Yearly Archives

2021

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଆର୍ଥିକ ସହାୟତାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାସନକାର୍ଡ ହିତାଧିକାରୀଙ୍କୁ ଆର୍ଥିକ ସହାୟତାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ରାସନ କାର୍ଡଧାରୀ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ସହାୟତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧ ହଜାର ଟଙ୍କା ଲେଖାଏଁ ସହାୟତା
Read More...

ଟେଷ୍ଟ ସିରିଜ ପୂର୍ବରୁ ଡରିଲେଣି ଦ.ଆଫ୍ରିକା ଅଧିନାୟକ, କହିଲେ ଏହି ବୋଲର ଆମ ପାଇଁ ବିପଦ

ସେଞ୍ଚୁରିଅନ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଆଉ ଏକ ସପ୍ତାହରୁ କମ୍‌ ସମୟ ରହିଛି । ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍‌ ଡିସେମ୍ବର ୨୬ ରୁ ସେଞ୍ଚୁରିଅନରେ ହେବାକୁ ଥିବା ପ୍ରଥମ ଟେଷ୍ଟ ସହିତ ଆରମ୍ଭ ହେବ । ସିରିଜ୍‌ ଆରମ୍ଭ
Read More...

ଶୀତରେ ଥରୁଛି ସାରା ଓଡିଶା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। କନ୍ଧମାଳ ଓ ଫୁଲବାଣୀରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ୧୭ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ
Read More...

ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ, ପ୍ରାୟ ୩୪୨ ଏକର ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉରେ ପ୍ରାୟ ୩୪୨ ଏକର ପରିମିତ ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ ନଷ୍ଟ କରିଦିଆଯାଇଛି । ତେବେ ରବିବାର ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ବନ୍ଧଗଡ
Read More...

ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଏମ୍‌ଏମ୍‌ୟୁଟେକ କମ୍ପ୍ୟୁଟର ଏଜୁକେସନ ସେଣ୍ଟରଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ଗଜପତି ପକ୍ଷରୁ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଭାବେ ଏଲଡିଏମ୍‌ କିଶୋର ଚନ୍ଦ୍ର ନାୟକ,
Read More...

କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କଲେ ଚାଞ୍ଚେଡ଼ି ପଞ୍ଚାୟତର ୫୦ ଜଣ ଚାଷୀ

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରକୁ କ ନୂଆଗାଁ ବ୍ଳକର ଚାଂଚେଡି ପଞ୍ଚାୟତର ପ୍ରାୟ ୫୦ ଜଣ ଚାଷୀ ସହକାରୀ ବୈଷୟିକ ପରିଚାଳ କ. ନୂଆଗାଁ ଶୁଭେନ୍ଦୁ କୁମାର ମହାପାତ୍ରଙ୍କ ସହାୟତାରେ ପରିଦର୍ଶନରେ ଆସିଥିବା ଦେଖିବାକୁ ମିଳିଛି । ଚାଷୀମାନେ କିପରି ଉନ୍ନତମାନର
Read More...

ଘରେ ଲାଗିଗଲା ନିଆଁ , ବାପପୁଅ ଗୁରୁତର

କାମାକ୍ଷାନଗର: ଆଖି ପିଛୁଳାକେ ଘରେ ଲାଗିଗଲା ନିଆଁ । ଏହି ନିଆଁରେ ଜଳିଗଲେ ଉଭୟ ବାପପୁଅ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଖଇରପଶି ଗାଁରେ ଘଟିଛି। ଗୁରୁତର ବାପପୁଅ
Read More...

ଭୁବନେଶ୍ଵରକୁ ଫେରିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ଵର : କରୋନାର ନୂଆ ସ୍ଵରୂପ ଓମିକ୍ରନର ଭୟ ମଧ୍ୟରେ ପୁଣି ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ। ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ଏକାଧିକ ଏକରୋନା ଆକ୍ରାନ୍ତ ଚିହ୍ନଟ ପରେ ଜୟଦୁର୍ଗାନଗରର ପ୍ଲଟ ନଂ ୧୩୦୩/୧୩୦୪କୁ
Read More...

ମହନ୍ତ ତ୍ୟାଗୀ ଗିରିବର ଦାସଙ୍କ ଶେଷକୃତ୍ୟ ସଂପନ୍ନ

ବୌଦ୍ଧ,୨୧/୧୨- ବୌଦ୍ଧ ସଦର ବ୍ଲକ ତାଳସରଡ଼ା ପଂଚାୟତ ଡମ୍ବରୁଗଡ଼ ମଠର ମହନ୍ତ ତ୍ୟାଗୀ ଗିରିବର ଦାସ ଆଜି ଭୋର ସମୟରେ ମୋକ୍ଷ ପ୍ରାପ୍ତି ହୋଇଥିଲେ । ମହାନଦୀ ଘାଟରେ ସାଧୁ ସମାଜ ରୀତିନୀତି ପ୍ରକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଏଥିରେ ଶତାଧିକ ସାଧୁସନ୍ଥ, ଭକ୍ତ ଶିଷ୍ୟମାନଙ୍କ ସମାଗମ
Read More...

ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ‘ଶୀତ ସୃଜନୀରେ ଗଳ୍ପ କଥନ’ କାର୍ଯ୍ୟକ୍ରମ

କଣ୍ଟାମାଳ,୨୧/୧୨:- ଶିଶୁମନରେ ସୃଜନାତ୍ମକ ମନୋଭାବ ସୃଷ୍ଟିକରିବା ପାଇଁ ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶୀତ ସୃଜନୀରେ ଶିଶୁଙ୍କ ଗଳ୍ପ ଉପରେ ଆଲୋଚନାଚକ୍ର ଓ ଗଳ୍ପକଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବରିଷ୍ଠ ସାହିତ୍ୟିକ ହରିହର ପ୍ରଧାନ ଯୋଗଦେଇ
Read More...