍ମଚାରୀ ଏକାଧିକ
Read More...

ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓ ପଛୁଆ ବର୍ଗ ସମାବେଶ ଉଦଯାପିତ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ସଭାପତି ଶମ୍ଭୁଗିରୀଙ୍କ
Read More...