Yearly Archives

2021

ଆସନ୍ତାକାଲି ଲୋକାର୍ପିତ ହେବ ସିମନବାଡ଼ି ଓ ବୁଡାଗୁଡ଼ା ସ୍ମାର୍ଟ ସ୍କୁଲ

ଦାରିଙ୍ଗବାଡି:୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ ଅନୁସାରେ ଆସନ୍ତାକାଲି ଗୁରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କନ୍ଧମାଳ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲ ଭର୍ଚୁଆଲ୍‌ ମାଧ୍ୟମରେ ଉଦଘାଟିତ ହେବ । ସେଥିମଧ୍ୟରୁ ଦାରିଙ୍ଗବାଡ଼ି ବ୍ଲକରେ
Read More...

ଖଜୁରୀପଡ଼ା ପଞ୍ଚାୟତ ସମିତିର ସାଧାରଣ ସଭାରେ କନ୍ଧମାଳ ସାଂସଦଙ୍କ ଯୋଗଦାନ

ଫୁଲବାଣୀ:ଆଜି ଖଜୁରୀପଡ଼ା ବ୍ଲକ ପଞ୍ଚାୟତ ସମିତି ସଭାଗୃହଠାରେ ସାଧାରଣ ସଭା ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର ଅଧ୍ୟକ୍ଷତାରେ ଓ ବିଡିଓ ରବୀନ୍ଦ୍ରନାଥ କହଁରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଉଛି । ଉକ୍ତ ବୈଠକରେ କନ୍ଧମାଳ ସାଂସଦ ତଥା କିସ କିଟ୍‌ର ପ୍ରତିଷ୍ଠାତା ଡ଼ଃ.ଅଚ୍ୟୁତ ସାମନ୍ତ ମୁଖ୍ୟ
Read More...

ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ରାସ୍ତା ଅବରୋଧ

ଫୁଲବାଣୀ:ଶୀତ ଋତୁ ଆରମ୍ଭ ଯୋଗୁଁ କନ୍ଧମାଳ ଜିଲ୍ଲାକୁ ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ । କନ୍ଧମାଳ ଜିଲ୍ଲା ପର୍ବତ ପାହାଡ ଘେରା ଘାଟି ରାସ୍ତା ସୌନ୍ଦର୍ଯ୍ୟରେ ଭରି ରହିଛି । ସେହିପରି ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳି ସୁନ୍ଦର ଜଳ ପ୍ରପାତ ମାନ ରହିଛି । ଏହି ଜଳ ପ୍ରପାତ ଗୁଡ଼ିକ ଦେଖିବା ଏବଂ
Read More...

ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ୧କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ,୧୦/୧୧- ଆଜି ସକାଳ ପ୍ରାୟ ୮ଟା ସମୟରେ ବୌଦ୍ଧ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବରପାଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୌଦ୍ଧବ୍ଲକ ସରଣ୍ଡାଛକ ନିକଟରେ ଏକ ଟାଟା ଏସିଇ ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଅନଗୁଳ ଜିଲ୍ଳା ବଇଣ୍ଡା
Read More...

ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ , ଅନାହାର ,ଅର୍ଦ୍ଧହାର, ବେରୋଜଗାର, ଦାଦନ ଶ୍ରମିକ, ବଢିବଢି ଚାଳିଛି । ୮୦% ଭାଗ ଲୋକେ କୃଷି ଉପରେ ନିର୍ଭର କରନ୍ତି । କ୍ରମାଗତ ଭାବରେ ମରୁଡି, ଫସଲହାନୀ ଯୋଗୁଁ ଚାଷୀଙ୍କ
Read More...

କୃଷକ ସାମଗ୍ରୀ ରପ୍ତାନୀ ପାଇଁ ସଚେତନତା କର୍ମଶାଳା

ଫୁଲବାଣୀ : ସ୍ୱାଧିନତାର ୭୫ତମ ବର୍ଷ ଅବସରରେ-ଜାତୀୟସ୍ତରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆପେଡା ସହାୟତା ଓ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ସହଯୋଗରେ ସ୍ଥାନୀୟ ସମନ୍ନୀତ ସଭାଗୃହରେ ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ଶତାଧିକ ଚାଷୀଙ୍କୁ
Read More...

ବିଭିନ୍ନ ଦାବିନେଇ ନାଗରିକ କମିଟିର ଗଣଧାରଣା ଓ ଦାବିପତ୍ର ପ୍ରଦାନ

ବୌଦ୍ଧ,୧୦/୧୧:- ବୌଦ୍ଧ ନାଗରିକ କମିଟି ତରଫରୁ ୩ ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆଯୁକ୍ତ (ଆରଡିସି)ରେ ସାମିଲ କରିବା, ବୌଦ୍ଧଗଡ ଏନଏସି କୁ ମ୍ୟୁନିସିପାଲିଟିରେ ପରିଣତ କରିବା ଏବଂ ୨୦୧୯ ଜାନୁଆରୀରେ
Read More...

ପ୍ରଶାସନ ଶୁଣିଲାନି, ଗ୍ରାମର ଯୁବକମାନେ କେନାଲ ସଫା କଲେ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର କଲିନାଯୁ ଡ୍ୟାମ ରହିଛି ସାରଙ୍ଗଧରପୁର ଓ ଆର୍‌. ପଡିକିଆ ଗ୍ରାମରୁ ମାତ୍ର ଏକ କିମି. ଦୂରରେ କିନ୍ତୁ ଏହି ଅଞ୍ଚଳକୁ ଡ୍ୟାମ ପାଣିର ସତ ସପନ । ଏହି ଅଞ୍ଚଳକୁ ପାଣି ଆସିବା ପାଇଁ କେନାଲ
Read More...

ଦିନ ଦ୍ୱିପ୍ରହରରେ ଯୁବକଙ୍କ ଗଳାକାଟି ଲୁଟିନେଲେ ସୁନା ଚେନ

ପୁରୀ : ବ୍ରହ୍ମଗିରି ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ । ବ୍ରହ୍ମଗିରି ବ୍ଲକ କାଠୁଆରେଡି ଛକଠାରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କଠାରୁ ଦିନ ଦ୍ୱିପ୍ରହରରେ ଚେନ୍‌ ଲୁଟି ତାଙ୍କ ଗଳା କାଟିଦେଇଥିବା ଦେଖିବାକୁ ମିଳିଛି । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଥାନା କାଠୁଆରେଡି
Read More...

୧୨ ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସମ୍ବଲପୁର ଚମ୍ପିୟାନ

ବୌଦ୍ଧ/ଜହ୍ନ ।ପଙ୍କ,୧୦/୧୧: ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ସୋମବାର ଠାରୁ ଚାଲିଥିବା ୧୨ ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଆଜି ଫାଇନାଲ ଖେଳସହ ଉଦଯାପିତ ହୋଇଯାଇଛି । ଫୁଲବାଣୀ ଓ ସମ୍ବଲପୁର ମଧ୍ୟରେ ତିନି ଫର୍ମାଟରେ ଫାଇନାଲ
Read More...