ଆଇଏଏସ୍ ଅଫିସର ସୁହାସ ୟାଥିରାଜଙ୍କୁ ରୌପ୍ୟ
ଟୋକିଓ: ଇତିହାସ ରଚିଛନ୍ତି ଆଇଏଏସ୍ ଅଫିସର ସୁହାସ ୟାଥିରାଜ। ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସେ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଜିତିଛନ୍ତି ପଦକ। ବ୍ୟାଡମିଣ୍ଟନର ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ସେ ଜିତିଛନ୍ତି ରୌପ୍ୟ ପଦକ।
ଏହି ୩୮ ବର୍ଷୀୟ ଯୁବ ଆଇଏଏସ୍ ଅଫିସର ଆଜି ଫାଇନାଲ୍!-->!-->!-->…
Read More...
Read More...