Yearly Archives

2021

ସାରର କଳା ବଜାରୀ ଉପରେ ଖବର ପ୍ରସାରଣ ପରେ କୃଷି ବିଭାଗର ନିଦ ଭାଙ୍ଗିଲା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ସାରର କଳାବଜାରୀ ସାଙ୍ଗକୁ ସାରର କୃତ୍ରିମ ଅଭାବ ଖବର ପ୍ରସାରଣ ପରେ ଜିଲ୍ଲା କୃଷି ବିଭାଗର ନିଦ ଭାଙ୍ଗିଛି । ଜିଲ୍ଲାର ସଦର ମହକୁମା ସହ ଗୋଶାଣି ବ୍ଳକରେ ଥିବା ସାର ବ୍ୟବସାୟ କରୁଥିବା ଦୋକାନ ଗୁଡିକର ଯାଞ୍ଚ କରାଯାଇ ଥିବାର ଜଣାପଡ଼ିଛି । ଏହି ଯାଞ୍ଚ
Read More...

ରାଜ୍ୟରୁ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ,୭୬୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ୦୮।୦୯ : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୭୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ
Read More...

ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବିଭିନ୍ନ ସମସ୍ୟା ସଂପର୍କରେ ଜଣାଇଲେ ଖରସଣ୍ଡା ଗ୍ରାମବାସୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଖରସଣ୍ଡା ଗ୍ରାମରେ ପାନୀୟ ଜଳର ସମସ୍ୟା ଓ ପୋଖରୀର ପୁନରୁଦ୍ଧାର ସକାଶେ ଖରସଣ୍ଡା ଗ୍ରାମବାସୀ ଓ ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି । ଖରସଣ୍ଡା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରସାଶକ
Read More...

ନିଖୋଜ ମହିଳାଙ୍କ ପରିବାର ଦେଲେ ଏତଲା

ଗଞ୍ଜାମ : ଦିଗପହଣ୍ଡି ଥାନା ଅନ୍ତର୍ଗତ ପୁରୁଣା ମୌଳାଭଞ୍ଜା ନଦୀ ପଠାରୁ ମହିଳା ନିଖୋଜ । ଭୋର୍‌ ୫ଟା ସମୟ ରେ କିଶୋର ଗୌଡଙ୍କ ଝିଅ ରିତା ଗୌଡ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ରିତା ଦିବ୍ୟାଙ୍ଗ ଅଟନ୍ତି ହେଲେ ସେ ଫେରିନଥିଲେ । ପରିବାର ବର୍ଗ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଅଗ୍ନିଶମ
Read More...

ଅକ୍ଷୟ କୁମାରଙ୍କ ମାତୃ ବିୟୋଗ

ମୁମ୍ବାଇ : ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆ ୭୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ କିଛି ଦିନ ପୂର୍ବରୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅକ୍ଷୟ ନିଜେ ଟୁଇଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ସେ
Read More...

ବାତ୍ୟାନିରୋଧକ ବାସଗୃହ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ,୭/୯- ଦୀର୍ଘ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ପୁରୀଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ଥିବା ଫାଇଲିନ କ୍ଷତିଗ୍ରସ୍ତଙ୍କୁ ଏ ଯାଏ ସହାୟତା ରାଶି ମିଳିନାହିଁ । ତାହାର ପ୍ରତିବାଦରେ କୃଷ୍ଣପ୍ରସାଦ ବ୍ଲକର ଫାଇଲିନ କ୍ଷତିଗ୍ରସ୍ତ ମାନେ ପୁରୀଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ
Read More...

ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା

ପୁରୀ,୭/୯- ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଆଜି ଠାକୁରଙ୍କ ଅବକାଶ ନିତି ସରିବା ପରେ ଠାକୁରଙ୍କୁ ବେଶ
Read More...

ଏ ଏସ ଆଇ ମହେଶ୍ୱର ବେହେରା ପାଇଲେ ଡିଜିପି ପୁରସ୍କାର

ଗଞ୍ଜାମ,୭/୯ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଏ ଏସ ଆଇ ମହେଶ୍ୱର ବେହେରା ଙ୍କୁ ଡିଜିପି ପୁରସ୍କାର ସହ ସମ୍ବର୍ଦ୍ଧିିତ କଲେ ଗଞ୍ଜାମ ଏସ. ପି. ବ୍ରିଜେଶ କୁମାର ରାୟ । ଉଲ୍ଲେଖନୀୟ ସେବାପାଇଁ ୨୦୨୦ବର୍ଷରେ ଏହି ଡିଜିପି ଆୱାର୍ଡ ମିଳିଛି ଏ ଏସ ଆଇ ବେହେରାଙ୍କୁ ଭବିଷ୍ୟତରେ ଜନସାଧାରଣଙ୍କ ପ୍ରତି
Read More...

ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ କନ୍ଧମାଳ ଜିଲ୍ଲା ପ୍ରବାସ କାର୍ଯ୍ୟକ୍ରମ ଓ ଜିଲ୍ଲା…

କ. ନୂଆଗାଁ,୭/୯- ଆଜି ଭାରତୀୟ ଜନତା ଦଳ ତରଫରୁ ଏକ ଜିଲ୍ଲା କାର୍ଯ୍ୟକର୍ତା ବୈଠକ ସାରଙ୍ଗଡସ୍ଥିତ ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ସଭାଗୃରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର, ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ
Read More...

ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ

ବୌଦ୍ଧ,୭/୯-ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି । ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ସଂସ୍କୃତି ସଂପନ୍ନ ବୌଦ୍ଧଜିଲ୍ଲା ନାମିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧଙ୍କ
Read More...