Yearly Archives

2021

ହୀରାକୁଦ ଜଳଭଣ୍ଡାର: ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟରେ ପହଞ୍ଚିଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳସ୍ତର ୬୩୦ଫୁଟ ଯାଏଁ ଗତକାଲି ପହଞ୍ଚିଥିବା ସତ୍ତେ୍ୱ ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ ଯୋଗୁଁ ୧ ଗେଟ୍‌ ଖୋଲି ଜଳନିଷ୍କାସନ ସହିତ ଉକ୍ତ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବାପାଇଁ ଚେଷ୍ଟା ଅବ୍ୟାହତ ରହିଛି । ଏଠାରେ ଉଲ୍ଲେଖନୀୟ କି ଏହାହିଁ ହୀରାକୁଦ
Read More...

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନିଜନିଜ ବୁଥକୁ ଗଲେ ପୁଲିଂ ପାର୍ଟି

ପୁରୀ,୨୮/୯- ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପୁଲିଂ ପାର୍ଟି ନିଜ ନିଜ ବୁଥକୁ ଯାଇଛନ୍ତି । ଆଉ ଗୋଟିଏ ଦିନ ପରେ ନିର୍ବାଚନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ ଟି ବୁଥ୍‌ ମଧ୍ୟରୁ ୧୦୨ ଟି ଅତି ସମ୍ବେଦନଶୀଳ ବୁଥ ହୋଇଥିବା ବେଳେ ଏଠାରେ
Read More...

ବୌଦ୍ଧରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ ପାଳିତ

ବୌଦ୍ଧ,୨୮/୯- ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ଆନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ-୨୦୨୧ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞାପିତ ଅଂଚଳର ସମସ୍ତ ଆଶା,
Read More...

୨ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ଶ୍ମଶାନ ଯାତ୍ରୀ ବିଶ୍ରାମଘର

ଜହ୍ନାପଙ୍କ,୨୮/୯- ବୌଦ୍ଧ ବ୍ଳକ ବଢ଼ିଗାଁ ପଞ୍ଚାୟତ ଓଲଣ୍ଡା ସାଲୁଙ୍କି ନଦୀକୂଳରେ ୨୦୧୯ ମସିହାରେ ଶ୍ମଶାନ ଘାଟକୁ ଶବଦ ।ହ ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ବିଶ୍ରାମଗାର ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଘର କେଉଁ ଅନୁଦାନ ଓ କେତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସୂଚନା ଫଳକ
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ନବରଙ୍ଗପୁର,୨୮/୦୯- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ଅନଲାଇନ ମାଧ୍ୟମରେ ଏସିଡ ଆଟାକ ଓ ସାଇବର ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ୍‌ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ
Read More...

ମହାନଦୀରେ ଭାସି ଯାଉଥିବା ବୃଦ୍ଧା ଉଦ୍ଧାର

ବୌଦ୍ଧ,୨୮/୯ - ଆଜି ମହାନଦୀରେ ଭାସି ଯାଉଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ଖବରରୁ ପ୍ରକାଶ ଯେ ଆଜି ଅପରାହ୍ନ ୪ଟା ସମୟରେ ବୌଦ୍ଧ ସହରର ନୂଆସାହି ଘାଟରେ ଜଣେ ବୃଦ୍ଧା ମହାନଦୀରେ ଭାସିଯାଉଥିବାବେଳେ କିିଛି ମାଛ ଧରାଳୀ ଓ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ ।
Read More...

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା

ଚଣ୍ଡିଗଡ : ପଞ୍ଜାବ କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି । ଆଜି କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ସେ ଏହି ପଦରେ ମାତ୍ର ୭୨ ଦିନ ରହିଛନ୍ତି । ଏ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସେ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି । ଆଗାମୀ ଦିନରେ କଂଗ୍ରେସ
Read More...

ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ

ଗଞ୍ଜାମ :ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦଳିତ ନେତା ତଥା ପୂର୍ବତନ ସାଂସଦ ଏବଂ ମନ୍ତ୍ରୀ ସ୍ୱର୍ଗତ ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସବରେଜିଷ୍ଟାର କାର୍ଯ୍ୟାଳୟ ଛକ ଠାରେ ଥିବା ସ୍ୱର୍ଗତ ମୋହନ ନାୟକଙ୍କ ପ୍ରତିମୂର୍ତ୍ତିରେ
Read More...

ସ୍ୱାସ୍ଥ୍ୟ ସଚେତନତା ପାଇଁ ପଥପ୍ରାନ୍ତ ନାଟକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ସଦର ବ୍ଲକ ସ୍ଥିତ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବସଲାଟ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅନ୍ତର୍ଗତ ଡୁମ୍ୱେରଖୋଲ ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା ଉପରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ମାଗୁଣୀ ମହାକୁଡ ଏବଂ ସାଥୀ ମାନସିକ
Read More...

ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ

ପୁରୀ : ମୁକ୍ତ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୟମୁକ୍ତ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି । ପିପିଲି ଆସନ ପାଇଁ ୩୪୮ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ଭୋଟ ଦେବେ ୨ ଲକ୍ଷ ୨୯
Read More...