Yearly Archives

2021

୭ ଜିଲ୍ଲାରେ ପ୍ରବଳ ବର୍ଷିବ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ୱର: ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ସକାଳ ୮ଟା ୩୦
Read More...

ରୋହିଦାସଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର: କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ କ୍ରୀଡ଼ା/ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ହକି ତାରକା ଅମିତ୍ ରୋହିଦାସ ପୁରସ୍କୃତ ହୋଇଛନ୍ତି । ଅମିତ୍ ଙ୍କୁ ଶ୍ରେଷ୍ଠ ଖେଳାଳୀ ବାବଦରେ ୨ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି । ହକି
Read More...

ଜଳିଗଲା ଚଳନ୍ତା ଟ୍ରକ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ସହର ନିକଟସ୍ଥ ଏନ୍‌ଏଚ୍‌ ୧୬ ରାସ୍ତା ଉପରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଜଳିଯାଇଛି । ଜଳିଯାଇଥିବା ଟ୍ରକରୁ ସୁରକ୍ଷିତ ଭାବେ ଡ୍ରାଇଭର ଓ ହେଲପରଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଛନ୍ତି ।
Read More...

ରଣେନ୍ଦ୍ରଙ୍କୁ ଦାମଙ୍କ ଟାର୍ଗେଟ

ଭୁବନେଶ୍ୱର: କଥା ଅଛି ଦାମ ତୁଣ୍ଡ । ଦାମ ତୁଣ୍ଡରେ କିଛି ବାଡ ବତା ନାହିଁ । ଯଦିଓ ଏବେ ସେ ଦଳରେ ସକ୍ରୀୟ ନାହାନ୍ତି ତେବେ ମଝିରେ ମଝିରେ ଦାମ ଦୁର୍ନୀତିକୁ ଦେଖିଲେ ମୁହଁ ଖୋଲିଦିଅନ୍ତି । ଏବେ ଜଗତ୍‌ସିଂହପୁର ଜିଲ୍ଲା ଏରସମା ବ୍ଲକ ନୂଆଡିହି ସେବା ସମବାୟ ସମିତି ଦୁର୍ନୀତିକୁ ନେଇ ବିଜେଡିର
Read More...

ବିଜେଡି ପ୍ରେମରେ ତାରା

ଭୁବନେଶ୍ୱର: ସଚ୍ଚା କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବେ ବିଜୁ ଜନତା ଦଳ ପ୍ରେମରେ ପଡିଥିବା ଲୋକେ ଟୁପୁରୁ ଟାପର ହେଲେଣି । ଗତ କିଛି ଦିନ ଧରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବହେ ଗାଳି କରିବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ
Read More...

ଘୁ ଉଦୟଗିରିର ସ୍ମାର୍ଟ ସ୍କୁଲ ସରକାରୀ ବାଳିକା ବିଦ୍ୟାଳୟ ପରିଦର୍ଶନ କଲେ ମୁଖ୍ୟ ଶାସନ

କନ୍ଧମାଳ: ଆଜି ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସମନ୍ୱିତରେ ଥିବା ହଳଦୀ ପ୍ରସେସିଙ୍ଗ ୟୁନିଟ ବୁଲି ଦେଖିଲା ପରେ ନୂତନ ଭାବରେ ନିର୍ମାଣ ହୋଇଥିବା ଓପିଟିସିଏଲ 132/133 କେଭି ବିଦ୍ୟୁତ ଷ୍ଟେସନ ପରିଦର୍ଶନ ପରେ ଘୁ ଉଦୟଗିରି ସରକାରୀ ବାଳିକା ବିଦ୍ୟାଳୟ ପରିଦର୍ଶନ
Read More...

ଭାରତୀୟ ଏକାଦଶରେ ହୋଇପାରେ ବଡ ପରିବର୍ତ୍ତନ, ସୂର୍ଯ୍ୟକୁମାରଙ୍କ ସମେତ ଏହି ଖେଳାଳିଙ୍କୁ ସାମିଲ ପାଇଁ ଦାବି

ନୂଆଦିଲ୍ଲୀ : ସେପ୍ଟେମ୍ବର ୨ ତାରିଖରୁ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ମୁମ୍ବାଇର ସୂର୍ଯ୍ୟକୁମାରଙ୍କୁ ଷଷ୍ଠ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍‌ ଭାବରେ ଅନ୍ତର୍ଭୁକ୍ତ କରିବାକୁ ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ଭେଙ୍ଗସରକାର ଟିମ୍‌ ଇଣ୍ଡିଆକୁ ପରାମର୍ଶ ଦେଇଛନ୍ତି । ଭାରତ ତୃତୀୟ ଟେଷ୍ଟରେ
Read More...

ବାଲୁକା କଳା ମାଧ୍ୟମରେ ରୌପ୍ୟ ବିଜେତା ଭାବିନାଙ୍କୁ ଶୁଭେଚ୍ଛା

ପୁରୀ : ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତର ଟେବୁଲ ଟେନିସ ଖେଳାଳି ଭାବିନା ପଟେଲଙ୍କୁ ରୌପ୍ୟ ପଦକ ମିଳିଛି । ଟେବୁଲ ଟେନିସ ଫାଇନାଲରେ ହାରି ରୌପ୍ୟ ପଦକ ଜିତିଚନ୍ତି ଭାବିନା । ପାରାଅଲିମ୍ପିକ୍ସ ଟିଟିରେ ପଦକ ଜିତିବାରେ ଭାବିନା ପ୍ରଥମ ଭାରତୀୟ । ଏହି ଅବସର ବିଭିନ୍ନ ମହଲରୁ
Read More...

ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା ସେପ୍ଟେମ୍ବର ୩୦ ଯାଏଁ ବଢିଲା

ନୂଆଦିଲ୍ଲୀ: ଘନଉଛି କରୋନାର ତୃତୀୟ ଲହର ଆଶଙ୍କା। ପୁଣି ଦେଶରେ ବଢ଼ୁଛି ସଂକ୍ରମିତ ମାମଲା। ଏବେ ଦୈନିକ ୪୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ
Read More...

ଜନ୍ମାଷ୍ଟମୀ ପାଳନର ମହତ୍ତ୍ୱ ଜାଣନ୍ତୁ

ଭାରତରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ । ଏଗୁଡିକ ମଧ୍ୟରୁ ଜନ୍ମାଷ୍ଟମୀର ଅନେକ ମହତ୍ୱ ରହିଛି । ଏହି ଦିନଟି ଅତ୍ୟନ୍ତ ମାଙ୍ଗଳିକ ଦିନ ହୋଇଥାଏ । ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ଖୁବ ଧୁମଧାମରେ ପାଳନ କରାଯାଏ । ଏହିଦିନ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମ
Read More...