ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ କଣ୍ଟାବାଞ୍ଜି ପ୍ରେସ କ୍ଲବର ଦାବି
କଣ୍ଟାବାଞ୍ଜି,୨୨/୧୨-ମାଲକାନାଗିରି ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଖବର ପରିବେଷଣ କରି ସରକାରଙ୍କ ବ୍ୟବସ୍ଥାକୁ ଅବହେଳା କରୁଥିବା ଡାକ୍ତର ମାନଙ୍କ ପ୍ରକୃତ ଚେହେରାର ପର୍ଦ୍ଦାଫାଶ, କେତେ ଅସାଧୁ ଡାକ୍ତରମାନଙ୍କ ପାଇଁ ଉଭୟ ଡାକ୍ତର ସମାଜ ଓ ସରକାରୀ ସ୍ୱାସ୍ଥ୍ୟ ସେବାରେ କଳଙ୍କିତ!-->…
Read More...
Read More...