Yearly Archives

2021

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସବୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ…

ଭୁବନେଶ୍ୱର : ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଉଛି । ଯେଉଁ ସ୍ଥାନରେ ପାଣି ପଶିଛି କିମ୍ବା ଯେଉଁଠି ପାଣି ଘେରରେ ଲୋକେ ଅଛନ୍ତି । ସେଠି ସର୍ଭିଲାନ୍ସ
Read More...

ଅଜଣା ବ୍ୟକ୍ତିଙ୍କ ଶବସତ୍କାର କଲା ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ବଳ’

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲର ମେଡିସିନ ୱାର୍ଡରେ ମୃତ୍ୟୁବରଣ କରିଥିବା ଜଣେ ଅଜଣା ବ୍ୟକ୍ତିଙ୍କ ଶବସତ୍କାର ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ବଳ' ପକ୍ଷରୁ ରାଜଘାଟ ଶ୍ମଶାନରେ କରାଯାଇଛି । ଗୁରୁତର ଅସୁସ୍ଥ ଅବସ୍ଥାରେ ତାହାର ଚିକିତ୍ସା ପାଇଁ କେହି ଜଣେ ଦୟା ପୂର୍ବକ ଆଣି
Read More...

ଲଘୁଚାପଜନିତ ଲଗାଣ ବର୍ଷାରେ ବୌଦ୍ଧର ହାଲ୍‌ ବେହାଲ୍‌

ବୌଦ୍ଧ,୧୪ /୯- ତିନିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକେ ଘରୁ ପଦାକୁ ବାହାରି ପାରୁନଥିବାବେଳେ ଯାତାୟାତ ଠପ୍‌ ହୋଇପଡିଛି । ଅବିଶ୍ରାନ୍ତ ବର୍ଷା ଲାଗିରହିବା ଫଳରେ ବୌଦ୍ଧ ସହରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ସହରର ଡ୍ରେନ ଏବଂ
Read More...

ସୁନ୍ଦରଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନରେ ସୁନ୍ଦରଗଡ ହେଉଛି ଦ୍ବିତୀୟ ଜିଲ୍ଲା ।   ସୂଚନାଯୋଗ୍ୟ ଯେ
Read More...

ମାୟାବତୀ ନଦୀରେ ବନ୍ୟା : ବାସଗୃହ ଓ ଅଫିସରେ ପଶିଲା ପାଣି

ପାଟଣାଗଡ : ପାଟଣାଗଡ ସହର ନିକଟବର୍ତ୍ତୀ ମାୟାବତୀ ନଦୀରେ ବନ୍ୟା ଭଳିଆ ସ୍ଥିତି ସୃଷ୍ଟି ହୋଇଛି । ପାଟଣାଗଡରୁ ବରଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ମାୟାବତୀ ନଦୀ ରହିଛି । ଏହି ନଦୀରେ ଏକ ବ୍ରିଜ ନିର୍ମାଣ ହୋଇଛି । ନଦୀଜଳକୁ ସଂରକ୍ଷଣ କରିବା ପାଇଁ ବ୍ରିଜ ନିକଟରେ ଗେଟ କରାଯାଇଛି ।
Read More...

ନୂତନ ବୁଢିମା ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ

ସୁବର୍ଣ୍ଣପୁର : ସହରର ଢେରାପଡା ଠାରେ ନୂତନ ବୁଢିମା ମନ୍ଦିର ନିର୍ମାଣ ପାଇଁ ଆଜି ଭୁମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ସକାଳୁ ପଣ୍ଡିତ କୈଳାସ ଚନ୍ଦ୍ର ରଥଙ୍କ ଦ୍ୱାରା ପୂଜନୋତ୍ସବ କାର୍ଯ୍ୟରେ କର୍ତ୍ତାଭାବରେ ବି.ଶିବରାଓ କାର୍ଯ୍ୟ ତୁଳାଇଥିଲେ । ଏହି ମନ୍ଦିରଟି
Read More...

ନରସିଂହ ମିଶ୍ରଙ୍କ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ, ମରୁଡି ଘୋଷଣା ଓ ସାର ଯୋଗାଣ ପାଇଁ ଦାବି

ସୁବର୍ଣ୍ଣପୁର: ଆଜି ଓଡିଶା ବିଧାନ ସଭାର କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତରେ ଆସି ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଓ ପୁରାପ୍ରସ୍ତୁତ ରହିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ଏବଂ ଜ଼ିଲ୍ଲାର ସୋନପୁର,
Read More...

ପ୍ରଥମ ଥର ଗଜପତି ଜିଲ୍ଲାରେ ଏନ୍‌ଇଟି ପରୀକ୍ଷା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଟି) ରବିବାର ୧୨.୯.୨୧ ଦିନ ପରିଚାଳିତ ହୋଇଛି । ପାରଳାଖେମୁଣ୍ଡିରେ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ଏବଂ କେଭିରେ ପରୀକ୍ଷା କେନ୍ଦ୍ର ହୋଇ ଥିଲା । ସର୍ବମୋଟ ୨୭୨ ଜଣ ଆଶାୟୀ ପ୍ରାର୍ଥୀ
Read More...

ବଦଳିବେ କି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ? ଜୟରାମଙ୍କୁ ଦିଲ୍ଲୀରୁ ଡାକରା ପରେ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରକ୍ରିୟାରେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାଳି ପଡ଼ିପାରେ । ଖୁବଶୀଘ୍ର ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଜୟରାମଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏହି
Read More...

ବର୍ଷାକୁ ନେଇ ଏସ୍‌ଆରସିଙ୍କ ସୂଚନା, ବୌଦ୍ଧରେ ସର୍ବାଧିକ, ନବରଙ୍ଗପୁରରେ ସର୍ବନିମ୍ନ

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଏସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ସେ କହିଛନ୍ତିଯେ, ସେପ୍ଟେମ୍ବରରେ ଏଯାବତ ରାଜ୍ୟରେ ୨୭୫ ମିମି ବର୍ଷା ହୋଇଛି । ପ୍ରଥମ ୧୪ ଦିନ ଭିତରେ ସାଧାରଣତଃ ସେପ୍ଟେମ୍ବରରେ ୧୧୦
Read More...