Yearly Archives

2021

ବୌଦ୍ଧ ବ୍ଲକ ସ୍ତରୀୟ ଅଗଷ୍ଟ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୨୬/୮- ବୌଦ୍ଧ ବ୍ଲକସ୍ତରୀୟ ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟଅତିଥି ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଉଦୟନାଥ
Read More...

ସାମ୍ବାଦିକଙ୍କୁ ସାହାରପଡ଼ା ତହସିଲ ଅଧୀନ ଆରଆଇଙ୍କ ଦ୍ୱାରା ଧମକ

କେନ୍ଦୁଝର,୨୬/୮- ସାମ୍ବାଦିକ ମାନେ ଆଜିର ସମୟରେ ବିଭିନ୍ନ ପ୍ରକାର ଧମକର ସମ୍ମୁଖୀନ ହେଉଥିଲେ ମଧ୍ୟ ସେମାନେ ନ୍ୟାୟର ଗୁହାରି କଲେମଧ୍ୟ କେହି ଶୁଣୁ ନଥିବାର ଜଣାଯାଏ । ସଦ୍ୟ ଏକ ଘଟଣାରୁ ଜଣାଯାଏ ସାହାରପଡା ବ୍ଲକର ସିଲିପଦା ଗାଁର ଦାମୋଦର ଗିରି ଜଣେ ବ୍ଲକ ସାମ୍ବାଦିକ ହିସାବରେ କାର୍ଯ୍ୟ
Read More...

ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ

ପୁରୀ,୨୬/୮- ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ସରିଯାଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତାବର୍ଷ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଏଏସ ଆଇ ଓ
Read More...

ଦଶଚକିଆ ଭାରିଯାନ ଧକ୍କାରେ ବାଇକ ଚାଳକର ମୃତ୍ୟୁ

କେନ୍ଦୁଝର,୨୬/୮- ଗତକାଲି ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଅନ୍ତର୍ଗତ କତରାପାଲି ନିକଟ ୪୯ନଂ ରାଜପଥ ନିକଟରେ ଦଶଚକିଆ ଟ୍ରକ ସହ ମଟର ସାଇକେଲ ଧକ୍କାହୋଇ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାଇକ ଚାଳକ ଜଣକ ହେଉଛନ୍ତି ସ୍ଥାନୀୟ କତରାପାଲି ଅଞ୍ଚଳର ରବି ପ୍ରଧାନ ନାମକ ଜଣେ
Read More...

ବୌଦ୍ଧଜିଲ୍ଲା ପୁରୁଣାକଟକ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ/ହରଭଙ୍ଗା,୨୬/୮- ବୌଦ୍ଧଜିଲ୍ଲା ପୁରୁଣା କଟକ ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବାମନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗଦେଇ ଦଳର ନୀତି ଆଦର୍ଶ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ
Read More...

ଗଜପତି ଜିଲ୍ଲାରେ ଚାଲିଛି ସାରର କଳା ବଜାରୀ , କୃଷି ବିଭାଗ ସାଜିଛି ନିଦା ବିଷ୍ଣୁ

ଗଜପତି,୨୬/୮- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ । ଏଠାକାର ମୁଖ୍ୟ ଜୀବନ ଜୀବିକା ହେଉଛି କୃଷି । ଜିଲ୍ଲାରେ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଚଳୁଛନ୍ତି ।ଜିଲ୍ଲାରେ ୭ଟି ବ୍ଳକ ମଧ୍ୟରୁ କାଶୀନଗର ଏବଂ ଗୋଶାଣି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ ।
Read More...

ମାନେଶ୍ୱର ଗ୍ରାମକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ,୨୬/୮- ବୌଦ୍ଧବ୍ଲକ ତାଳସରଡା ପଞ୍ଚାୟତ ମାନେଶ୍ୱର ଗ୍ରାମର ୪୦୦ ଏକର ଚାଷଜମିରୁ ଅଧା ଜମିରେ ଚାଷ ହୋଇଥିବାବେଳେ ବର୍ଷା ଅଭାବରୁ ଜମିସବୁ ଫାଟି ଆଁ କରି ରହିଛି । ଆଉ ଅଧା ଏକର ଜମିରେ ଚାଷ ଆଦୌ ହୋଇପାରିନାହିଁ । ମାନେଶ୍ୱରକୁ କେନାଲପାଣି ଟୋପାଏ ମିଳିପାରିନଥିବା ସେମାନେ ଅଭିଯୋଗକରି ଆଜି
Read More...

ହାଇକୋର୍ଟରେ ଅନୁଭବ ମହାନ୍ତିଙ୍କ ମାମଲାର ଅନ୍ତ

ଭୁବନେଶ୍ୱର: ବର୍ଷା ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାବେଳେ ଏନେଇ ଅଦାଲତରେ ମାମଲା ହୋଇଛି । ତେବେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରି ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ମାମଲାର ଅନ୍ତ କରିଛନ୍ତି ।ବିବାହ ବିଚ୍ଛେଦର ତ୍ୱରିତ ଶୁଣାଣୀ ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ
Read More...

ବର୍ଷା ହେବେ ‘ବିଜୟିନି’

ଓଲିଉଡର ଷ୍ଟାର୍‌ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କ ଆଗାମୀ ଚଳଚ୍ଚ଼ିତ୍ର ‘ବିଜୟିନି'ର ଶୁଭ ମୁହୂରତ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚ଼ିତ୍ର ମାଧ୍ୟମରେ ଏକ ନୂତନ ଯାତ୍ରା ପାଇଁ ପୁରା କାଷ୍ଟ ଏବଂ କ୍ରୁଙ୍କ ନିମନ୍ତେ ଏହା ଏକ ବିଶେଷ ଉତ୍ସବ ଥିଲା । ଏହି ପ୍ରୋଜେକ୍ଟ ପାଇଁ ଏକାଠି
Read More...

ରାଜ୍ୟର ୫୦ଲକ୍ଷ ଲୋକ ନେଲେଣି ଦ୍ୱିତୀୟ ଡୋଜ୍‌ ଟିକା

ଭୁବନେଶ୍ୱର: ରାଜ୍ୟରେ ୫୦ ଲକ୍ଷ ଲୋକ ୨ଟି ଡୋଜ ଟିକା ସମ୍ପୂର୍ଣ୍ଣ କରିଛନ୍ତି । ଗତ ଜାନୁଆରି ମାସରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୮ ମାସରେ ଏହି ଲକ୍ଷ୍ୟ ପୂରଣ ହୋଇଛି ।ରାଜ୍ୟରେ ସମୁଦାୟ ୨କୋଟି ୧୦ ଲକ୍ଷ ୬୨ ହଜାର ୫୧୭ ଡୋଜ ଟିକା ଦିଆଯାଇଥିବା ବେଳେ ଏଥିରେ ୧କୋଟି ୬୦ ଲକ୍ଷ ୪୮
Read More...