Yearly Archives

2021

ବୌଦ୍ଧରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ ତମ ଜୟନ୍ତୀ ପାଳିତ

ବୌଦ୍ଧ,୦୯/୧୦- ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କବି ଓ ଲେଖକ, ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର ସମାଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ ତମ ଜନ୍ମଜୟନ୍ତୀ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ଏବଂ
Read More...

ନବରଙ୍ଗପୁର ମହାବିଦ୍ୟାଳୟ ଯୁବ ରେଡ଼କ୍ରସର ତ୍ରି-ଦିବସିୟ ତାଲିମ୍‌ ଶିବିର ଉଦଯାପିତ

ନବରଙ୍ଗପୁର,୯/୧୦- ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଅନୁକୂଲ୍ୟରେ ନବରଂଗପୁର ମହାବିଦ୍ୟାଳୟ ଯୁବ ରେଡକ୍ରସ ଦ୍ୱାରା ତିନିଦିନିଆ ଶିକ୍ଷା ଓ ତାଲିମ୍‌ ଶିବିର ଉଦଯାପିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ
Read More...

ଚର୍ଚ୍ଚାରେ ପିପିଲିର ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ

ପୁରୀ,୯/୧୦- ଦୁର୍ଘଟଣାର ଶିକାର ହୋଇଥିବା ଜଣେ ମହିଳାଙ୍କୁ ମାନବିକତା ଦେଖାଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ନବନିର୍ବାଚିତ ପିପିଲି ବିଧାୟକ ରୁଦ୍ର ମହାରଥୀ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅସୁସ୍ଥ ମହିଳାଙ୍କୁ ନିଜ ଗାଡ଼ିରେ ଆଣିଲେ ମେଡିକାଲ । ସୂଚନା ଅନୁସାରେ ଏକ ବାଇକରେ ସ୍ୱାମୀ
Read More...

ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ବୌଦ୍ଧ ଗସ୍ତ, ଲୋକଙ୍କୁ ସେବା ଯୋଗାଇବାକୁ ତ୍ୱରିତ ନ୍ୟାୟ ବ୍ୟବସ୍ଥାକୁ…

ବୌଦ୍ଧ,୯ା୧୦ : ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟବିଚାରପତି ଡଃ. ଏସ.ମୁରଲିଧର ଆଜି ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟବିଚାରପତି ଅପରାହ୍ନରେ ବୌଦ୍ଧରେ ପହଞ୍ଚି ପ୍ରଥମେ ଜିଲ୍ଲାକୋର୍ଟ ବୁଲିଦେଖିବା ସହ ଜିଲ୍ଲାକୋର୍ଟର ବିଚାରପତିମାନଙ୍କ ସହ ଆଲୋଚନା କରିଥିଲେ । ପରେ
Read More...

ହୋମିଓପ୍ୟାଥିକ ଚିକିତ୍ସାଳୟରେ ଝୁଲୁଛି ତାଲା

ଗଣିଆ,୯/୧୦- ସରକାର ସ୍ୱାସ୍ଥ୍ୟସେବା ପାଇଁ ଅନେକ ଯୋଜନାମାନ କରୁଛନ୍ତି । ଅନେକ ସ୍ଥାନରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ମାସମାସ ଧରି ଚିକିତ୍ସାଳୟକୁ ଡାକ୍ତର ଆସୁନାହାନ୍ତି । ଫଳରେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି
Read More...

ଜିଲ୍ଲା ଆଦିବାସୀ ସଂଘ ଓ କୋଶଳ ଯୁବ ସମନୟ ସମିତି ତରଫରୁ ଖପ୍ରାଖୋଲ ଥାନା ଘେରାଉ

ପାଟଣାଗଡ଼,୯/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବେନକେରା ଗାଁର ଆଦିବାସୀ ଯୁବକ ରାଜୀବ ରଞ୍ଜବ ବରିହାକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବୀ କରି ଆଜି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବଂ କୋଶଳ ଯୁବ ସମନୟ ସମିତି ତରଫରୁ ଖପ୍ରାଖୋଲ ଥାନା ଘେରାଉ କରାଯାଇଛି ।
Read More...

ମହାତ୍ମାଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ପ୍ରତିମୂୂର୍ତ୍ତି ଉନ୍ମୋଚିତ

ଜଗତସିଂହପୁର,୯/୧୦- ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତର ବାଖରାବାଦ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜାତିରପିତା ମହାତ୍ମାଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିି ଉନ୍ମୋଚିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଦାସଙ୍କ
Read More...

ବାହାରିଲା ତାଲିକା ରାଜନୈତିକ ବାତାବରଣ ଉଷ୍ମ

ଦଶପଲ୍ଲା,୯/୧୦ : - ନୟାଗଡ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସଂରକ୍ଷିତ ତାଲିକା ପ୍ରକାଶ ପାଇଛି । ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅନୁମୋଦନକ୍ରମେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି । ନୟାଗଡ ଜିଲ୍ଲାର ୨୪ଟି ଜିଲ୍ଲା ପରିଷଦ
Read More...

ଅପହୃତ ନାବାଳିକା ଉଦ୍ଧାର,ରସିକିଆ ଟିଉସନ ଶିକ୍ଷକ ଥାନାରେ ଅଟକ

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୯/୧୦- ଅପହୃତ ନାବାଳିକାକୁ ଉଦ୍ଧାରକଲା ଦାରିଙ୍ଗବାଡି ପୋଲିସ । ଗତ ୧୮ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁର ସରିଫ ଡିଗାଲ ନାମକ ଜଣେ ଟିଉସନ ଶିକ୍ଷକ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ
Read More...

ଦେବଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବଣ୍ଟନ : ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଦେବଗଡ,୯/୧୦- ଦେବଗଡ ଜିଲ୍ଲାର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍‌ଚୁଆଲ ମୋଡ଼ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ପ୍ରଦାନ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମଠାରେ
Read More...