Yearly Archives

2021

ଭିଜିଲାନ୍ସ ହାତରେ ବିଜେପୁର ବିଡିଓ

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଜେପୁର ବିଡିଓ । ଭଡା ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ବିନିକା ବ୍ରିଜ ନିକଟରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ବିଡିଓ ପଦ୍ମନାଭ ସାମନ୍ତଙ୍କୁ ଧରିଛନ୍ତି । ଗାଡିରେ ୩ ଲକ୍ଷ ୫୧ ହଜାର ୩ଶହ ଟଙ୍କା ନେଇ ବିଡିଓ ଯାଉଥିଲେ । ଏହାର କୌଣସି
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା

ଦଶପଲ୍ଲା : ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ନୟାଗଡ଼ ଡ଼ାକ୍ତରଖାନା । ରୋଗୀ ମାନଙ୍କ ସୁବିଧା ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପରିଚାଳନାର ଅଭାବ ଲାଗି ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଠିକ୍‌ ରେ ପାଣି ନ ମିଳିବାରୁ ରୋଗୀମାନେ ଡାୟାଲିସିସି୍‌
Read More...

ଜୋର ଧରିଲା ତାଳଚେର- ଗୋପାଳପୁର ରେଳପଥ ଦାବି

ଦଶପଲ୍ଲା : ନୟାଗଡ ଜିଲ୍ଲା ମଧ୍ୟ ଦେଇ ଯିବାକୁ ଥିବା ତାଳଚେର-ଗୋପାଳପୁର ପ୍ରସ୍ତାବିତ ରେଳପଥ ତୁରନ୍ତ ନିର୍ମାଣ କରିବା ଦାବିରେ ନୟାଗଡ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପକୁ
Read More...

ସାନିଟାଇଜ୍‌ କରାଗଲା ଶ୍ରୀମନ୍ଦିର ପରିସର

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଏସ୍‌ଓପି ଅନୁଯାୟୀ ଆଜି ଶ୍ରୀମନ୍ଦିରକୁ ସାନିଟାଇଜ କରାଯାଇଛି । ସକାଳୁ ଅଗ୍ନିଶମ କର୍ମଚାରୀମାନେ ଆସି ଶ୍ରୀମନ୍ଦିର ଭିତରେ ଓ ବାହାରକୁ ସାନିଟାଇଜ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଏସ୍‌ଓପି ଅନୁଯାୟୀ ପ୍ରତେକ ସପ୍ତାହ ର ଶନିବାର ଓ ରବିବାର ଶ୍ରୀମନ୍ଦିରରେ
Read More...

କାବୁଲ ବିମାନବନ୍ଦରରେ ଆଉ ଏକ ଆକ୍ରମଣ ହୋଇପାରେ, ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ୍‌:ତାଲିବାନ ଦଖଲ ପରେ ଆଫଗାନିସ୍ତାନରେ ଅବସ୍ଥା ବିଗିଡିବା ମଧ୍ୟରେ ବିଦେଶୀ ନାଗରିକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି । ଏହି ସମୟରେ ଗୁରୁବାର ଦିନ କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ସମଗ୍ର ସହର କମ୍ପି ଉଠିଥିଲା । ଏହି ପରି ଆହୁରି
Read More...

ଆଜି ବି ବର୍ଷିବ, ୭ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ଦିନଟିଏ ବର୍ଷା ହେବ । ଏ ଲଘୁଚାପ ରାଜ୍ୟରେ ବଡ଼ ବର୍ଷା କରାଇବ ନାହିଁ । ସୋମବାରଠାରୁ ବର୍ଷା ପ୍ରକୋପ କମିବ । ଆସନ୍ତା ୭ ତାରିଖବେଳକୁ ଆଉ ଏକ ଲଘୁଚାପ ସଷ୍ଟି ହେବା ସମ୍ଭାବନା ଅଛି ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ
Read More...

ଏସ୍‌ସିବିରେ ଇକ୍‌ମୋ ଚିକିତ୍ସା ଆରମ୍ଭ

କଟକ : କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ଆରମ୍ଭ ହୋଇଛି ଇକ୍‌ମୋ ଚିକିତ୍ସା। ଗତକାଲି ରାତିରୁ ଏଠାରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳାଙ୍କୁ କିଛିଦିନ ତଳେ ଏସସିବିରେ ଭର୍ତ୍ତି କରାଯାଇଥିଲା। ତେବେ
Read More...

ଇତିହାସ ରଚିଲେ ଭାବିନାବେନ, ପାରାଅଲିମ୍ପିକ୍ସରେ ଜିତିଲେ ରୌପ୍ୟ

ଟୋକିଓ: ଇତିହାସ ରଚିଲେ ଭାରତର ଭାବିନାବେନ୍ ପଟେଲ୍‌। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ସେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ସେହିପରି ପାରାଲିମ୍ପିକ୍ସରେ ଟେବୁଲ ଟେନିସ୍‌ରେ ପଦକ ଜିତିବାରେ ସେ
Read More...

ପଦ ଛାଡିବା ପରେ ଖୋଲିଲେ ମୁହଁ , କହିଲେ ବିଜେପି ମହିଳା ମୋର୍ଚ୍ଚାରେ ଚାଲିଛି ମନମୁଖୀ କାର୍ଯ୍ୟ

ଭଦ୍ରକ,୨୮/୮- ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା ଏବେ ମୁହଁ ଖୋଲିଛନ୍ତି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାରେ କେବଳ ସଭାପତି ଚୟନ ହୋଇଥିବାବେଳେ ଏବେ ମନମୁଖୀ କାର୍ଯ୍ୟ ଜାରିରହିଛି ବୋଲି ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା
Read More...

ରାୟଗଡ ଜିଲ୍ଳା ପ୍ରଶାସନ ସାହାର୍ଯ୍ୟକୁ ଅପେକ୍ଷା: ଦୃୃଷ୍ଟି ଓ ଶ୍ରବଣ ଶକ୍ତି ହରାଇ ଅସହାୟ ଅବସ୍ଥାରେ ବୃଦ୍ଧା ମାଁ

ରାୟଗଡ/୨୮/୮/୨୧: ଆଜି ରାୟଗଡ ସହର ସ୍ଥିତ ମାତୃଶକ୍ତି ବୃଦ୍ଧାଶ୍ରମକୁ ଆସିଛନ୍ତି ଜଣେ ବୃଦ୍ଧା ମାଁ । ତେବେ ବୃଦ୍ଧା ମାଁ’ଟି ପରିଣତ ବୟସରେ ଦୃଷ୍ଟି ଓ ଶ୍ରବଣ ଶକ୍ତି ହରାଇ ଥିବାରୁ ଅସହାୟ ହୋଇ ପଡିଛନ୍ତି । ରାୟଗଡ ଜିଲ୍ଳା ପ୍ରଶାସନ ଯଦି ସାହାର୍ଯ୍ୟ ଓ ସହଯୋଗର ହାତ ବଢେଇବେ ତାହାହେଲେ ପରିଣତ
Read More...