ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଇଂରାଜୀ ସମ୍ମାନରେ ଚତୁର୍ଥସ୍ଥାନ
ହରଭଙ୍ଗା,୪/୯- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକର ଛାତ୍ର ମୋଯେସ ବାରିକ, ଚଳିତବର୍ଷ ଇଂରାଜୀ ସମ୍ମାନ ପରୀକ୍ଷାରେ ୭୬ ପ୍ରତିଶତ ନମ୍ବର ରଖି ବିଶ୍ୱବିଦ୍ୟାଳୟର ଚତୁର୍ଥ ସ୍ଥାନରେ ଡିଷ୍ଟିକସନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉକ୍ତ ଡିଗ୍ରୀ!-->…
Read More...
Read More...