Yearly Archives

2021

ଜିଲ୍ଲା କାରାଗାରରେ ରକ୍ଷା ବନ୍ଧନ ଉତ୍ସବ

ପୁରୀ : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରାଷ୍ଟ୍ରୀୟ ସଦଭାବନା ମଞ୍ଚ ଏବଂ ଭାରତୀ ମହିଳା ଶକ୍ତି ଫାଉଣ୍ଡେସନ ତରଫରୁ ଜିଲ୍ଲା କାରାଗାର ପୁରୀରେ ରକ୍ଷାବନ୍ଧନ ଉତ୍ସବ ନିରାଡମ୍ବରେ ପାଳନ କରାଯାଇଥିଲା । କୋଭିଡ କଟକଣା ମାନି ମଞ୍ଚର ସଦସ୍ୟାମାନେ ଅନ୍ତେବାସୀମାନ ଓ ଜେଲର ସମସ୍ତ
Read More...

ସରକାରୀ ଉଚ୍ଚ଼ ବିଦ୍ୟାଳୟ ସୁଡ୍ରେଜୁ ତରଫରୁ ଯବାନମାନଙ୍କୁ ରାକ୍ଷୀ ବନ୍ଧନ ଉତ୍ସବ

ଫୁଲବାଣୀ : ଖଜୁରିପଡା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ଼ ବିଦ୍ୟାଳୟ ସୁଡ୍ରେଜୁ ତରଫରୁ ସୁଡ଼ରୁକୁମ୍ପା ନିକଟରେ ଥିବା ଆଇଆର୍‌ବି ଯବାନମାନଙ୍କ ହାତରେ ରକ୍ଷା ବନ୍ଧନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଯବାନମାନେ ନିଜର ପରିବାର ଛାଡି ଦେଶ ସେବାରେ ନିଜକୁ ସମର୍ପିତ କରିଛନ୍ତି । ଏହି ପବିତ୍ର
Read More...

ଅଟୋ ଧକ୍କାରେ ବାଲିଗୁଡା ବ୍ଲକ ବିଜେଡ଼ି ସଭାପତି ଆହତ

ବାଲିଗୁଡା,:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଦଣ୍ଡପଦର ଠାରେ ଏକ ଅଟୋ ବାଲିଗୁଡ଼ାକୁ ଆସୁଥିବା ବେଳେ ବାଲିଗୁଡ଼ା ବ୍ଲକ ବିଜେଡ଼ି ସଭାପତି ଟୁନା ଦାସ ନିଜ ସ୍କୁଟିରେ ମହାସିଙ୍ଗି ଯାଉଥିବା ବେଳେ ବେପରୁଆ ଭାବେ ଅଟୋ ଚଳାଇ ଅଟୋଟି ଧକ୍କା ଦେବାରୁ ଟୁନା ଦାସ ତଳେ ପଡି ଆହତ ହୋଇଥିବା ଜଣା
Read More...

ବୃକ୍ଷକୁ ବନ୍ଧାଗଲା ପୃଥିବୀର ବୃହତ୍ତମ ୧୪ ଫୁଟିଆ ରାକ୍ଷୀ

ବୌଦ୍ଧ,୨୨/୮- ବୌଦ୍ଧ ପଞ୍ଚାୟତ କଲେଜର ଏକ ବୃକ୍ଷରେ ବିଶ୍ୱର ସର୍ବବୃହତ୍ତ ୧୪ ଫୁଟର ଏକ ରାକ୍ଷୀକୁ ପବିତ୍ର ରକ୍ଷା ବନ୍ଧନ ଅବସରରେ ବନ୍ଧାଯାଇଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ୧୪ ଫୁଟର ବୃହତ୍ତତ୍ତ ରାକ୍ଷୀ ତିଆରି କରି ବିଶ୍ୱରେକର୍ଡ
Read More...

ନିଆରା ପରଂପରା ,ବୃକ୍ଷରେ ରାକ୍ଷୀ ବାନ୍ଧିଲେ ଗ୍ରାମବାସୀ

ଦଶପଲ୍ଲା : ଆଜି ସର୍ବତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦଉତ୍ସାହର ସହ ପାଳିତ ହୋଇଛି । ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି
Read More...

ଟିଟିଲାଗଡରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ୱାଗତ, ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

ଟିଟିଲାଗଡ଼: ରବିବାର ଦିନ ଟିଟିଲାଗଡ଼ ସହର ଦେଇ ଏକ ରୋଡ ସୋ କରି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆସିଥିଲେ । ତାଙ୍କୁ ଟିଟିଲାଗଡ଼ ବିଜେପି ଦଳର କର୍ମକର୍ତ୍ତା, ଟିଟଲାଗଡ ବିକାଶ ସେନାର ସଦସ୍ୟ ମାନେ ଏକ ବିରାଟ ବାଇକ ରାଲି କରି ସହରଭିତରକୁ ପାଛୋଟି ଆଣିଥିଲେ । ଏହି ଅବସରରେ
Read More...

ରକ୍ତ ଜୁଡୁବୁଡୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାୟଗଡ: ୩୨୬ ନମ୍ବର ଜାତୀୟ ରାଜପଥ କଡରୁ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିିବା ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଆଜି ସକାଳୁ ଉଦ୍ଧାର କରିଛି ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ପୋଲିସ । ତେବେ ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ମୃତ ବ୍ୟକ୍ତିଙ୍କ ବେକକୁ ଏକ ଧାରୁଆ ଛୁରୀରେ
Read More...

ନନ୍ଦନକାନରେ ନୂଆ ଅତିଥି

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛି ନୂଆ ଅତିଥି। ଖୁଆଡ ନଂ ୬୩ରେ ରହୁଥିବା ଜଳହସ୍ତୀ ଶନିବାର ଏକ ଶାବକକୁ ଜନ୍ମ ଦେଇଛି। ଏବେ ନନ୍ଦନକାନନରେ ଜଳହସ୍ତୀଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୪ ପୁରୁଷ ଜଳହସ୍ତୀ,୬ଟି ମାଈ ଏବଂ
Read More...

ଦାରିଙ୍ଗବାଡିର ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କଲେ ଚାର୍ଲେସ ନାୟକ

ଦାରିଙ୍ଗବାଡି:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ନୂତନ ତହସିଲଦାର ଭାବେ ଚାର୍ଲେସ ନାୟକ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଏଠାରେ କାର୍ଯ୍ୟରତ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ଦାରିଙ୍ଗବାଡି ବିଡିଓ ଭାବେ ବଦଳି ହେବା ପରେ ଦାରିଙ୍ଗବାଡ଼ି ତହସିଲଦାର ଭାବରେ ଅତିରିକ୍ତ ତହସିଲଦାର ନରେନ୍ଦ୍ର
Read More...

ମଣିପୁରର ନୂତନ ରାଜ୍ୟପାଳ ହେବେ ଏଲ ଗଣେଶ, ରାଷ୍ଟ୍ରପତି ଦେଲେ ନିଯୁକ୍ତି

ନୂଆଦିଲ୍ଲୀ : ଭାରତୀୟ ଜନତା ଦଳର ନେତା ଏଲ ଗଣେଶ ମଣିପୁରର ନୂତନ ରାଜ୍ୟପାଳ ହେବେ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଏଲ ଗଣେସନଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଅଜୟ କୁମାର ସିଂ ଏ
Read More...