Monthly Archives

November 2021

ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି

ପାଟଣାଗଡ: ବଲାଙ୍ଗୀର ବେଲପଡା ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ, ଅନାହାର, ଅର୍ଦ୍ଧାହାର, ବେରୋଜଗାର, ଦାଦନ ଶ୍ରମିକ ସଂଖ୍ୟା ବଢିବଢି ଚାଳିଛି । ୮୦% ଭାଗ ଲୋକେ କୃଷି ଉପରେ ନିର୍ଭର କରନ୍ତି । ବେଲପଡା ବ୍ଲକର ଜୟ କିଶାନ କୃଷକ ସଙ୍ଗଠନର ନେତୃତ୍ୱରେ
Read More...

ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓ ପଛୁଆ ବର୍ଗ ସମାବେଶ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ତେଲବନ୍ଧ ଘାଟରୁ ୨୫ ଗୋଟି କଳସ ନେଇ ପୂଜା କାର୍ଯ୍ୟ କରିଥିଲେ ପୂଜକ
Read More...

ପୁନିତଙ୍କ ସ୍ୱପ୍ନ ପୂରଣ କରିବେ ବିଶାଲ, ୧୮୦୦ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାୟିତ୍ୱ ନେବେ

ବେଙ୍ଗାଳୁରୁ: ଚାଲିଗଲେ ଅପ୍ପୁ ଓରଫ ପୁନିତ ରାଜକୁମାର। ଶୁକ୍ରବାର ତାଙ୍କ ଦେହାନ୍ତ ହୋଇଥିଲା। ରବିବାର ରାଜକୀୟ ସମ୍ମାନ ସହ ଅନ୍ତିତ ସଂସ୍କାର ସରିଛି। ତାଙ୍କ ଦେହାନ୍ତ ଖବରରେ ସାରା ରାଜ୍ୟର ଶୋକର ଛାୟା ଖେଳିଯାଇଛି। ଫ୍ୟାନ୍‌ମାନେ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।
Read More...

ତହସିଲଦାରଙ୍କ ତିନିଜଣ ବାପା !

ଭୁବନେଶ୍ୱର: ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘର ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ପ୍ରଥମେ ରାମ ଚନ୍ଦ୍ରଙ୍କ ଠାରୁ ୪ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ଏହପରେ ତାଙ୍କ ସରକାରୀ ବାସଭବନରୁ ୫୦ହଜାର ଟଙ୍କା ଜବତ ହୋଇଥିଲା । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ
Read More...

ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ସମ୍ବଲପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସଡକ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବା ସଂପର୍କରେ ଚିନ୍ତାପ୍ରକଟ କରି
Read More...

ସମ୍ବଲପୁର ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ ।କୁଚିଣ୍ଡାର ସରସ୍ୱତୀ ଭୋଇ ଜିଲ୍ଲାର ପ୍ରଥମ
Read More...

ବିରୁଷ୍କାଙ୍କ ଝିଅକୁ ଧମକ, ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ମହିଳା କମିଶନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ ବିରାଟ କୋହଲିଙ୍କ ଝିଅକୁ ଧମକ। କୋହଲିଙ୍କ ୯ ମାସର ଝିଅକୁ ଧମକ ଦିଆଯାଇଛି। ସୋଶାଲ ମିଡିଆ ଟ୍ୱିଟରରେ ଏହି ଧମକ ଦିଆଯାଇଛି। ଏନେଇ ଦିଲ୍ଲୀ ମହିଳା କମିଶନ ପୁଲିସକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ୍‌ଠାରୁ ଟିମ୍‌ ଇଣ୍ଡିଆ
Read More...

ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର

ପୁରୀ : ପୁରୀ ଜିଲ୍ଲା ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ନିମାପଡା କାର୍ଯ୍ୟାଳୟ ନିକଟ ବାସଭବନରେ ଉପରେ ଆଜି ଚଢ଼ାଉ କରିଥିଲା । ଏହି ସମୟରେ ତହସିଲଦାର ରାମ ଚନ୍ଦ୍ର ଜେନାଙ୍କ ଠାରୁ
Read More...

ଟି-୨୦ ବିଶ୍ୱକପ ପରେ ରୋହିତ ନୁହେଁ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକ ଦାୟିତ୍ୱ !

ଦୁବାଇ : ଟି -୨୦ ବିଶ୍ୱକପରେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ହୋଇନାହିଁ । ଦୀର୍ଘ ୬ ମାସ ଧରି ଲଗାତାର କ୍ରିକେଟ ଖେଳୁଥିବା କେତେକ ବରିଷ୍ଠ ଖେଳାଳିଙ୍କୁ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ଦେବାକୁ ବିସିସାଇ ଚିନ୍ତା କରୁଥିବା ଜଣାପଡିଛିା ସେହିପରି
Read More...

ଧସୁଛି ପାହାଡ, ଖସୁଛି ଟନ୍‌ ଓଜନର ପଥର

ଦଶପଲ୍ଲା : - ପୂର୍ବ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଏବେ ଯାତ୍ରୀଙ୍କ ପାଇଁ ପାଲଟିଯାଇଛି ଅସୁରକ୍ଷିତ ରାଜପଥ । ଏହି ଜାତୀୟ ରାଜପଥଟି ନୟାଗଡ଼ ଜିଲ୍ଲାର ମଧ୍ୟସ୍ଥଳରେ ବିଜିପୁର ଠାରୁ ନୟାଗଡ଼, ଦଶପଲ୍ଲା,ବାଣୀଗୋଛା ଦେଇ କାମିଟିପଂଗା
Read More...