Monthly Archives

December 2021

ପାଇକ ବିଦ୍ରୋହ କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା କେନ୍ଦ୍ର ଦେଉ

ଭୁବନେଶ୍ୱର: କେନ୍ଦ୍ର ସଂସ୍କୃତିମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଆଜି ବିଜେଡି ସଂସଦୀୟ ଦଳ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯାଇ ଏକ ପତ୍ର ଦେଇଛନ୍ତି । ଏହି ପତ୍ରରେ ପାଇକ ବିଦ୍ରୋହ କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା କେନ୍ଦ୍ର ଦେଉ ବୋଲି ବିଜେଡି ସଂସଦୀୟ ଦଳ ଦାବି
Read More...

ପ୍ରଶାସନ ଶୁଣିଲାନି, ରାସ୍ତା ମରାମତି କଲେ ଅଞ୍ଚଳବାସୀ

ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ଼ ସଦର ରେ ପ୍ରଶାସନ ଶୁଣିଲାନି, ଶେଷରେ ରାସ୍ତା ମରାମତି କଲେ ଅଞ୍ଚଳବାସୀ ଏହି ଗ୍ରାମ ମହକୁମାରୁ ମାତ୍ର ୧୪ କିମି ଦୁରତ୍ୱ ରେ ରହିଛି ସାଲେପାଲି ପଞ୍ଚାୟତ ଅନ୍ତର୍ଗତ ନିଜିଲିବାହାଲ ଗ୍ରାମ । ନିଜିଲିବାହାଲରୁ ବୁଦାମୁଣ୍ଡାକୁ ସଂଯୋଗ କରୁଥିବା ମାତ୍ର
Read More...

ଓଡିଶାରୁ ବାହାରିନି ଓମିକ୍ରନ୍‌ ଭାରିଆଣ୍ଟ

ଭୁବନେଶ୍ୱର ୦୬।୧୨: ଓଡିଶାରେ ବାହାରିନି ଓମିକ୍ରନ୍ । ଜେନମ୍‌ ସିକ୍ୟୁଏନ୍ସିରୁ ଓଡିଶାରୁ ବାହାରିନି ଓମିକ୍ରନ୍‌ । ଏନେଇ ଆଇଏଲଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।ଖବର ଅନୁଯାୟୀ, ନଭେମ୍ବର ମାସରେ ୧୪୧ ଜଣ ବିଦେଶ ଫେରନ୍ତାଙ୍କ ଜେନମ୍‌ ସିକ୍ୟୁଏନ୍ସି କରାଯାଇଛି ।
Read More...

ପ୍ରସୂତି ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ମହିଳା ସ୍ୱାସ୍ଥ୍ୟକର୍ମୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡ ସ୍ଥିତ ଡାକ୍ତରଖାନାଠାରେ ଜଣେ ପ୍ରସୂତି ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ଡାକ୍ତରଖାନାର ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ୱରୀ ପାତ୍ର । ପ୍ରାପ୍ତ ସୂଚନା ଅନୁସାରେ ବୀରମହାରାଜପୁର ଡାକ୍ତରଖାନାରେ ସୁବଳୟା ଅଂଚଳର
Read More...

ବିଶ୍ୱ ରେକର୍ଡ କଲେ ବିରାଟ

ମୁମ୍ବାଇ : ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି । ଏହି ବିଜୟ ସହିତ ବିରାଟ କୋହଲିଙ୍କ ନାମରେ ଏକ ଅନନ୍ୟ ବିଶ୍ୱ ରେକର୍ଡ ଯୋଡା ଯାଇଛି । ବିରାଟ କୋହଲି
Read More...

ଘୁଞ୍ଚିଲା ଗୋବିନ୍ଦ ସାହୁର ଜାମିନ ଶୁଣାଣି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି ଘୁଞ୍ଚିଛି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ତେବେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଘୋଷଣା କରିନାହାନ୍ତି । ପୂର୍ବରୁ
Read More...

ଆଜିବି ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର:   ଗୃହରେ ଅଚଳାବସ୍ଥା ଜାରି ରହିଛି । ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିପାରୁନାହିଁ।  ଯେତେ କହିଲେ ବି ବିରୋଧୀ ବୁଝିବାକୁ ନାରାଜ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ପାଇଁ ଅଡ଼ିବସିଛନ୍ତି ବିରୋଧୀ ।  ଯେତେ ପର୍ଯ୍ୟନ୍ତ ଏହି ଦାବି ପୂରଣ ହେବ ନାହିଁ ସେତେ
Read More...

ଗଞ୍ଜେଇ ସହ ଅଟୋ ଜବତ, ଜଣେ ଗିରଫ

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ନିକଟ ମହାସିଙ୍ଗପାଙ୍ଗା ନିକଟରୁ ୧୫୦ କେଜି ୬୫୦ଗ୍ରାମ୍‌ ଗଞ୍ଜେଇ ସହ ଅଟୋ ଜବତ କରିଛି ପୋଲିସ୍‌ । ଘଟଣାରେ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି
Read More...

ବିଶ୍ୱ ମୃତ୍ତିକା ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସଭା ଗୃହ ଠାରେ ବିଶ୍ୱ ମୃତ୍ତିକା ଦିବସ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ
Read More...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୁରୀ ଗସ୍ତ

ପୁରୀ : ପୁରୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନିଦିନିଆ ଗସ୍ତରେ ଆସି ଆଜି ପୁରୀସ୍ଥିତ ରାଜ ଭବନରେ ପହଞ୍ଚିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ରାଜ୍ୟପାଳଙ୍କୁ ପୁଷ୍ପଗଚ୍ଛ ଦେଇ ସ୍ୱାଗତ କରିଥିଲେ । ରାଜ୍ୟପାଳ ପ୍ରଫେସର
Read More...