Monthly Archives

November 2021

ପଞ୍ଚାୟତ ମହାବିଦ୍ୟାଳୟ କଣ୍ଟାମାଳରେ ସଂକୁଳସ୍ତରୀୟ ଯୁବ ରେଡକ୍ରସ୍‌ ଶିବିର

କଣ୍ଟାମାଳ : ପଞ୍ଚାୟତ ମହାବିଦ୍ୟାଳୟ କଣ୍ଟାମାଳରେ ସଂକୁଳସ୍ତରୀୟ ତିନିଦିନିଆ ଯୁବ ରେଡକ୍ରସ୍‌ ଶିବିରର ଆରମ୍ଭ ହୋଇଅଛି । ଏହି ପ୍ରଶିକ୍ଷଣ ଶିବିରରେ ଚାରି କଲେଜର ୨୫ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । କଂଟାମାଳ କଲେଜ(+୨ ଏବଂ +୩), ପଲସାଗୋରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଲସାଗୋରା
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା

ସୁବର୍ଣ୍ଣପୁର:ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ମାଧ୍ୟମରେ ପ୍ରାପ୍ତ ହୋଇଥିବା ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଦାରିତ ସୂଚୀ ଅନୁସାରେ ଯୋଗ୍ୟ ତା.01/01/22 ସୁଦ୍ଧା 18 ବର୍ଷ ବୟସ ରୁ ଉର୍ଦ୍ଧ୍ୱ ସାବାଳକ ନାଗରିକ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ / ବାଦ / ସଂଶୋଧନ
Read More...

ବିଜେଡି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ଓ ଧାରଣା

ଦେବଗଡ: ସୋମବାର ଦେବଗଡ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରନ୍ଧନ ଗ୍ୟାସର ଦରବୃଦ୍ଧି, ପେଟ୍ରୋଲିଅମ ସାମଗ୍ରୀର ଦରବୃଦ୍ଧି, ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦରବୃଦ୍ଧି
Read More...

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ସହ ୨୦୧୩ ଚୁକ୍ତି ଭିତ୍ତିକ ନିୟମରେ ସାମିଲ ପାଇଁ ଦାବୀ

କଣ୍ଟାମାଳ,୧/୧୧ - ଓଡିଶା କନିଷ୍ଠ ଶିକ୍ଷକ ସଂଘ କଣ୍ଟାମାଳ ବ୍ଲକର ସମସ୍ତ ଶିକ୍ଷକ ଏକତ୍ର ହୋଇ ସୋମବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷାଅଧିକାରୀ କଣ୍ଟାମାଳ ଙ୍କୁ ପୃଥକ ପୃଥକ ଭାବେ ୨ଟି ଦାବି ପତ୍ର ଓଡିଶା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଶ୍ରମ
Read More...

ମହିଳା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

ଫୁଲବାଣୀ:ରନ୍ଧନ ଗ୍ୟାସ ଖାଇବା ତେଲ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର୍ନିେଦ୍ଦଶ କ୍ରମେ ଆଜି କନ୍ଧମାଳ ମହିଳା ବିଜୁ ଜନତା ଦଳ ତରଫରୁ ଜିଲ୍ଲାପଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା ବିଜେଡି ମହିଳା
Read More...

ବେଲଗାମ ଦରବୃଦ୍ଧିକୁ ନେଇ କଣ୍ଟାମାଳରେ ତାତିଲେ ମହିଳା ନେତ୍ରୀ

କଣ୍ଟାମାଳ,୧/୧୧ - ଦରବୃଦ୍ଧିକୁ ନେଇ ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳଠାରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ସଭାନେତ୍ରୀ ମମତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗ୍ୟାସ, ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ଆଳୁ, ପିଆଜର ଅହେତୁକ
Read More...

ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳ ପକ୍ଷରୁ ପ୍ରତିବାଦ ସଭା

କଣ୍ଟାବାଞ୍ଜି :କେନ୍ଦ୍ର ସରକାରଙ୍କ ଦର ବୃଦ୍ଧି ନୀତି, ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳର ରାଜ୍ୟ ବ୍ୟାପୀ ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରତିବାଦ ସଭା ସ୍ଥାନୀୟ ଇନ୍ଦିରା ଛକରେ ଆୟୋଜନ ହୋଇଛି । ଡିଜେଲ, ପେଟ୍ରୋଲ ଦର ଅହେତୁକ ବୃଦ୍ଧି ଯୋଗୁ ଦୈନିକ
Read More...

ପାଟଣାଗଡ : ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ପାଟଣାଗଡ : ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଋଣ ହୁଙ୍କାର ଦେଇଛି ବିଜେଡି । ବିଜୁ ମହିଳା ଦଳ ପକ୍ଷରୁ ସ୍ଥାନିୟ ବିଜୁ ଜନତା ଦଳ କାର୍ଯ୍ୟଳୟଠାରୁ ମହିଳା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିନକୁ ଦିନ ପେଟ୍ରୋଲ, ଡିଜେଲ, ଖାଇବା ତେଳରୁ ଆରମ୍ଭ
Read More...

ତୈଳ ଦର ବୃଦ୍ଧି ନେଇ ବିଜେଡି ପକ୍ଷରୁ ପ୍ରତିବାଦ

ପାରଳାଖେମୁଣ୍ଡି : ତୈଳ ଓ ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲା ଗଜପତି ବିଜୁ ଜନତା ଦଳ ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଗୋଶାଣି ବ୍ଳକ ସମ୍ମୁଖରେ ବିଜେଡି ମହିଳା ଉପ ସଭାପତି ସଂଯୁକ୍ତା ବେହେରାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିବାଦ ସଭା
Read More...

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ତରଫରୁ ତୈଳ ଦର, ଗ୍ୟାସ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦ ଜଣାଇଥିଲେ । ଏହି ଅବସରରେ ଦଶପଲ୍ଲା ଡାକ୍ତରଖାନା ଛକରୁ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ଦଶପଲ୍ଲା ବ୍ଲକ୍‌ କାର୍ଯ୍ୟାଳୟ
Read More...