Yearly Archives

2021

କନ୍ଧମାଳ ସାଂସଦଙ୍କ ଫୁଲବାଣୀ ମେଡିକାଲ କାର୍ଯ୍ୟ ତଦାରଖ

ଫୁଲବାଣୀ: କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଗୁରୁବାର ଫୁଲବାଣୀ ନିକଟ ତିଳକପଡାଠାରେ ନିର୍ମାଣଧୀନ ନୂତନ ମେଡିକାଲ କଲେଜ କାର୍ଯ୍ୟ ବୁଲିଦେଖିଥିଲେ ।ନିର୍ମାଣ କାର୍ଯ୍ୟ ଯେପରି ତ୍ୱରାନ୍ୱିତ ହେବ ସେନେଇ ଠିକା ସଂସ୍ଥାର ଇଞ୍ଜିନିୟର ମାନଙ୍କୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ନିର୍ମାଣ
Read More...

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଥିବା ବେଳେ ଏନେଇ ସହରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଆସନ୍ତା ୨୨ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର ଯଜ୍ଞ ଓ
Read More...

ମୁଣ୍ଡାପଡାରେ ଓଡିଶା ମୋ-ପରିବାର ପକ୍ଷରୁ ମେଗା ରକ୍ତଦାନ ଶିବିର

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ଠାରେ ଓଡିଶା ମୋ-ପରିବାର ତରଫରୁ ମେଗାରକ୍ତ ଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଉଦଘାଟନ କରିଥିଲେ ।"ରକ୍ତ ଦାନ ଏକ ମହତ ଦାନ"ଭାବି ଆଗାମୀ
Read More...

ବୌଦ୍ଧ: ଉଦଘାଟିତ ହେଲା ୬୯ ତମ ରାଜ୍ୟସ୍ତରୀୟ ଭଲିବଲ ଚମ୍ପିଅନସିପ୍‌

ବୌଦ୍ଧ,୧୧/୧୧(ହୀ.ପ୍ର)- ଆଜି ବୌଦ୍ଧ ଷ୍ଟାଡିୟମ ପଡିଆରେ ୬୯ତମ ରାଜ୍ୟସ୍ତରୀୟ ମହିଳା ଭଲିବଲ ଚମ୍ପିଅନସିପ୍‌ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସାଂସଦ ତଥା କିଟ୍‌ କିସ୍‌ ପ୍ରତିଷ୍ଠାତା ଏବଂ ଭାରତୀୟ ଭଲିବଲ ଫେଡରେସନ ସଭାପତି ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ
Read More...

ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ

ପୁରୀ : ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ କରାଯାଇଛି । ଆଶା କର୍ମୀଙ୍କୁ ମେଡ଼ିକାଲରେ ଦୁର୍ବ୍ୟବହାରର ପ୍ରତିବାଦ ସମେତ ସର୍ବନିମ୍ନ ମଜୁରୀ, ସ୍ଥାୟୀ ଚାକିରୀ, ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଦାନ ଦାବିରେ ପ୍ରତିବାଦ ଓ
Read More...

ବାଘଛାଲ ଜବତ, ୨ ଗିରଫ

ଦେବଗଡ଼ : ଦେବଗଡ ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମରେ ଫରେଷ୍ଟ ସ୍ପେଶାଲ ସ୍କାଡ ପକ୍ଷରୁ ଚଢାଉ କରାଯାଇ ଏକ କଲରାପତରିଆ ବାଘଛାଲ ଜବତ କରାଯାଇଛି । ବ୍ରାହ୍ମଣୀପାଲି ଗ୍ରାମରେ ବାଘଛାଲ ବିକ୍ରି ନେଇ ମସୁଧା ଚାଲିଥିବା ସମ୍ପର୍କରେ ସ୍ପେଶାଲ ସ୍କାଡ ସୂଚନା ପାଇବା ପରେ ଦେବଗଡ ଡିଏଫଓଙ୍କ
Read More...

ଘରଡିହ ପାଇଁ ଜମି ଅଧିକାର ଓ ଆବାସ ଯୋଜନାରେ ଗୃହ ପାଇବା ପାଇଁ ଦାବି ଜଣାଇଲେ ଦଳିତ ମହିଳା

ସୁବର୍ଣ୍ଣପୁର : ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାରଙ୍କ ନେତୃତ୍ୱରେ ସ୍ଥାନୀୟ ପୌରପରିଷଦ ଅଞ୍ଚଳ ଅନ୍ତର୍ଗତ ୱାର୍ଡ଼ ନଂ୧୧ ମହିଳା ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କୁ ଘରବାଡି ପାଇଁ ଜାଗା ମିଶନ ଅଧିନରେ
Read More...

ବାପାକୁ ତଣ୍ଟି ଚିପି ମାରିଲା ପୁଅ, ଅଭିଯୁକ୍ତ ଗିରଫ

ପାଟଣାଗଡ : ଯେଉଁ ବାପା କୋଳେଇ କାଖେଇ ବଡ କରିଥିଲା, ଶେଷରେ ତାଙ୍କୁ ତଣ୍ଟି ଚିପି ମାରି ଦେଲା ପୁଅ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଘଗୁର୍ଲି ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ବୈକୁଣ୍ଠ ମାଝୀ । ଅଭିଯୁକ୍ତ ତଥା ବୈକୁଣ୍ଠଙ୍କ ପୁଅ ମହେଶ୍ୱର
Read More...

ଜୁନିୟର ହକି ବିଶ୍ବକପ,ଭାରତୀୟ ଦଳ ଘୋଷଣା

ଭୁବନେଶ୍ବର: ୨୧ବର୍ଷରୁ କମ ଜୁନିୟର ହକି ବିଶ୍ବକପରେ ଭାରତୀୟ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ୧୮ ଜଣିଆ ଟିମ ଘୋଷଣା ହୋଇଛି । ଦଳରେ ଓଡିଶାରୁ ଅଛନ୍ତି ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ । ଅଧିନାୟକତ୍ବ କରିବେ ବିବେକ ପ୍ରସାଦ ସାଗର । ନଭେମ୍ବର ୨୪ରେ ପ୍ରଥମ ମ୍ୟାଚ ଫ୍ରାନ୍ସ
Read More...

ଯୁବକର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଧୁମାଭଟା ଓ ହଟ୍‌ କଟ ରାସ୍ତା ମଝିରେ ଏକ ଯୁବକର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବୁଧବାର ରାତିରେ ଧୁମାଭଟା ଓ ହଟ୍‌କଟ ଯିବା ରାସ୍ତାରେ ଯୁବକ ମୃତଦେହ ପାଇଥିବା ସ୍ଥାନୀୟ ଲୋକେ ଦେଖି ବାକୁ
Read More...