Yearly Archives

2021

ରଜନୀକାନ୍ତଙ୍କୁ ଭିକାରୀ ଭାବି ମହିଳା ଦେଇଥିଲେ ୧୦ଟଙ୍କା, ତା ପରେ ଯାହା ହେଲେ…

ନୂଆଦିଲ୍ଲୀ : ୬୭ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦା ସାହବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଫିଲ୍ମ ଦୁନିଆରେ ୫ ଦଶକ ପର୍ଯ୍ୟନ୍ତ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ଆଜି ଆମେ ଆପଣଙ୍କୁ ସପରଷ୍ଟାର
Read More...

କରୋନା ମୃତକ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପକ୍ଷରୁ ଏହାର କର୍ମଚାରୀଙ୍କ କଲ୍ୟାଣ ସକାଶେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମୟକୁ ସମୟ ବିଭିନ୍ନ ଯୋଜନା ହାତକୁ ନିଆଯାଇଥାଏ । ଇତି ମଧ୍ୟରେ ସମଗ୍ର ବିଶ୍ୱରେ କରୋନାର କରାଳ ଛାୟା ଘୋଟି ଯାଇଥିବା ବେଳେ ଏଥିରେ ବାଦ୍‍ ପଡ଼ି ନ ଥିଲା ଭାରତ ଏବଂ
Read More...

ମମିତାଙ୍କ ପରିବାରକୁ ଭେଟିଲା ବିଜେପି ଟିମ୍‌, କାନ୍ଦି ପକାଇଲେ ମମିତାଙ୍କ ବାପା

ଭୁବନେଶ୍ୱର: ମହାଲିଙ୍ଗ କଲୋଜର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତ୍ୟୁ ମାମଲାରେ ଥମୁନି ଝଡ । ଏଥିପାଇଁ ଆଜି ମମିତାଙ୍କ ଗାଁ’ ଝର୍ନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ୧୫ ଜଣିଆ ବିଜେପି ଟିମ୍‌ ପହଞ୍ଚିଛନ୍ତି । ମମିତାଙ୍କ ଗାଁ’ରେ ପହଞ୍ଚି ତାଙ୍କ ପରିବାର ସହ ବିଜେପି
Read More...

ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍‌ ଉଦଘାଟିତ

ପୁରୀ- ଦୁଇଦିନିଆ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍‌ ନିଳାଦ୍ରୀ ବେଳାଭୂମିରେ ଉଦଘାଟିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ରାଜ୍ୟ କୁସ୍ତି ସଂଘ କାର୍ଯ୍ୟକାରୀ ସଭାପତି ହରିହର
Read More...

ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୪୩୩ ପଜିଟିଭ୍, ୪ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ
Read More...

ଏ ବର୍ଷ ବି ହେବନି ବାଲିଯାତ୍ରା !

କଟକ: ଗତ ବର୍ଷ ପରି ଏ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ । କୋଭିଡ୍‌ କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।
Read More...

ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଫୁଲବାଣୀ,୨୫/୧୦- କନ୍ଧମାଳ ଜିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଫୁଲବାଣୀ ସଦର ମହକୁମାସ୍ଥିତ କରନେସନ ପଡିଆ ଠାରେ ଜିଲ୍ଲାସ୍ତରୀୟ ଫୁଟବଲ ଲିଗ ଟୁର୍ଣ୍ଣାମେଣ୍ଟ ୨୦୨୧ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୫ ତାରିଖଠାରୁ ଆରମ୍ଭହୋଇ ୨୪ ତାରିଖଦିନ ଉଦଯାପିତ ହୋଇଥିଲା । ଉକ୍ତ
Read More...

ଘୁ.ଉଦୟଗିରି ଥାନାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସହିଦ ପରିବାର ସଦସ୍ୟଙ୍କୁ ସାକ୍ଷାତ କଲେ ପୋଲିସ ପଦାଧିକାରୀ

ଘୁ.ଉଦୟଗିରି,୨୫/୧୦- ରାଜ୍ୟ ସରକାର ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାରା ଜିଲ୍ଲାରେ ପୋଲିସ ସହିଦ ଦିବସ ପାଳନ ହେଉଥିବା ବେଳେ ଆଜି ସ୍ଥାନୀୟ ଥାନାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହେଲା
Read More...

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା

ସୁବର୍ଣ୍ଣପୁର,୨୫/୧୦ - କଳାହାଣ୍ଡି ମହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଦିନକୁ ଦିନ ବଢୁଛି ଜନ ଅସନ୍ତୋଷ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିବାବେଳେ ଏଥିରେ କିଛି ଶାସକ ଦଳର ନେତା ସଂପୃକ୍ତ ଥିବା ଅଭିଯୋଗ କରିଛି ବିଜେପି
Read More...

ପାରିଶ୍ରମିକ ବୃଦ୍ଧି ସହ ବିଭିନ୍ନ ଦାବୀ ନେଇ ପାଚିକା ସଂଘ ରାଲି ଓ ବିକ୍ଷୋଭ

ଫୁଲବାଣୀ :- ବିଭିନ୍ନ ଦାଵୀ ପୂରଣ ନେଇ ନିଖିତ ଉତ୍କଳ ପାଚିକା ସଂଘ ପକ୍ଷରୁ ଆବାହକ ଜନବାଦୀ କୁମାରଙ୍କ ନେତୃତ୍ବରେ ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା l ଏହି ରାଲି ବଜାରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା l ସେଠାରେ
Read More...