Yearly Archives

2021

କୋହଲି ନିଜର ଗର୍ବ ଅହଂକାର ପକେଟରେ ରଖନ୍ତୁ, କହିଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜର ତୃତୀୟ ମ୍ୟାଚରେ ମାତ୍ର ୭ ରନ୍ କରି ଆଉଟ ହୋଇଥିଲେ । ସେ ଜେମ୍ସ ଆଣ୍ଡରସନଙ୍କ ବଲରେ ଜସ୍ ବଟଲରଙ୍କ ହାତରେ ଧରା ପଡିଥିଲେ । ତେବେ ଲର୍ଡସ୍ ଟେଷ୍ଟ ପୂର୍ବରୁ କୋହଲି
Read More...

ତୃତୀୟ ଲହର ଚିନ୍ତା : ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର:ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଥିବା ବେଳେ ଏବେଠାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଲୋକଙ୍କ ମନରେ ଏହାକୁ ନେଇ ଭୟ ଜାଗ୍ରତ ଏହା ସହ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରର ସତର୍କ ପରେ ସବୁ ଜିଲ୍ଲାପାଳଙ୍କୁ
Read More...

ପୁରୀ ଗସ୍ତରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର

ପୁରୀ,୨୬/୮- ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ପୁରୀ ଗସ୍ତରେ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ସେହିପରି କିଭଳି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ ସେ ନେଇ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ସେବାୟତଙ୍କ ସହ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଆହତ

ଦଶପଲ୍ଲା,୨୬/୮- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଶାଳଭଂଗା ଗ୍ରାମ, ୫୭ ନଂ ଜାତୀୟ ରାଜପଥ ଉପରେ ଆଜି ଭୋର୍‌ ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପ୍ରାପ୍ତ ସୂଚନା ଅନୁସାରେ ଆଜି ଭୋର୍‌ ସମୟରେ ଝାରସୁଗୁଡାରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଚିଙ୍ଗୁଡି ମାଛ ଆଣିବା ପାଇଁ
Read More...

ବୌଦ୍ଧଜିଲ୍ଲା ନଗରମଣ୍ଡଳ ୧୦ର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୨୫/୮- ବୌଦ୍ଧଜିଲ୍ଲା ନଗରମଣ୍ଡଳ ୧୦ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବ୍ୟୋମକେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଯୋଗଦେଇ ଦଳର ନୀତି ଆଦର୍ଶ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଉପରେ
Read More...

୫ ମାସ ହେଲା ଦରମା ପାଇନାହାନ୍ତି କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା)ର ୪୦ କର୍ମଚାରୀ

ରାୟଗଡ/୨୫/୮: ରାୟଗଡ ଜିଲ୍ଳା କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା) ଅଧିନରେ ଜିଲ୍ଳାର ୧୧ ଗୋଟି ବ୍ଳକରେ ୪୦ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ତେବେ ଗତ ଏପ୍ରିଲ ଠାରୁ ଅଗଷ୍ଟ ମାସ ଶେଷ ହେବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ୫ମାସ ଧରି ଦରମା ନ ପାଇବାରୁ ହନ୍ତସନ୍ତ ହୋଇ
Read More...

ପୁରୁଣାକଟକ ଷ୍ଟେଟ ବ୍ୟାଙ୍କ ତରଫରୁ ମହିଳାଙ୍କୁ ମିଳିଲା ୨ ଲକ୍ଷ ଟଙ୍କା

ବୌଦ୍ଧ/ହରଭଙ୍ଗା,୨୫/୮- ବୌଦ୍ଧଜିଲ୍ଲା ପୁରୁଣାକଟକ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରେ ରାମଗଡ଼ ପଞ୍ଚାୟତ ମହିବାହାଲ ଗ୍ରାମର ବାସିନ୍ଦା ସଂଯୁକ୍ତା ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ମାଧ୍ୟମରେ ଆଜି ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ
Read More...

ଓଡିଶା ମଟର ଚାଳକ ସଂଘ ଘୁ ଉଦୟଗିରି ଶାଖା ପକ୍ଷରୁ ବୈଠକ

ଘୁ.ଉଦୟଗିରି,୨୫/୮- କଳିଙ୍ଗାସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଓଡିଶା ମଟର ଚାଳକ ସଂଘ ଘୁ ଉଦୟଗିରି ଶାଖା ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଘୁ ଉଦୟଗିରି ସମେତ ଜିଲ୍ଲାର ୧୦ ଗୋଟି ବ୍ରାଞ୍ଚର ସଭାପତି,ଉପସଭାପତି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ
Read More...

ପିଆଜ ଘରେ ଚାଲିଛି କୁକୁଡ଼ା ଚାଷ

ବୌଦ୍ଧ/ଜହ୍ନାପଙ୍କ,୨୫/୮- ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ନେଇ ସରକାର ଯୋଜନା କରିଛନ୍ତି । ଆଗ୍ରହୀ ଚାଷୀଙ୍କୁ ବିହନ ଠାରୁ ଆରମ୍ଭକରି ପିଆଜ ଘର ପାଇଁ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବୌଦ୍ଧ ବ୍ଲକରେ ଚାଷୀ ବାରମ୍ବାର କ୍ଷତି ସହିବାରୁ ପିଆଜ ଚାଷ ପ୍ରତି ବିମୁଖ ହେଲେଣି । ସରକାରୀ
Read More...

ଜିଲ୍ଲା ରେଡକ୍ରସ ସମିତି କାର୍ଯ୍ୟକାରିଣୀ ବୈଠକ

ପୁରୀ,୨୫/୮- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେଡକ୍ରସ ସମିତି କାର୍ଯ୍ୟକାରିଣୀ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଫନି ବାତ୍ୟା, କରୋନା ପରିସ୍ଥିତି ଓ ବିଭିନ୍ନ କାରଣରୁ ତିନି ବର୍ଷ ପରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ପ୍ରତ୍ୟେକ
Read More...