Yearly Archives

2021

ହାତ ଗୋଡ଼ ବାନ୍ଧି ନାବାଳିକାକୁ ଦୁଷ୍କର୍ମ

ନବରଙ୍ଗପୁର : ଜଣେ ନାବାଳିକା ଝିଅଙ୍କୁ ହାତ ଗୋଡ଼ ବାନ୍ଧି ଜଣେ ବିବାହିତ ଯୁବକ ଦୁଷ୍କର୍ମ କରିଥୁବା ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ହୋଇଛି। ଦୁଷ୍କର୍ମକାରି ଯୁବକ ନାବାଳିକାଙ୍କ ମାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିଥୁବା ଦେଖିବାକୁ ମିଳିଛି। ମା’ ଏବଂ ଝିଅ ନିଜ ଜମିରେ
Read More...

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଣ୍ଟାବାଞ୍ଜି : ତୁରିକେଲା ବ୍ଲକ ଟିକ୍ରାପଡା ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି । ମୃତକ ମହିଳା ଜଣକ ହେଲେ ତୁରିକେଲା ବ୍ଲକ ବାଞ୍ଜିପାଲି ଗାଁର ହଳଧର ମାଝିଙ୍କ ଝିଅ ପ୍ରେମଶିଲା ମାଝି । ଏ ନେଇ ମହିଳାଙ୍କ ପରିବାର ଲୋକ ଯୌତୁକ ପାଇଁ ହତ୍ୟା ଅଭିଯୋଗ
Read More...

ଜେଲ୍‌ ଗଲେ ନକଲି ଡାକ୍ତର

ଦଶପଲ୍ଲା : ନୟାଗଡ ପୁଲିସ ଗତକାଲି ନକଲି ଡାକ୍ତର ବିଶ୍ୱନାଥ ଘଡେଇକୁ ଅଟକ ରଖିବା ପରେ ଆଜି କୋର୍ଟ ଚାଲାଣ କରିଛି । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ଡା. ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ
Read More...

ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଘୁନେଶ ପଂଚାୟତ କାଦୋବେଡା ଗ୍ରାମର ଚାଷୀ ରେଚକ ବନଛୋର(୬୦) ବିଷ ପିଇ ଆତ୍ମହତ୍ୟା କରିଥିବାରୁ ବିଜେପି ପ୍ରତିନିଧ ଦଳ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନ ଜଣାଇଛନ୍ତି । ମୃତକଙ୍କ ପତ୍ନୀ ପାର୍ବତୀଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଜଣେ
Read More...

ଗର୍ଜିଲା ରୋହିତଙ୍କ ବ୍ୟାଟ, ଗୋଟିଏ ମ୍ୟାଚରେ ହାସଲ କଲେ ୫ ସଫଳତା

ନୂଆଦିଲ୍ଲୀ: ଭାରତୀୟ ଦଳର ଓପନର୍‌ ରୋହିତ ଶର୍ମା ବିଦେଶୀ ମାଟିରେ ଟେଷ୍ଟ କ୍ରିକେଟରେ ପ୍ରଥମ ଶତକ ହାସଲ କରିଛନ୍ତି । ଏହା ସମସ୍ତେ ଜାଣିଛନ୍ତି, କିନ୍ତୁ ବହୁତ କମ୍‌ ଲୋକ ଜାଣିଥିବେ ଯେ ଏହି ମ୍ୟାଚ୍‌ରେ ସେ ଶତକ ପୂର୍ବରୁ ମଧ୍ୟ ଅନେକ ସଫଳତା ହାସଲ କରିଛନ୍ତି, ଯାହା ତାଙ୍କ ପାଇଁ ଏକ
Read More...

ସାର ବ୍ୟବସାୟୀ ଓ ଜିଲ୍ଲା କୃଷି ବିଭାଗର ମଧୁଚନ୍ଦ୍ରିକାରେ ଚାଷୀ ହନ୍ତସନ୍ତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା କୃଷି କାର୍ଯ୍ୟାଳୟରେ ଚାଷୀ ସାରର କଳା ବଜାରୀ ନେଇ ଅଭିଯୋଗ କଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ବସିଛନ୍ତି । ସାରର କଳା ବଜାରୀ ବଜାରରେ ଚାଲିଥିବା ବେଳେ ଓ ସାରର କୃତ୍ରିମ
Read More...

ପଞ୍ଜଶୀରରେ ୬୦୦ ତାଲିବାନୀ ନିହତ

ପଞ୍ଜଶୀର : ପଞ୍ଜଶୀର ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ତାଲିବାନ । ଏଥିପାଇଁ ତାଲିବାନ ଏବଂ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ଲଢେଇ ଜାରି ରହିଛି । ଆଫଗାନିସ୍ତାନକୁ କବଜା କରିଛି ସତ କିନ୍ତୁ ପଞ୍ଜଶୀରକୁ ଦଖଲକୁ ନେଇ ପାରୁ ନାହାଁନ୍ତି ତାଲାବାନୀ ।ଏହାମଧ୍ୟରେ ୬୦୦
Read More...

ଘର ଭିତରୁ ଦମ୍ପତିଙ୍କ ମୃତଦେହ ଠାବ, ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା !

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଷୋଡକ ଗ୍ରାମ ପଞ୍ଚାୟତ ସାହିରେ ଘଟିଛି ଅଘଟଣ । ମାତ୍ର ୪ ମାସ ତଳେ ବିବାହ କରିଥିବା ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଉଛନ୍ତି ପାଣ ଗଉଡଙ୍କ ପୁଅ ବିପିନ ଗଉଡ ଓ ବୋହୁ ଲିଲି ଗଉଡ। ଚାରି
Read More...

ହୋଟେଲରେ ସେକ୍ସ କାରବାର୍ ; ୮ ବଙ୍ଗୀୟ ଯୁବତୀ ଉଦ୍ଧାର, ୨ ଦଲାଲ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଯେମିତି ଅପରାଧ ଓ ନିଶା କାରବାର ବଢ଼ି ଚାଲିଛି ସେମିତି ଓୟୋ ହୋଟେଲ, ଗେଷ୍ଟ ହାଉସ୍‌, ଭଡ଼ା ଘର ମାନଙ୍କରେ ବେଧଡକ ଚାଲିଛି ସେକ୍ସ କାରବାର । ଦଲାଲ ମାନେ ବିଭିନ୍ନ ବସ୍ତି ମାନଙ୍କରୁ ଓ ବାହାରୁ ଯୁବତୀ ମାନଙ୍କୁ ରାତାରାତି ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ପ୍ରଲୋଭନ
Read More...

ଓଡ଼ିଶାର ୨ ଶିକ୍ଷକଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟ୍ରୀୟ ପୁରସ୍କାର

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗୁରୁଦିବସ । ଏହି ଅବସରରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଏଥିରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କ ସମେତ ୪୪ ଜଣଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବରେ ସମ୍ମାନିତ କରାଯାଇଛି । ଭଦ୍ରକ ଜିଲ୍ଲା ସ୍କୁଲର
Read More...