ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଦାରିଙ୍ଗବାଡି ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ଦାରିଙ୍ଗବାଡ଼ି : ହାତୀକୁ ଉଦ୍ଧାର ସମୟରେ ଏକ ଅଭାବନୀୟ ପରିସ୍ଥିତର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଦାରିଙ୍ଗବାଡି ବ୍ଳକ ସାମ୍ବାଦିକ ସଂଘ (ପ୍ରେସ କ୍ଲବ) ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ!-->…
Read More...
Read More...