ପୁଣି ଅଶାନ୍ତ ବ୍ରହ୍ମଗିରି ଅଞ୍ଚଳ, ଫୁଟିଲା ୨୦ରୁ ଅଧିକ ବୋମା
ପୁରୀ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ । ଗୋଟିଏ କି ଦୁଇଟି ନୁହେଁ ଫୁଟିଲା ୨୦ରୁ ଅଧିକ ବୋମା । ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ବ୍ରହ୍ମଗିରି ଅଞ୍ଚଳ ।ସୂଚନା ଅନୁଯାୟୀ, ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି ।!-->…
Read More...
Read More...