ବୌଦ୍ଧଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୨୯/୮- ଆଜି ଜିଲ୍ଲା କଂଗ୍ରେସର ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଦଳର ସାଙ୍ଗଠନିକ କାର୍ଯ୍ୟକୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ, ସଂଗଠନକୁ ଅଧିକ ଦୃଢ଼ୀଭୂତ କରିବାପାଇଁ କଂଗ୍ରେସ ଦଳରେ ରହିଥିବା ଛାମୁଆ ସଂଗଠନ!-->…
Read More...
Read More...