Yearly Archives

2021

ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଏବଂ ଧେନୁକାସୁର ବଧ ନୀତି

ପୁରୀ : ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବା ସହ କାଳୀୟଦଳନ ଘଟଣାଟିକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ରୂପାୟିତ କରାଯାଇଛି । ମହାପ୍ରଭୁ ଯମୂନା ଜଳରେ କୃଷ୍ଣରୂପରେ କାଳୀୟସର୍ପକୁ ମାରିଥିବାରୁ
Read More...

ନିଆଁରେ ପୋଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଚିକିତ୍ସାରେ ଅର୍ଥ ବାଧକ ଘଟଣା, ଛାତ୍ରୀଙ୍କ ଘରେ ପହଞ୍ଚିଲା ସ୍ୱାସ୍ଥ୍ୟ…

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ୧୧ନମ୍ବର ୱାର୍ଡ ମଧୂପଲ୍ଲୀ ସାହି ର ରାମ ଚନ୍ଦ୍ର ପାତ୍ରଙ୍କ ବଡ ଝିଅ ତାରା ପାତ୍ର ଜେଜେବାପାଙ୍କ ଘରେ ରୋଷେଇ କରିବା ବେଳେ ଦେହରେ ନିଆଲାଗିଯାଇଥିଲା । ଚିକିତ୍ସା ପାଇଁ ଦାରିଙ୍ଗବାଡିଠାରୁ ଆରମ୍ଭ କରି କଟକ ଯାଏଁ ଯାଇଥିବା ବେଳେ ଅର୍ଥ
Read More...

ଶ୍ରୀମନ୍ଦିରକୁ ଚନ୍ଦନ କାଠ ଦାନ

ପୁରୀ,୨/୯- ଖଲ୍ଲିକୋଟ ବଜାର ନିବାସୀ ଶ୍ରୀ ସକଳେଶ୍ୱର ରଥ ଶ୍ରୀମନ୍ଦିରକୁ ପ୍ରାୟ ୨ କ୍ୱିଣ୍ଟାଲ ଓଜନର ଚନ୍ଦନ କାଠ ଦାନ କରିଛନ୍ତି । ନିଜ ଘରବାଡିରେ ଥିବା ଚନ୍ଦନ ଗଛ କାଠକୁ ଦାନ କରିବା ନିମନ୍ତେ ସେ ପ୍ରାୟ ୨ ବର୍ଷ ହେବ ମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ଥିଲେ । ସେ ତାଙ୍କ ପିତା ଶ୍ରୀ
Read More...

ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସ୍ୱାଗତ

ବୌଦ୍ଧ,୨/୯:- ବୌଦ୍ଧର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଉଦୟନାଥ ମାଝୀଙ୍କୁ ଜିଲ୍ଲା ନୂତନ ପେନସନଧାରୀ ପ୍ରାଥମିକ ଶିକ୍ଷକ ସଂଘ ଫୁଲତୋଡ଼ା ଦେଇ ସ୍ୱାଗତ କରିଛନ୍ତି । ସ୍ୱାଗତ ବେଳେ ସଂଘର ପ୍ରତିନିଧି ବିଭିନ୍ନ ଶିକ୍ଷକ ସମସ୍ୟାର ଆଲୋଚନା କରିଥିଲେ । ଶିକ୍ଷାଧିକାରୀ ଶ୍ରୀ ମାଝୀ ଶିକ୍ଷକଙ୍କ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥୀଙ୍କ ବିକ୍ଷୋଭ

ଗଜପତି,୨/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ସାଥି ପକ୍ଷରୁ ବିକ୍ଷୋଭ କରାଯାଇଛି । ଗାଁ ସାଥୀଙ୍କ କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତକୁ ଟେକି ଦେବା ପାଇଁ ପଞ୍ଚାୟତ ରାଜ୍‌ ଏବଂ ପାନୀୟ ଜଳ ଯୋଗାଣ ପକ୍ଷରୁ ବାରମ୍ବାର
Read More...

ଅର୍ଥାଭାବାରୁ ଉଚ୍ଚ ଶିକ୍ଷାରେ ଡୋରି ବାନ୍ଧିବେ ମେଧାବି ଛାତ୍ର ରୁଦ୍ର

ବୌଦ୍ଧ/ଜହ୍ନ ।ପଙ୍କ,୨/୯- ବୌଦ୍ଧ ବ୍ଲକ ତେଲିବନ୍ଧ ପଂଚାୟତର ଚନ୍ଦ୍ରପୁର ଗ୍ରାମର ଉଗ୍ରେସନ ମିର୍ଦ୍ଧାଙ୍କ ପୁଅ ରୁଦ୍ର ନାରାୟଣ ମିର୍ଦ୍ଧା । ରୁଦ୍ର ଗତ ମାଟ୍ରିକ ପରୀକ୍ଷାରେ ୫୩୩ ମାର୍କ ରଖି ଏ-୨ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ବାପା ଜଣେ ମାନସିକ ବିକୃତ ରୋଗୀ । ବିପିଏଲ ଶ୍ରେଣୀ
Read More...

କନ୍ଧମାଳ ଜିଲ୍ଲାର ଡେପୁଟେସନ ନାଁରେ ବିଶେଷଜ୍ଞ ଡାକ୍ତରଙ୍କୁ ଫେରାଇ ଅଣା ନଗଲେ ସିଡିଏମଓଙ୍କ ଅଫିସ ହେବ ଘେରାଉ

ଫୁଲବାଣୀ,୨/୯- କନ୍ଧମାଳ ଜିଲାର ପ୍ରାୟ ଦଶ ଜଣ ଡାକ୍ତରଙ୍କ ଡେପୁଟେସନ ବାତିଲ କରିବାକୁ ଦାବି କରିଛି ମିଳିତ ନାଗରିକ କମିଟି । ଦୀର୍ଘ ବର୍ଷ ହେବ ଦଶଟି ମେଡିସିନ ବିଶେଷଜ୍ଞ ପଦବୀ ଖାଲି ରହିବା ଫଳରେ ଗରିବ ଶ୍ରେଣୀର ଲୋକମାନେ ଖର୍ଚ୍ଚ ବହୁଳ ବାହାର ଡାକ୍ତରଖାନାରେ ଚିକିତ୍ସିତ ହେବାକୁ
Read More...

ଅଗ୍ନିବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଲା ଜିଲ୍ଲା ବିଜେଡି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗୁରାଣ୍ଡୀ ଗ୍ରାମ ପଞ୍ଚାୟତର ଗୁରାଣ୍ଡି ଗ୍ରାମରେ ପାଲିଆ ସାହିରେ ଚାରି ଗୋଟି ଘରପୋଡି ପାଉଁଶ ହୋଇଥିବା ଖବର ପାଇ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ପ୍ରଦୀପ ନାୟକ,ରାଜ କୁମାରୀ କଲ୍ୟାଣି ଗଜପତି,ଯୁବ ସଭାପତିଏସ.ଲିଙ୍ଗରାଜ ସଂସଦ
Read More...

ଚାଷୀଙ୍କ ପାଇଁ ଭଲ ଖବର : ଆସୁଛି ଲଘୁଚାପ, ୬ ଓ ୭ରେ ଭଲ ବର୍ଷିବ

ଭୁବନେଶ୍ୱର:  ନିଅଣ୍ଟିଆ ବର୍ଷାରେ ଦହଗଞ୍ଜ ହେଉଥିବା ଚାଷୀଙ୍କ ପାଇଁ ଭଲ ଖବର ।  ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର  । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୬
Read More...