Monthly Archives

December 2021

ଅପରେସନ୍‌ ନୀଳ ଜହର, ପୁଣି ନଷ୍ଟ ହେଲା ୧୫୫ ଏକର ବେଆଇନ୍‌ ଗଞ୍ଜେଇ ଚାଷ

ବାଲିଗୁଡ଼ା: ଜୋର୍‌ ଧରିଲା କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗର ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୫କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ବାଲିଗୁଡ଼ା ଥାନା ବୁଡ୍ରୁକିଆ ଓ ସିନ୍ଦ୍ରି ଗାଁ ଅଞ୍ଚଳର ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ଗୋଟିଏ ପଟେ
Read More...

ବାଈଶୀପଲ୍ଲୀ ଅଭୟାରଣ୍ୟରେ ଠାବହେଲା ବିରଳ କଳା ଚିତାବାଘ

ଦଶପଲ୍ଲା :ନୟାଗଡ଼ ଜିଲ୍ଲାର ଘୋର ଅରଣ୍ୟ ମଧ୍ୟରେ, ଅନେକ ବିରଳ ଓ ବିଲୁପ୍ତ ପ୍ରାୟ ଉଡ଼ନ୍ତା ଗୁଣ୍ଡୁଚି, ବାଘୁଆ ମୂଷା, ଚିତ୍ରା କଂକଡା, ନେପାଳୀ ମୂଷା, ବାଘ ବିରାଡ଼ି ଭଳି ଅନେକ ବିରଳ ବନ୍ୟପ୍ରାଣୀ ରହିଥିବାର ପ୍ରମାଣ ରହିଥିବାବେଳେ, ବାଣିଗୋଛା (ପଶ୍ଚିମ) ବନାଞ୍ଚଳର ବାଈଶୀପଲ୍ଲୀ ଅଭୟାରଣ୍ୟର
Read More...

ହେଲିକପ୍ଟର ଦୁର୍ଘଟଣା, ଓଡିଆ ଯବାନ ସହିଦ

ଭୁବନେଶ୍ୱର: ତାମିଲନାଡୁର କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୋଳ ଜିଲ୍ଲା ତାଳଚେରର ରାଣାପ୍ରତାପ ଦାସ । ସେ ଜୁନିଅର ୱରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ
Read More...

ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଦିନିକିଆ ଅଧିନାୟକ ହେଲେ ରୋହିତ

ମୁମ୍ବାଇ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ବିସିସିଆଇର ଚୟନ କମିଟି ଟେଷ୍ଟ ଟିମ ପାଇଁ ଦଳ ଘୋଷଣା କରିଛନ୍ତି । ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ୧୮ଜଣିଆ ଦଳ ଘୋଷଣା କରିଥିବା ବେଳେ ଦିନିକିଆ ଅଧିନାୟକ ଦାୟିତ୍ୱ ରୋହିତ
Read More...

ଭାରତର ପ୍ରଥମ ସିଡିଏସ ଥିଲେ ବିପିନ ରାୱତ, ଜାଣନ୍ତୁ ତାଙ୍କ ବିଷୟରେ କିଛି

ବିପିନ ଲକ୍ଷ୍ମଣ ସିଂହ ରାୱତ ୧୯୫୮ ମସିହା ମାର୍ଚ୍ଚ ୧୬ରେ ଜନ୍ମଗ୍ରହଣ କରିଥିଲେ । ସେ ହେଉଛନ୍ତି ଭାରତର ପ୍ରଥମ ସିଡିଏସ (ଚିଫ ଅଫ ଡିଫେନ୍ସ ଷ୍ଟାଫ) । ୨୦୨୦ ଜାନୁଆରୀ ପହିଲାରୁ ସେ ଏହି ଦାୟିତ୍ୱରେ ରହିଥିଲେ । ଦେଶର ୨୬ତମ ଆର୍ମି ମୁଖ୍ୟ ହେବାର ସୌଭାଗ୍ୟ ଲାଭ
Read More...

ଘର ଘର ବୁଲି ସଚେତନତା ସହ କୋଭିଡ ଟିକା ପ୍ରଦାନ କଲେ ସ୍ୱାସ୍ଥ୍ୟ କର୍ମୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମହିଳା ସ୍ୱାସ୍ଥ୍ୟ କର୍ମୀ ବି.ଜଗଦମ୍ବା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରଞ୍ଜିତ ଜେନା ଓ ଆଶା କର୍ମୀ ଅପୂର୍ବ ବରାଡ଼, ସଂଯୁକ୍ତା ବରାଡ଼,
Read More...

ଆଉ ନାହାନ୍ତି ସିଡିଏସ ବିପିନ ରାୱତ

ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ (ସିଡିଏସ୍‌) ଜେନେରାଲ୍‌ ବିପିନ ରାୱତ ଆଉ ନାହାଁନ୍ତି । ଆଜି ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସେ ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଅଧିକାରୀଙ୍କ ସହ ମୃତ୍ୟୁ ବରଣ କରିଛନ୍ତି । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌
Read More...

ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ୍‌ ଠାରେ ଓଡିଶା କ୍ରିକେଟ ଆସୋସିଏସନ ଓ ଜିଲ୍ଲା କ୍ରୀଡ଼ାସଂଘର ମିଳିତ ଆନୁକୂଲ୍ୟରେ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ସର୍ବେଶ୍ୱର ମିଶ୍ର, ଉପ୍‌
Read More...

ବ୍ୟାଙ୍କ ପାଇଁ ଭିଡା ଟଣା,ଦୋଛକିରେ କର୍ତ୍ତୃପକ୍ଷ !

ଦଶପଲ୍ଲା : ବାଣିଗୋଛା ଠାରେ ଥିବା ୟୁନିୟନ ବ୍ୟାଙ୍କ ଶାଖାକୁ ଗତକାଲି ଚଢେୟାପଲ୍ଲୀକୁ ସ୍ଥାନାନ୍ତର ସମୟରେ ବ୍ୟାଙ୍କକର୍ମଚାରୀ ମାନେ ସ୍ଥାନୀୟ ଜନସାଧାରଣଙ୍କର ବିରୋଧର ସମ୍ମୁଖୀନ ହୋଇଥିଲେ । ଚଢେୟାପଲ୍ଲୀଠାରେ ତୁରନ୍ତ ବ୍ୟାଙ୍କ ପୁନଃ ପ୍ରତିଷ୍ଠା କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ, ଆଜି
Read More...

ସେନା ହେଲିକପ୍ଟର ଦୁର୍ଘଟଣାରେ ୧୩ ମୃତ, ମୃତଦେହ ଚିହ୍ନଟ ପାଇଁ ହେବ ଡିଏନ୍‌ଏ ଟେଷ୍ଟ

ଚେନ୍ନାଇ : ତାମିଲନାଡୁରେ ସିଡିଏସ୍‌ ଜେନେରାଲ୍‌ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମସ୍ତଙ୍କ ଶରୀର ଏତେ ଖରାପ ଭାବରେ ଜଳିଯାଇଛି ଯେ ସେମାନଙ୍କର ଶବକୁ ଚିହ୍ନଟ କରିବାକୁ ଡିଏନ୍‌ଏ ଟେଷ୍ଟ ହେବ ବୋଲି କୁହାଯାଉଛି । ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ
Read More...