Yearly Archives

2021

ଲିଡ୍ସରେ ଔଣମ ଉତ୍ସବ ପାଳିଲେ ବିରୁଷ୍କା

ଲିଡ୍ସ : ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ତଥା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଇଂଲଣ୍ଡରେ ଅଛନ୍ତି । ସୋମବାର ବିରୁଷ୍କା ଲିଡ୍ସର ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଭାରତର ଲୋକପ୍ରିୟ ଉତ୍ସବ ଔଣମ ପାଳନ କରିଛନ୍ତି । ଏହି ଉତ୍ସବ ପ୍ରାୟତଃ କେରଳ ପାଳନ କରାଯାଏ । ବିରୁଷ୍କା ଏହି
Read More...

ଆସନ୍ତାକାଲିଠାରୁ ତୃତୀୟ ଟେଷ୍ଟ, ସୂର୍ଯ୍ୟକୁମାରଙ୍କୁ ମିଳିପାରେ ସୁଯୋଗ

ଲିଡ୍ସ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଆସନ୍ତାକାଲିଠାରୁ ହେଡଗ୍ଲେର ଲିଡ୍ସରେ ଖେଳାଯିବ । ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଏଣୁ ଭାରତୀୟ ଦଳର ମନୋବଳ ବହୁ ଉଚ୍ଚର ରହିଛି । ଇଂଲଣ୍ଡ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ତାଙ୍କର ବ୍ୟାଟ୍ସମ୍ୟାନମାନେ ଭଲ
Read More...

ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ପିଲାମାନେ ହିଁ ଅଫଲାଇନ୍
Read More...

କାବୁଲରେ ୟୁକ୍ରେନ ବିମାନ ଅପହରଣ !

କାବୁଲ: ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଇତି ମଧ୍ୟରେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ହାଇଜାକ୍ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଫଗାନିସ୍ତାନରେ ପହଞ୍ଚିଥିଲା। ମଙ୍ଗଳବାର ୟୁକ୍ରେନର ଡେପୁଟି ବୈଦେଶିକ
Read More...

ନିଶାନ ସହାୟତାରେ ଅନାଥ ଶିଶୁଙ୍କୁ ରାସନ ସାମଗ୍ରୀ ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାରେ ଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନମାନଙ୍କର ଅନାଥ ଶିଶୁମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଗଜପତି ଜିଲ୍ଲାରେ ୭ଗୋଟି ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ କାମ କରୁଛି । ସେମାନଙ୍କ ମଧ୍ୟରୁ
Read More...

ଗାଡି ଡିକିରୁ ଲୁଟ ଘଟଣାରେ ଜଣେ ଗିରଫ, ଲୁଟ ଟଙ୍କା ଉଦ୍ଧାର

ଗଞ୍ଜାମ/ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ଆସିକା ରୋଡରୁ ସ୍କୁଟି ଡିକିରୁ ୪ଲକ୍ଷ ଟଙ୍କା ଲୁଟ ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ଚୋରି ଟଙ୍କାର ୩ଲକ୍ଷ ୭୦ହଜାର ଜବତ ସହ ଏକ ହିରୋ ହୋଣ୍ଡା ମୋଟର ସାଇକେଲ ଓଆର୦୭ଆର୍‌ ୮୪୬୫କୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ
Read More...

କାବୁଲରୁ ଫେରିଲେ ୨୫ ଭାରତୀୟ ସମେତ ୭୮ ଯାତ୍ରୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଦଖଲ ମଧ୍ୟରେ ଭାରତୀୟମାନଙ୍କୁ କାବୁଲରୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ଆଜି ୭୮ ଜଣଙ୍କୁ ନେଇ ଏୟାର ଇଣ୍ଡିଆର ଏଆଇ-୧୯୫୬ ବିମାନ ତାଜିକିସ୍ତାନର ରାଜଧାନୀ ଦୁଶାନବେରୁ ଦିଲ୍ଲୀରେ ପହଞ୍ଚିଛି । ଏଥିମଧ୍ୟରେ ୨୫ ଜଣ ଭାରତୀୟ ନାଗରିକ ଏବଂ ୪୬ ଜଣ
Read More...

ଏନକାଉଣ୍ଟରରେ ୨ ମାଓବାଦୀ ନିହତ

ଛତିଶଗଡ଼: ଛତିଶଗଡ଼ରେ ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସୁକମା କହ୍ନାଇଗୁଡ଼ାରେ ପୋଲିସ-ମାଓବାଦୀଙ୍କ ଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ କୋଣ୍ଟା ଏରିଆ କମାଣ୍ଡର କୱାସି ହୁଙ୍ଗାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ
Read More...

ରାଜ୍ୟ ରାଜନୀତିରେ ଅଶ୍ୱିନୀଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀ ମଣ୍ଡଳର ପ୍ରଥମ ଅଦଳବଦଳ ଓ ସମ୍ପ୍ରସାରଣରେ ଓଡିଶାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ପଦ ସମ୍ଭାଳିବାର ଦୁଇ ସପ୍ତାହ ପରେ ପ୍ରଥମ ଓଡିଶା ଗସ୍ତରେ ଆସିଥିଲେ ।
Read More...

ତୃତୀୟ ଲହର ଚିନ୍ତା : ଆଜି ଅପରାହ୍ନରେ ପିଏମ୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରକୁ ନେଇ ବଢିଲା ଚିନ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ୩ଟା ୩୦ରେ କରୋନା ସ୍ଥିତି ନେଇ ଜରୁରୀ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ବର୍ତ୍ତମାନର କରୋନା ସ୍ଥିତି ନେଇ ମଧ୍ୟ ଚର୍ଚ୍ଚା କରାଯିବ ।
Read More...