Yearly Archives

2021

କନ୍ଧମାଳରେ ଭାରତ ବନ୍ଦ୍‌ର ପ୍ରଭାବ

ଫୁଲବାଣୀ,୨୭/୯- କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆର୍ଥିକ ନୀତି ଓ କୃଷକ ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରାରେ କନ୍ଧମାଳ ଜିଲ୍ଲା ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ଓ ଜିଲ୍ଲା ଯୁବ କଂଗ୍ରେସ ଏବଂ
Read More...

କ.ନୂଆଗାଁଠାରେ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା,୨୭/୯: କନ୍ଧମାଳ ଜିଲ୍ଲା କ.ନୂଆଗାଁଠାରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରୁ ଓଟିଭିର ଦିବଙ୍ଗତ ଯୁବ ସାମ୍ବାଦିକ ଦିବଙ୍ଗତ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌
Read More...

ଶେଷ ଦିନରେ ବିଜେଡିର ଜୋରଦାର ପ୍ରଚାର

ପୁରୀ,୨୭/୯- ପିପିଲିରେ ପ୍ରଚାର ଶେଷ ଦିନରେ ବିଜେଡି ଜୋରଦାର ପ୍ରଚାର କରିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ସମଗ୍ର ପିପିଲି ଏନ ଏ ସି ରେ ପ୍ରଚାର କରିଥିବା ବେଳେ ବିଜେଡିର ବରିଷ୍ଠ ନେତାମାନେ ପିପିଲି ଡେଲାଙ୍ଗର ବିଭିନ୍ନ ପଞ୍ଚାୟତରେ ସଭା ସମିତି ଅୟୋଜନ ସମେତ ଡୋର ଟୁ ଡୋର
Read More...

ଦୃଷ୍ଟି ଆଢୁଆଳରେ ଦଶପଲ୍ଲାର ପର୍ଯ୍ୟଟନ ସ୍ଥଳ

ଦଶପଲ୍ଲା,୨୭/୯ : - ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ତେବେ ଆମ ରାଜ୍ୟରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି ଯାହାକି ଦୃଷ୍ଟି ଆଢୁଆଳରେ ରହିଯାଇଛି । ସେହିପରି ବଣ ପାହାଡ ଘେରା ଦଶପଲ୍ଲାରେ ବହୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଥିବାବେଳେ ଅନେକ ସ୍ଥାନ ଦୃଷ୍ଟି ଆଢୁଆଳରେ ରହିଯାଉଥିବା ଜଣାପଡିଛି ।
Read More...

ଘୁ.ଉଦୟଗିରିରେ ଭାରତ ବନ୍ଦ ସଫଳ

ଘୁ.ଉଦୟଗିରି,୨୭/୯- କେନ୍ଦ୍ର ସରକାରଙ୍କ ଜନବିରୋଧି, ଶ୍ରମିକ ବିରୋଧୀ ଓ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରିରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ ସମେତ ୧୯
Read More...

ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ଜହ୍ନ ।ପଙ୍କ,୨୭/୦୯- ବୌଦ୍ଧବ୍ଲକ ଜହ୍ନ ।ପଙ୍କ ବସଷ୍ଟାଣ୍ଡଠାରେ ସଚେତନ ଯୁବ ସମାଜ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଓ ସହିଦ ସୀତାରାମ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସ୍ୱେଚ୍ଛାସେବୀ ସ୍ୱାଧୀନ କୁମାର
Read More...

ପ୍ରଚାରର ଶେଷଦିନରେ ଆଶ୍ରିତଙ୍କ ପାଇଁ ପ୍ରଚାରକଲେ ସାଂସଦ ଅପରାଜିତା

ପୁରୀ,୨୭/୯- ପିପିଲି ଉପନିର୍ବାଚନ ନେଇ ଆଜି ପ୍ରଚାର ଶେଷ ହୋଇଛି । ବିଜେପି ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଚାର କରିଛନ୍ତି । ପିପିଲି , ଡେଲାଙ୍ଗରେ ସେ କ୍ୟାଂପେନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ କାର୍ଯ୍ୟକୁ ନେଇ ସାରା ଦେଶରେ ମୋଦିଙ୍କୁ ଲୋକମାନେ
Read More...

ବ୍ରହ୍ମପୁର ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଗଞ୍ଜାମ ,୨୭/୯- ଆଜି ବିଶ୍ୱପର୍ଯ୍ୟଟନ ଦିବସ ଦି ମୟୂରୀ ସମିଳନୀ କକ୍ଷ ବ୍ରହ୍ମପୁର ଠାରେ ପାଳନ ହୋଇଯାଇଛି । ସରକାରଙ୍କ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଇ ଏଥିରେ ଦୈ÷ନିକ ଖବର କାଗଜ ଦୈନିକଆଶା , ପର୍ଯ୍ୟଟନ ଭାରତ ,ଓ.ଆଇ.ସି, ଏବଂ ଗଂଜାମ ଜିଲ୍ଲା ହୋଟେଲ ସଂଘ ମିଳିତ ଆନୁକୂଲ୍ୟରେ "ସାମାଜିକ
Read More...

ପିପିଲି ବିଧାନସଭା ଉପ ନିର୍ବାଚନ ପ୍ରସ୍ତୁତି

ପୁରୀ,୨୭/୯- ପିପିଲି ବିଧାନସଭା ଉପ-ନିର୍ବାଚନର ମତଦାନ ନିମନ୍ତେ ପୋଲିଂ ପାର୍ଟି ବୁଥ ଅଭିମୁଖେ ଆସନ୍ତାକାଲି ଯାତ୍ରା କରିବେ । ମୋଟ ତିନୋଟି ପର୍ଯ୍ୟାୟରେ ସକାଳ ୬ ଘଟିକାରୁ ୧୦ ଘଟିକା, ୧୦ ରୁ ଅପରାହ୍ନ ୧ ଘଟିକା ଏବଂ ଅପରାହ୍ନ ୧ ରୁ ୪ ଘଟିକା ମଧ୍ୟରେ ପୋଲିଂ ପାର୍ଟିଙ୍କୁ ପଠାଯିବ । ୧୦ଟି
Read More...

ଆଠମଲ୍ଲିକରେ ବନ୍ଦ୍‌ ପାଳନ ସଫଳ

ଆଠମଲ୍ଲିକ,୨୭/୯- କେନ୍ଦ୍ର ସରକାରଙ୍କ ତିନୋଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ସହିତ ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ କୃଷକ ମୋର୍ଚ୍ଚା ଦେଇଥିବା ବନ୍ଦ୍‌ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ କରି ଉକ୍ତ ବନ୍ଦ ଡ଼ାକରାରେ ସାମିଲ ହୋଇଛି ।
Read More...