Yearly Archives

2021

ମମିତା ମେହେରଙ୍କ ହତ୍ୟା ଘଟଣା ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ

ସୁବର୍ଣ୍ଣପୁର,୨୮/୧୦ - ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ସାରା ରାଜ୍ୟରେ ଏବେ ବିଦ୍ରୋହର ସ୍ୱର ଉଠିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଆନ୍ଦୋଳନକୁ ଯୋରଦାର କରିଛି ବିଜେପି । ଜୁନାଗଡ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀପଦରୁ ବହିଷ୍କାର ଓ ଗିରଫ
Read More...

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ

ବୌଦ୍ଧ,୨୮ା୧୦ : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ ଦୁଇ ଦିନିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ପ୍ରଥମ ଦିନ ହରଭଙ୍ଗା ବ୍ଲକର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ହରେକୃଷ୍ଣପୁର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଡ଼ବନ୍ଧ ପରିଦର୍ଶନ କରି
Read More...

ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ବୌଦ୍ଧ,୨୮ା୧୦ : ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଛି । ମିଳିଥିବା ସୂଚନା ମୁତାବକ
Read More...

ବୌଦ୍ଧ ଜିଲ୍ଲା ବିଜେପିର ଏସ୍‌. ପି. ଅଫିସ ଘେରଉ ଓ ବିକ୍ଷୋଭ ଶୋଭାଯାତ୍ରା

ବୌଦ୍ଧ,୨୮/୧୦- କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଆଜି ବୌଦ୍ଧଜିଲ୍ଲା ବିଜେପି ତରଫରୁ ଏସ୍‌. ପି. ଅଫିସ ଘେରାଉ
Read More...

ଗଜପତି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏସ ପି କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ

ଗଜପତି,୨୮/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟରେ ଥିବା ରାଣୀପେଣ୍ଠ । ଏସ ପି କାର୍ଯ୍ୟାଳୟକୁ ଆଜି ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ପ୍ରତିବାଦ ଓ ଘେରାଉ କରାଯାଇଛି । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ
Read More...

‘ଅନ୍ତରଙ୍ଗ’ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ଜି.ଉଦୟଗିରି : ଅନ୍ତରଙ୍ଗ, କନ୍ଧମାଳ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି । ବର୍ତ୍ତମାନ ଡିଜିଟାଲ ଯୁଗରେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳରେ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ କିଏ ତ ଲୋକମାନଙ୍କୁ ଠକୁଛନ୍ତି ଆଉ କିଏ ତ ଲୋକମାନଙ୍କର ଭଲ ପାଇଁ କାମ କରୁଛନ୍ତି । ଏହା ସହିତ ସମାଜରେ
Read More...

ପୁରୀ ଗସ୍ତରେ ଆମ ଆଦମୀ ପାର୍ଟି ର ଓଡିଶା ପ୍ରଭାରୀ

ପୁରୀ : ଆମ ଆଦମୀ ପାର୍ଟି ର ଓଡିଶା ପ୍ରଭାରୀ ସଂଜୟ ସିଂ ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଆନନ୍ଦ ଅନୁଭବ କରିଥିବା କହିଛନ୍ତି । ଏହି ଅବସର ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ଓଡିଶା ଶାସନ ସ୍ଥିତି ଓ ଆପ ର ଓଡିଶା ରେ ଆଗାମୀ ଦିନରେ କଣ
Read More...

ଚିଠିରେ ଉଦ୍ଧବଙ୍କୁ ଏମିତି କିଛି ଲେଖିଲେ ସମୀର ୱାଙ୍ଗଡ଼େଙ୍କ ପତ୍ନୀ

ମୁମ୍ବାଇ : ଡ୍ରଗ୍ସ କେଶକୁ ନେଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଡ଼ାଇରେକ୍ଟର ସମୀର ୱାଙ୍ଗଡ଼େ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଅଛନ୍ତି । ଏହି ଭିତରେ ସମୀର ୱାଙ୍ଗଡ଼େଙ୍କ ପତ୍ନୀ କ୍ରାନ୍ତି ରେଡ଼କର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ଆଉ ଏହି
Read More...

ମମିତାଙ୍କ ପରିବାରକୁ ଭେଟିଲେ କେନ୍ଦ୍ରୀୟ କଂଗ୍ରେସ ନେତା

ବଲାଙ୍ଗୀରି : ଏଆଇସିସି ଜେନେରାଲ ସେକ୍ରେଟାରୀ ରଣଦୀପ ସୁରଜେୱାଲା, ଓଡିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଅନ୍ୟ ତୁଙ୍ଗ କଂଗ୍ରେସ ବିଧାୟକଙ୍କୁ ନେଇ କଂଗ୍ରେସ ପ୍ରତିନିଧି ଦଳ ମୃତ ମମିତା ମେହେରଙ୍କ ଘରେ ପହଞ୍ଚିଥିଲା । ମୃତକ
Read More...

ମମିତା ମେହେରଙ୍କ ପାଇଁ କଳା କୋଟ୍‌ ପିନ୍ଧିବି : ନରସିଂହ

ଭୁବନେଶ୍ୱର: ଆଜି କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହିତ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଁ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ପୁଣି କଳା କୋଟ ପିନ୍ଧିବି ।
Read More...