ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ବିଜୁ ଛାତ୍ର ଜନତା ଦଳ
ସମ୍ବଲପୁର, ୨୭/୮- ଏଠାରେ ପ୍ରତିଷ୍ଠିତ ରାଜ୍ୟର ପ୍ରଥମ ଓ ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ର ଉଠାଇ ନେବାପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଆଜି ବିଜୁ ଛାତ୍ର ଜନତା ଦଳ ରଣହୁଙ୍କାର ଦେଇଛି । ଏବିଷୟରେ ତାଙ୍କର ସଭାପତି ଡ଼: ସିଦ୍ଧାନ୍ତ ମହାନ୍ତି ଙ୍କ କହିବା ଅନୁସାରେ ଦଳୀୟ!-->…
Read More...
Read More...