Monthly Archives

November 2021

ସମର୍ପିତ ପକ୍ଷରୁ ନିଆରା ଦୀପାବଳୀ କାର୍ଯ୍ୟକ୍ରମ ବାଣ ନୁହେଁ ହସ ଫୁଟେଇବା ପାଳିତ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଗତ ପାଞ୍ଚ ବର୍ଷ ଧରି ବାଣ ନୁହେଁ ହସ ଫୁଟେଇବା କାର୍ଯ୍ୟକ୍ରମ ପାଳନ କରାଯାଇ ଆସୁଛି।ଏଇ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ ଗବେଷଣା କେନ୍ଦ୍ର
Read More...

ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା

ପୁରୀ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ସିଂହଦ୍ୱାର ଓ ଏହାର ଚତୁଃପାର୍ଶ୍ୱରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଆସନ୍ତାକାଲି ପ୍ରାତଃ ୪ ଘଟିକା ସମୟରୁ ମଧ୍ୟରାତ୍ର
Read More...

ଘେରାବନ୍ଦୀରୁ ମୁକୁଳିଲେ ମନ୍ତ୍ରୀ ଟୁକୁନି ସାହୁ

କୁଚିଣ୍ଡା : ଦୀର୍ଘ ୫ ଘଣ୍ଟା ପରେ ଘେରାବନ୍ଦୀରୁ ମୁକୁଳିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । କୁଚିଣ୍ଡା ପୁଲିସର ହସ୍ତ କ୍ଷେପ ପରେ ଏହା ସମ୍ଭବ ହୋଇପାରିଛି । ଘଟଣାସ୍ଥଳରୁ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡିଛି । କୁଚିଣ୍ଡା ପୂର୍ତ୍ତ
Read More...

ବିପୁଳ ପରିମାଣର ବାଣ ଜବତ

କଟକ: କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୋଲିସ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହାସହ ବାଣ ରଖିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଅଟକ
Read More...

ବୌଦ୍ଧଜିଲ୍ଲା ସ୍କାଉଟ ଓ ଗାଇଡ ତରଫରୁ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ

ବୌଦ୍ଧ,୩ା୧୧: ବୌଦ୍ଧଜିଲ୍ଲା ସ୍କାଉଟ ଓ ଗାଇଡସ ତରଫରୁ ଆଜି ସକାଳ ୭ଟାରେ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧସହରସ୍ଥିତ ଟାଉନହଲ ସମ୍ମୁଖରେ ଥିବା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପ୍ରେମ ଶଙ୍କର ପଟ୍ଟନାୟକ ଓ ପ୍ରହ୍ଲାଦ ବିଶିଙ୍କ ପ୍ରତିମୂର୍ତ୍ତି, ଗାନ୍ଧିଛକ
Read More...

ସୁସ୍ଥ ଅଛନ୍ତି ପିସିସି ସଭାପତି

ଭୁବନେଶ୍ୱର : ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଅସୁସ୍ଥତା କାରଣରୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଭଲ ଖବର ସାମ୍ନାକୁ ଆସିଛି । ସେ ଏବେ ସୁସ୍ଥ ଥିବା ଆପୋଲୋ ଡାକ୍ତର ପ୍ରକାଶ କରିଛନ୍ତି । ପିସିସି ସଭାପତି ଶ୍ରୀ
Read More...

ଯୁବକକୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ନୂଆ ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକକୁ ଦିନ ଦ୍ୱିପହରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ବେଲଗୁଣ୍ଠା ଅଂଚଳର ସରୋଜ ପାତ୍ର । ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ
Read More...

ଟି-ଟେଣ୍ଟି ବିଶ୍ବକପ: ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ

ଆବୁଧାବି: ଚଳିତ ଟି-ଟେଣ୍ଟି ବିଶ୍ବକପରେ ପ୍ରଥମ ୨ଟି ମ୍ୟାଚରେ ହାରି ସଙ୍କଟରେ ପଡିଛି ଭାରତ । ଆଜି ବିଶ୍ବକପର ସୁପର-୧୨ରେ ଗ୍ରୁପ-୨ରେ ଏକ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଭାରତ । ସେମିରେ ଆଶା ଉଜ୍ଜିବୀତ କରିବାକୁ ହେଲେ ଭାରତକୁ ଆଜି କିଛି ମିରାକିଲ କରିବାକୁ ପଡିବ । ଭାରତ ପାଇଁ ଆଜିର
Read More...

ସ୍କୁଲ ଖୋଲିବା ନେଇ ବଡ କଥା କହିଲେ ଗଣ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କରୋନା ପାଇଁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ବ୍ୟାଘାତ ହୋଇଥିବାବେଳେ କେବେ ସ୍କୁଲ ଖୋଲିବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଇତିମଧ୍ୟରେ ଅଷ୍ଟମ, ନବମ, ଦଶମ ପିଲାଙ୍କର ସ୍କୁଲ ପାଠପଢ଼ା ଚାଲିଥିବାବେଳେ ଅନ୍ୟ ଶ୍ରେଣୀର ପିଲାମାନେ ଏବେବି ଅନଲାଇନ କ୍ଲାସ କରୁଛନ୍ତି  ।
Read More...

ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର : ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ଓ ଜଳଛାୟା ପ୍ରକଳ୍ପ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ଆସି କୋଷଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସେ ପ୍ରଥମେ ପାପଡ଼ାହାଣ୍ଡି
Read More...