Monthly Archives

December 2021

ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ

ପୁରୀ : ପୁରୀ ଗସ୍ତରେ ଆସିଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିଭିନ୍ନ ଅନୁଷ୍ଠାନ ସହ ଶ୍ରୀଜଗନ୍ନାଥ ସେନା ରାଜଭବନରେ ଭେଟି ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତୁରନ୍ତ ଖୋଲି ଅନୁଧ୍ୟାନ କରିବା,
Read More...

ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ପ୍ରଥମ ବୈଠକ

ପାରଳାଖେମୁଣ୍ଡି : ଆଜି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ୍ସନ ଏଡ଼ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାରେ ପ୍ରଥମ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ
Read More...

ଦାଦନ ଶ୍ରମିକ ଉଦ୍ଧାର, କେବେ ଗିରଫ ହେବେ ସର୍ଦ୍ଦାର ?

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ସୋମବାର ଦିନ ସକାଳ ୧୦ ଟା ବେଳେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୧୨ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏଏସଆଇ ସେୱାନ କେରକେଟା ତାଙ୍କ ଟିମ ସହିତ ଖପ୍ରାଖୋଲରୁ କନ୍ଦେନଝୁଲା ରାସ୍ତାରେ ପେଟ୍ରୋଲିଙ୍ଗ
Read More...

ଧୋନି-ଯୁବରାଜ ଦୀର୍ଘ ସମୟ ପରେ ଏକାଠି ନଜର ଆସିଲେ, ପ୍ରଶଂସକ କହିଲେ ଏମିତି

ନୂଆଦିଲ୍ଲୀ : ଦୀର୍ଘ ସମୟ ପରେ ଏକାଠି ନଜର ଆସିଲେ ମହେନ୍ଦ୍ର ସିଂ ଧୋନି-ଯୁବରାଜ ସିଂ । ଏହି ଯୋଡି ଭାରତକୁ ବହୁ ମ୍ୟାଚ୍‌ ଜିତାଇଛନ୍ତି । ଉଭୟେ ଟି-୨୦ ବିଶ୍ୱକପ ଓ ଦିନିକିଆ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ଦଳକୁ ବିଶ୍ୱ ଚମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ସମୟ ଥିଲା
Read More...

ଜାଗ୍ରତ କନ୍ଧମାଳ ପକ୍ଷରୁ ରାଲି ଓ ବିରାଟ ସାଧାରଣ ସଭା: ଆମ୍ବେଦକରଙ୍କର ୬୬ତମ ତିରୋଧାନ ଦିବସ ପାଳିତ

ଫୁଲବାଣୀ: ସମ୍ବିଧାନ ପ୍ରଣେତା, ଭାରତ ରତ୍ନ ପ୍ରାପ୍ତ ବାବା ସାହେବ ଆମ୍ବେଦକରଙ୍କ ୬୬ତମ ତିରୋଧାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ପକ୍ଷରୁ ସଂଗଠନ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ଜାଗ୍ରତ କନ୍ଧମାଳ ପକ୍ଷରୁ
Read More...

ପଠାଣି ସାମନ୍ତ ଗଣିତ ପ୍ରତିଭା ରେ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶତ ପ୍ରତିଶତ ସଫଳତା

ଫୁଲବାଣୀ : ଚଳିତ ବର୍ଷର ସରକାରୀ ସ୍ତରୀୟ ପଠାଣି ସାମନ୍ତ ଗଣିତ ପ୍ରତିଭା ରେ ଶତ ପ୍ରତିଶତ ସଫଳତା ହାସଲ କରିବାରେ ସକ୍ଷମ ହୋଇପାରିଛି ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର । ପୂର୍ବରୁ ଅନେକ ବୃତ୍ତି ପରୀକ୍ଷାରେ ଅହେତୁକ ସଫଳତା ଲାଭ କରି ଚର୍ଚ୍ଚାରେ ରହି ଆସୁଥିବା ସରସ୍ୱତୀ ଶିଶୁ
Read More...

ସୁବର୍ଣ୍ଣପୁରଠାରେ ୫୯ତମ ଗୃହରକ୍ଷୀ ଦିବସ ପାଳିତ

ସୁବର୍ଣ୍ଣପୁର : ଆଜି ପୋଲିସ ତରଫରୁ ସୁବର୍ଣ୍ଣପୁରଠାରେ ୫୯ତମ ଗୃହରକ୍ଷୀ ଦିବସ ପାଳିତ ହୋଇଅଛି। ଏହି ଅବସରରେ ରିଜର୍ଭ ପୋଲିସ୍‌ ପଡିଆରେ ଅତିଥି ଭାବରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ଓ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଯୋଗ ଦେଇଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ
Read More...

ଜଗତି ହାଇସ୍କୁଲରେ ରଞ୍ଜିତା ମହାନ୍ତି ମେମୋରିଆଲ ଛାତ୍ର ବୃତ୍ତି ପାଇଁ ପ୍ରସ୍ତୁତି ବୈଠକ

ଜହ୍ନାପଙ୍କ :ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ଅନ୍ତର୍ଗତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତିଙ୍କ ଧର୍ମ ପତ୍ନୀ ରଞ୍ଜିତା ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ଛାତ୍ରୀବୃତ୍ତି ଦେବା ପାଇଁ ଏକ ବୈଠକ ପ୍ରଧାନଶିକ୍ଷକ ସମୀର ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି ।
Read More...

ଫୁଲବାଣୀ ମୁଖ୍ୟ ରାସ୍ତାରେ ଗୋରୁଗାଈ ଓ କୁକୁରଙ୍କ ତାଣ୍ଡବ,ଗାଡିମଟର ଚଳାଚଳ ପ୍ରଭାବିତ

ଫୁଲବାଣୀ- କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀର ମୁଖ୍ୟ ସଡକରେ ଗୋରୁଗାଈମାନଙ୍କ ଅବାଧ ବିଚରଣ ଯୋଗୁଁ ରାସ୍ତାରେ ଯାତାୟାତ କରୁଥିବା ଗାଡିମଟର ଏବଂ ଲୋକମାନଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଏଥିପାଇଁ ଅନେକ ସଡକ ଦୁର୍ଘଟଣାରେ ଲୋକଙ୍କ ଧନଜୀବନ ହାନୀ ଘଟୁଛି । ହେଲେ ଏହି ଗୋରୁଗାଈମାନଙ୍କୁ
Read More...

କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ଦଳ ବିରୋଧୀ କାର୍ଯ୍ୟ, ବିଶୃଙ୍ଖଳିତ ଆଚରଣ ପାଇଁ ବହିଷ୍କୃତ ହୋଇଛନ୍ତି । ତଳସରାରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ । କଂଗ୍ରେସର ଟାଣୁଆ ଆଦିବାସୀ ନେତା ଥିଲେ ପ୍ରଫୁଲ୍ଲ ମାଝୀ । ସେ ତଳସରା ବିଧାନସଭା
Read More...