Yearly Archives

2021

ଅନ୍ଧବିଶ୍ୱାସ ଆଗରେ ବଳିପଡ଼ିଲା ମଣିଷପଣିଆ

ଦଶପଲ୍ଲା,୧୨/୧୧: - ଅନ୍ଧବିଶ୍ୱାସର କରୁଣ ପରିଣତି । ମୃତ୍ୟୁ ପରେବି ମିଳିଲାନି ଚାରିକାନ୍ଧ । ପ୍ରାପ୍ତ ସୂଚନା ଅନୁସାରେ ନୟାଗଡ଼ ସଦରବ୍ଲକ୍‌, ନୋତର ଗ୍ରାମର ବକସି ନାୟକ (୭୭) ନାମକ ଜନୈକ ବ୍ୟକ୍ତି ଗତ କିଛିଦିନ ହେବ ମାଛିଆ ପାତକ ସହ ଅନ୍ୟ କେତୋଟି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଥିଲେ ।
Read More...

ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉନ୍ନତ, ୧୫୦ ମହିଳାଙ୍କୁ ଆତ୍ମନିଯୁକ୍ତି ସହାୟତା

ରାୟଗଡା,୧୨/୧୧: କୃଷକମାନଙ୍କ ଜୀବିକା ଉପାର୍ଜନରେ ଅଭିବୃଦ୍ଧି ଆଣିବା ଲକ୍ଷ୍ୟକୁ ହାସଲ କରିବାପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧୀନରେ ଥିବା ଉତ୍କଳ ଆଲୁମିନା ପ୍ରୋଜେକ୍ଟ ଉନ୍ନତ ( ଉତ୍କଳସ୍‌ ଆକ୍ସନ ଫର ଏଗ୍ରିକଲଚରାଲ ଟ୍ରାନ୍ସଫରମେସନ୍‌) ଆରମ୍ଭ କରିଛି । ଭାରତ ରୁରାଲ୍‌ ଲାଇଭଲିହୁଡ୍‌
Read More...

ପୁରୀରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ପୁରୀ,୧୨/୧୧- ଶିକ୍ଷୟିତ୍ରୀ ମମିତା ମେହେର ଘଟଣାକୁ ନେଇ ଆଜି ଓଡିଶାରେ ବନ୍ଦ ପାଳନ କରିଛି କଂଗ୍ରେସ । ତେବେ ପୁରୀରେ ମଧ୍ୟ ଯୁବ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ମଧ୍ୟ ଆନ୍ଦୋଳନ ନାରବାଜି କରିଥିଲେ । ବିଭିନ୍ନ ଛକ ରାସ୍ତାରେ ଶୋଭାଯାତ୍ରା କରିଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମମିତା
Read More...

କଣ୍ଟାବାଞ୍ଜି ରେ ୬ ଘଣ୍ଟିଆ ହରତାଳ ପାଳିତ

କଣ୍ଟାବାଞ୍ଜି,୧୨/୧୧- ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେରଙ୍କୁ ନ୍ୟାୟ ଦାବିରେ ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବିକରି କଂଗ୍ରେସ ଦଳ ୬ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । କିନ୍ତୁ ଓଡିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ୬ ଘଣ୍ଟିଆ ବନ୍ଦ
Read More...

ଅଭିନବ ଢ଼ଙ୍ଗରେ ସାମୁହିକ ମୁଣ୍ଡନ ହୋଇ ପ୍ରତିବାଦ କଲା କଂଗ୍ରେସ

ନବରଙ୍ଗପୁର,୧୨/୧୧: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଡାକରାରେ ସାରା ଓଡ଼ିଶାରେ ୬ଘଣ୍ଟିଆ ବନ୍ଦ ହରତାଳ ପ୍ରଭାବରେ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିଠାରେ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ବନ୍ଦ ଓ ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ କର୍ମୀମାନେ ସାମୁହିକ ମୁଣ୍ଡନ
Read More...

୧୧ ମହିଳା ସେନା ଅଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମହିଳାଙ୍କ ବଡ଼ ବିଜୟ। ସେନାରେ ସ୍ଥାୟୀ କମିଶନ ଦାବିରେ ସୁପ୍ରିମକୋର୍ଟ ଯାଇଥିବା ୧୧ ମହିଳାଙ୍କୁ ଖୁବଶୀଘ୍ର ସ୍ଥାୟୀ କମିଶନ ଭାବେ ମାନ୍ୟତା ମିଳିବ। ଏହି ୧୧ ମହିଳାଙ୍କୁ ନଭେମ୍ବର ୨୬ ସୁଦ୍ଧା ଓ ବାକି ଯୋଗ୍ୟ ଅଧିକାରୀ ତିନି ସପ୍ତାହ ମଧ୍ୟରେ ସ୍ଥାୟୀ କମିଶନ
Read More...

ସିଡିଏସ ବିପିନ ରାୱତ କହିଲେ ଦେଶର ଏକ ନମ୍ବର ଶତ୍ରୁ ଦେଶର ନାମ

ନୂଆଦିଲ୍ଲୀ : ଚୀନ ମାନସିକ ଚାପ ପକାଇବା ଖେଳ ଖେଳିବାରେ ଧୁରନ୍ଧର । ଭାରତ ଏହାର ଚାପର ବଶବର୍ତ୍ତୀ ହେବା ଅନୁଚିତ ବୋଲି ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ବିପିନ ରାୱତ କହିଛନ୍ତି । ସେ କହିଛନ୍ତି ଚୀନ ହେଉଛି ଭାରତର ଏକ ନମ୍ବର ଶତ୍ରୁ, ପାକିସ୍ତାନ ନୁହେଁ । ସେଥିପାଇଁ ବାସ୍ତବ ନିୟନ୍ତ୍ରଣ
Read More...

ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରିକେଲା ସରକାରୀ ଡାକ୍ତରଖାନା ପରିସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା ସାଧରଣ ସମ୍ପାଦକ ଫିରୋଜ ଖାଁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜୀବନ ବିନ୍ଦୁ ରାଜ୍ୟ
Read More...

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି, ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା
Read More...

ପାରଳାଖେମୁଣ୍ଡିରେ ପାରିବାରିକ ଅଦାଲତ ଉଦଘାଟିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପାରିବାରିକ ଅଦାଲତ ଉଦଘାଟିତ ହୋଇଯାଇଛି ।ଓଡିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ ମୂରଲୀଧରଙ୍କ କରକମଳରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବାର ଆସୋସିଏସନର ବହୁ ଦିନର
Read More...