Yearly Archives

2021

ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଘୋଷଣା

ଢାକା : ଟି -୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି । ୧୮ ଅକ୍ଟୋବରରେ ଗ୍ରୁପ୍‌ ବିରେ ସ୍କଟଲ୍ୟାଣ୍ଡ ବିପକ୍ଷ ପ୍ରଥମ ରାଉଣ୍ଡରେ ବାଂଲାଦେଶ ଦଳ ଟି -୨୦ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳିବ । ଦଳର ନେତୃତ୍ୱ ଦାୟିତ୍ୱ ମହମୁଦୁଲ୍ଲାଙ୍କୁ ଦିଆଯାଇଛି । ମନୋନୀତ ହୋଇଥିବା ବାଂଲାଦେଶ ଦଳରେ
Read More...

ନକଲି ପେଟ୍ରୋଲ, ଡିଜେଲ କାରଖାନା ଠାବ, ଅଭିଯୁକ୍ତ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢାକେନ୍ଦୁଆ ବଜାରରେ ନକଲି ପେଟ୍ରୋଲ, ଡିଜେଲ, କାରଖାନା ଠାବ କରିଛି ବୈରୀ ପୋଲିସ । ଉକ୍ତ ନକଲି କରବାରର ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈରି ପୋଲିସ । ସୂଚନାନୁଯାୟୀ ବୁଡ଼ାକେନ୍ଦୁଆ ବଜାରରେ ଜୁମର ଖଟୁଆ ନାମକ
Read More...

ନାବାଳିକାକୁ ଅପହରଣ କରି ୫ ଜାଗାରେ ୪୮ ଘଣ୍ଟା ପର୍ଯ୍ୟନ୍ତ କଲେ ଗଣଦୁଷ୍କର୍ମ, ୧୪ ଗିରଫ

ପୁଣେ : ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ପୁଣେ ସହରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଜଣେ ୧୪ ବର୍ଷିୟ ନାବାଳିକାକୁ ଅପହରଣ କରି ଅଭିଯୁକ୍ତମାନେ ୫ ଜାଗରେ ୪୮ ଘଣ୍ଟା ଧରି ଗଣଦୁଷ୍କର୍ମ କରିଛନ୍ତି । ଝିଅଟିକୁ ପୁଣେ ପୁଲିସ ଉଦ୍ଧାର କରିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଣେ ପୋଲିସ ୧୪
Read More...

ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମସ୍ତଙ୍କୁ କଲବଲ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ଠୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏବେ ପୁଣି ମନ୍ତ୍ରୀ ଓ
Read More...

ମାଙ୍କଡ ଆକ୍ରମଣରେ ଭାଜପା ନେତାଙ୍କ ପତ୍ନୀ ମୃତ

କଇରାନା (ଶାମଲି): ଉତ୍ତର ପ୍ରଦେଶର ଶାମଲି ଜିଲାରେ ମାଙ୍କଡଙ୍କ ଆତଙ୍କରାଜରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି। ପୂର୍ବରୁ ମାଙ୍କଡଙ୍କ ଆକ୍ରମଣରେ ଅନେକ ଗୁରୁତର ଭାବେ ଆହତ ହେବା ସହିତ କେତେକଙ୍କର ଜୀବନ ଯାଇଥିବାବେଳେ ସଦ୍ୟ ଏମିତି ଏକ ଦୁଃଖଦ ଘଟଣା ଘଟିଛି। ଘର ଛାତ ଉପରେ ଥିବା ଜଣେ
Read More...

ଟି-୨୦ ବିଶ୍ୱକପ ଦଳରେ କାହିଁକି ସ୍ଥାନ ପାଇଲେନି ଶିଖର ଓ ଚହଲ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଗତକାଲି ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ଏହି ଦଳରେ ଅଭିଜ୍ଞ ଓପନର ଶିଖର ଧାୱନ ଓ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିନାହିଁ । ଏହା ସମସ୍ତଙ୍କୁ ଚକିତ କରିଛି । ଦଳକୁ ୪ ବର୍ଷ ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଲେଉଟାଣି ହୋଇଛି । ଅଶ୍ୱିନଙ୍କ ସମେତ
Read More...

ମେଦବହୁଳତା ପାଇଁ ଚିନ୍ତିତ କି ? ଏହି ଉପାୟରେ କରନ୍ତୁ ଓଜନ ହ୍ରାସ

ଜୀବନଶୈଳୀରେ ଆଜିକା ସମୟର ପରିବର୍ତ୍ତନ ହେତୁ ଓଜନ ବୃଦ୍ଧି ହେବାରେ ଲାଗିଛି । ଲୋକମାନେ ଓଜନ ହ୍ରାସ କରିବାକୁ ଅନେକ ପଦକ୍ଷେପ ନିଅନ୍ତି । ଆଜି ଆପଣଙ୍କୁ ଏପରି ପାନୀୟ ବିଷୟରେ କହିବୁ, ଯାହା ପ୍ରତିଦିନ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ମେଦବହୁଳତା ବୃଦ୍ଧି ସ୍ୱାସ୍ଥ୍ୟ ପାଇଁ
Read More...

ତାଲିବାନ ପାଇଁ ଟ୍ରେଜେରୀ ଖୋଲିଦେଲା ଚୀନ, ଏତିକି ଆମେରିକୀୟ ଡଲାର ଦେବ

ବେଜିଂ: ଆଫଗାନିସ୍ତାନରେ ୧୭ ଜଣ ଆତଙ୍କବାଦୀଙ୍କୁ ନେଇ ତାଲିବାନୀ ସରକାର ଗଠନ ହେବାର ୨୪ ଘଣ୍ଟା ମଧ୍ୟରେ ଚୀନ୍‌ ଏହାକୁ ସାହାଯ୍ୟ କରିବା ପାଇଁ ଟ୍ରେଜେରୀ ଖୋଲି ଦେଇଛି । ଗତକାଲି ଆଫଗାନିସ୍ତାନର ନୂତନ ସରକାର ପାଇଁ ଚୀନ୍‌ ୩୧ ମିଲିୟନ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି । ଚୀନ୍‌ ଯୁକ୍ତି
Read More...

ଗାଁ ଗାଁରେ ଦେଶୀ ମଦର ବନ୍ୟା, ନୀରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ

ସୁବର୍ଣ୍ଣପୁର: ସୋନପୁର ଜିଲ୍ଲାର ହାଟ ବଜାର, ଖେଳ ପଡିଆ ଯେଉଁଠି ଦେଖିବେ ବିଛେଇ ହୋଇ ପଡିଥିବ ମଦ ପାଉଚ୍‌ ପଲିଥିନ୍‌ । ଗ୍ରାମାଞ୍ଚଳର ଛକ ଛକରେ ଦେଶୀ ମଦର ବନ୍ୟା । ସନ୍ଧ୍ୟା ହୋଇଗଲେ ବିଭିନ୍ନ ସ୍ଥାନରେ ଜମୁଛି ଦେଶୀ ମଦର ଆସର । ବିଭିନ୍ନ ପଶୁପକ୍ଷୀଙ୍କ ଫଟୋ ଥିବା ନକଲି ପଲିଥିନ୍‌ ପାଉଚ୍‌
Read More...

ସଡ଼କ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

ଦଶପଲ୍ଲା: ଦଶପଲ୍ଲା ବ୍ଲକ୍‌ ଟାକରା ପଞ୍ଚ଼ାୟତ ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥର ଖଡାପିଟା ଘାଟିରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧ ଘଟିକା ସମୟରେ ଭୁବନେଶ୍ୱରରୁ
Read More...