Yearly Archives

2021

ଗଜପତିର ଡକ୍ଟର ନରସିଂହ ଚରତିଙ୍କୁ ଗ୍ଲୋବାଲ ଗ୍ଲୋରିୟାସ ସମ୍ମାନରେ ସମ୍ମାନୀତ

ଗଜପତି : ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ ସୀତାପୁର ପଞ୍ଚାୟତ ସଦର ମହକୁମା ନିବାସୀ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗ୍ଲୋବାଲ ଗ୍ଲୋରିୟସ ଆୱାଡ଼ରେ ସମ୍ମାନିତ କରାଯାଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଯେ ଡକ୍ଟର ନରସିଂହ ପ୍ରସାଦ ଚରତି
Read More...

ମନାଇପାଦ ଠାରେ ଆାଦିବାସୀ ସଂଘର ନୂଆଖାଇ ଭେଟଘାଟ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମନାଇପାଦ ହାଇସ୍କୁଲ ପଡିଆଠାରେ ଜିଲ୍ଲା ଆଦୀବାସୀ କଲ୍ୟାଣ ସଂଘ ପକ୍ଷରୁ ନୁଆଖାଇ ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସଂଘର ବ୍ଳକ ସଭାପତି ଅଷ୍ଟରତ୍ନ ବରିହାଙ୍କ ଅଧକ୍ଷତାରେ ଅନୁଷ୍ଠିତ ନୁଆଖାଇ ଭେଟଘାଟ ମହାସଭାରେ ମୁଖ୍ଯ ଅତିଥି ଭାବରେ
Read More...

କୋଣାର୍କ ମନ୍ଦିରକୁ ଲେଜର ଲାଇଟ ମାଧ୍ୟମରେ ତ୍ରିରଙ୍ଗାର ଚିତ୍ର

କୋଣାର୍କ : ଖୁବଶୀଘ୍ର ଭାରତ ନିଜର ନାଗରିକଙ୍କୁ କୋଭିଡ ଟୀକା ଦେବାରେ ଶହେ କୋଟି ଟପିବ। ଇତି ମଧ୍ୟରେ 97 କୋଟି ଲୋକଙ୍କୁ କୋଭିଡ ଟୀକା ପ୍ରଦାନ ସରିଛି। ତେବେ ଶହେ କୋଟି ଲୋକଙ୍କୁ କୋଭିଡ ଟୀକା ପ୍ରଦାନ ପରେ ଏହାକୁ ଏକ ଉତ୍ସବ ରୂପରେ କେନ୍ଦ୍ର ସରକାର ପାଳନ କରିବାକୁ ଯୋଜନା ରଖିଛନ୍ତି। ଯୋଜନା
Read More...

ଡାକ୍ତର ଦଂପତ୍ତିଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ/ବାଉଁଶୁଣୀ,୧୬/୧୦- ବୌଦ୍ଧଜିଲ୍ଲା ବାଉଁଶୁଣୀସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ସ୍ୱମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ମନ୍ଦିର ପରିଚାଳନା କମିଟି ସଭାପତି ହୃଦୟ ରଞ୍ଜନ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ବାଉଁଶୁଣି ମାଟିରେ ଜନ୍ମିତ ଡା.
Read More...

୭୬ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୧୯୪୬ରେ ଜନ୍ମିତ ନବୀନ ଆଜି ୭୬ ବର୍ଷରେ ପାଦ ଦେଲେ । ତେବେ ରାଜ୍ୟରେ ଚାଲିଥିବା କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ନବୀନ କହିଛନ୍ତି,
Read More...

କରୋନା ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୯ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୪୯ ଜଣ ଲୋକାଲ୍‌
Read More...

ଭୁବନେଶ୍ବରରେ ଦାଣ୍ଡିଆ ନାଇଟ୍ ଆୟୋଜନ ପଡିଲା ମହଙ୍ଗା, ସିଲ୍ ହେଲା ହୋଟେଲ୍

ଭୁବନେଶ୍ୱର : ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟ ସିଲ୍ କଲା ବିଏମସି । ନବରାତ୍ରରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅଭିଯୋଗ । ଦାଣ୍ଡିଆ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୋସିଆଲ ମିଡିଆରେ ଆଗୁଆ ଟିକଟ ବୁକିଂ ପାଇଁ ବିଜ୍ଞାପନ ଦେଇଥିଲା । ଅକ୍ଟୋବର ୧୩ ଏବଂ ୧୪ରେ
Read More...

ବ୍ରାଉନସୁଗାର ବିକ୍ରି ଅଭିଯୋଗ; ପୋଲିସ ଓ STFର ମିଳିତ ଚଢ଼ାଉ

ପୁରୀ : ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ 5ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ । ପୁରୀ STF କଲା ଗିରଫ, ବଳିଆପଣ୍ଡା ଥାନାରେ ମାମଲା ରୁଜୁ । 252 ଗ୍ରାମ ବ୍ରାଉନ ସୁଗାର ଜବତ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 25ଲକ୍ଷ ଟଙ୍କା ହେବ । ଏଥିସହ ଗୋଟିଏ ବାଇକ, ଗୋଟିଏ ଇନୋଭା କାର,
Read More...

କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଆଜି ବ୍ୟାପକ ଭଙ୍ଗାରୁଜା କରାଯାଇଛି । କିଛି ଯୁବକ ଯୁବ କଂଗ୍ରେସ ଅଫିସ ତାଲାଭାଙ୍ଗି ଭଙ୍ଗାରୁଜା କରିଛନ୍ତି । ତେବେ ଭଙ୍ଗାରୁଜା କରିବା ପରେ ଉକ୍ତ ଯୁବକମାନେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି । କିଏ ଓ କାହିଁକି ଏହି କାଣ୍ଡ ଘଟାଇଛି, ସେନେଇ
Read More...