Yearly Archives

2021

ଲାଂଜିବେର୍ଣ୍ଣା ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣୀ

ରାଜଗାଙ୍ଗପୁର:ଲାଂଜିବେର୍ଣ୍ଣl ଚୁନପଥର ଖଣି ସମ୍ପ୍ରସାରଣ ଜନଶୁଣାଣୀ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ରାଇବେର୍ଣ୍ଣl, କେଶ୍ରାମାଲ ଏବଂ ଝଗରପୁର ଗ୍ରାମ ପଂଚାୟତରେ ଜମିଅଧିଗ୍ରହଣ ସନ୍ଦର୍ଭରେ ଏକ ଜନଶୁଣାଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି l ଗତ ମାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଓସିଏଲ ଇଣ୍ଡିଆ
Read More...

ବର୍ଜ୍ୟବସ୍ତୁ ସୁପରିଚାଲନାର ସଚେତନତା ବାର୍ତ୍ତା ନେଇ ପୁରୀରୁ ଲେହ-ଲଦାଖ୍ ଅଭିମୁଖେ ଦୁଃସାହସିକ ମୋଟର-ସାଇକେଲ ଯାତ୍ରା

ପୁରୀ:କେବଳ ଗାଁ କି ସହର ନୁହେଁ, ପାହାଡ଼ ପର୍ବତ ଶିଖର ଠାରୁ ସମୁଦ୍ର ପର୍ଯ୍ୟନ୍ତ କୁଢ଼ କୁଢ଼ ବର୍ଜ୍ୟବସ୍ତୁ। ଏହି କାରଣରୁ ଏବେ ସମଗ୍ର ଭାରତବର୍ଷର ଜଳବାୟୁ ଓ ପରିବେଶ ପ୍ରଦୂଷିତ। ଏହି ଦିଗରେ ସଚେତନତା ସୃଷ୍ଟି ପାଇଁ ତମ୍ବାଖୁ ମୁକ୍ତ ଓଡ଼ିଶା ପାଇଁ ୨୦୧୪ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ
Read More...

ସମ୍ବଲପୁର (ଏକ୍ସକ୍ୟାଡ଼ର) ଶିକ୍ଷକ ସଂଘର ସାଂଗଠନିକ ବୈଠକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା (ଏକ୍ସକ୍ୟାଡ଼ର)ଶିକ୍ଷକ ସଂଘର ଏକ ସାଂଗଠନିକ ବୈଠକ ଜିଲା ସଭାପତି ରାଜେନ୍ଦ୍ର ପୃସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂପାଦକ ଜ୍ଞାନ ରଂଜନ ପ୍ରଧାନ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ପ୍ରଧାନ ପରିଚୟ ପ୍ରଦାନ
Read More...

କ୍ୟାପ୍ଟେନଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବ କଂଗ୍ରେସ

ଚଣ୍ଡିଗଡ : ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ କହିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଲଢାଯିବ । ସିଏମ୍‌ ଚେହେରାର ପରିବର୍ତ୍ତନ ଦାବି କରୁଥିବା ଲୋକଙ୍କୁ ଉତ୍ସାହିତ କରି ରାୱତ କହିଛନ୍ତି ଯେ ଏହି କଥାକୁ
Read More...

ନିୟମ ନ ମାନିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର ଲୋକଙ୍କ ସୁରକ୍ଷା ପାଇଁ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ଏଣିକି ମୋଟର ଯାନ ଆଇନ ଉଲ୍ଲଙ୍ଘନ କଲେ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ ହେବ । ପ୍ରାୟ ୩ ମାସ ପାଇଁ ଅସ୍ଥାୟୀ ଭାବେ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ । ଏନେଇ ସମସ୍ତ ପରିବହନ ଅଧିକାରୀଙ୍କୁ ବା ଆରଟିଓକୁ ଚିଠି
Read More...

ତୃତୀୟ ଟେଷ୍ଟ : ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଲିଡ୍ସ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ସିରିଜର ତୃତୀୟ ମ୍ୟାଚ୍‌ ଆଜିଠାରୁ ଲିଡ୍ସରେ ଖେଳାଯିବ । ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ଟେଷ୍ଟରେ ଖେଳିଥିବା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।
Read More...

ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ସାନିଟାଇଜର ମେସିନ୍ ସ୍ଥାପନ

ସମ୍ବଲପୁର: ସ୍ଥାନୀୟ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ ପରିବାର ପକ୍ଷରୁ ରେଢ଼ାଖୋଲ ଉପଖଣ୍ଡ ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଏକ ବିଶୋଧନ (ସାନିଟାଇଜର) ମେସିନ୍ ସ୍ଥାପନ କରାଯାଇଛି । ଯଦ୍ୱାରା ଜଣେ ହାତରେ ସ୍ପର୍ଶ ନକରି ଏହାର ବ୍ୟବହାର କରିପାରିବ । ସଂଗଠନ ସଭାପତି ରାଜେଶ୍ ଚଇନିଙ୍କ
Read More...

ICC WTC ପଏଣ୍ଟ ଟେବୁଲ : ଶୀର୍ଷରେ ଭାରତ, ଦ୍ୱିତୀୟ ସ୍ଥାନରେ ରହିଛି ଏହି ଦଳ

ନୂଆଦିଲ୍ଲୀ : ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ(ଡବ୍ଲ୍ୟୁଟିସି)ର ପଏଣ୍ଟ ତାଲିକା ଘୋଷଣା କରିଛି । ପଏଣ୍ଟ ଟେବୁଲ ଅନୁଯାୟୀ ଭାରତ ଶୀର୍ଷରେ ରହିଛି । ଗତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ଦୀର୍ଘ ସମୟ
Read More...