ବୌଦ୍ଧର ଶ୍ରୀଶ୍ରୀ ମଦନ ମୋହନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ
ବୌଦ୍ଧ,୩୦/୮: ବୌଦ୍ଧସହରର ଶ୍ରୀଶ୍ରୀ ମଦନମୋହନ ମନ୍ଦିରରେ ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ କୋଭିଡ ନିୟମକୁ ପାଳନକରି ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଆଜି ବ୍ରାହ ମୁହୂର୍ତ୍ତରୁ ଠାକୁରଙ୍କ ନିକଟରେ ବାଳଭୋଗ, ଆଳତି ଲାଗି ହେଲା ପରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...