ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ଜେଲ୍
ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର ଅଦାଲତର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସୁଜିତ ଦେହୁରୀ,ପିତା- ଲଛିନ୍ଦ୍ର ଦେହୁରୀକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଖଜୁରୀପଡ଼ା ଥାନା କେଶ୍ ନମ୍ବର ୦୮ /୨୦୧୬ ଅନୁଯାୟୀ ଜଣେ ମହିଳା!-->…
Read More...
Read More...