Yearly Archives

2021

୧୫୦ ଭାରତୀୟଙ୍କୁ ଅପହରଣ କଲା ତାଲିବାନ!

କାବୁଲ: ଆଫଗାନିସ୍ତାନରୁ ଭାରତ ପାଇଁ ଏକ ଖରାପ ଖବର ହସ୍ତଗତ ହୋଇଛି । ୧୫୦ ଲୋକଙ୍କୁ କାବୁଲ ବିମାନବନ୍ଦର ନିକଟରୁ ତାଲିବାନମାନେ ଅପହରଣ କରିନେଇଥିବା ସ୍ଥାନୀୟ ନ୍ୟୁଜ ସଂସ୍ଥା ଅଲ ଇତେହାରେ ରିପୋର୍ଟ ପ୍ରକାଶ ପାଇଛି । ଅପହରଣକାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି । ଅବଶ୍ୟ ଏ ନେଇ
Read More...

ସାଙ୍ଗକୁ ମାରିଲା ସାଙ୍ଗ

ଭୁବନେଶ୍ୱର: ମାତ୍ର ୩୫୦ ଟଙ୍କା ପାଇଁ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁଙ୍କର ଜୀବନ ନେବା ପାଇଁ ଉଦ୍ୟମ କରିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । ଏକ ପରିବା କଟା ଛୁରିରେ ସାଙ୍ଗର ବେକକୁ କାଟି ଦେବାରୁ ସେ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ରେଣ୍ଟାଲ କଲୋନି ବେହେରା ବସ୍ତିରେ
Read More...

କାବୁଲରୁ ଫେରିଲେ ୮୫ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ନିୟନ୍ତ୍ରଣରେ ଅଛି । କାବୁଲ ବିମାନବନ୍ଦର ବ୍ୟତୀତ ତାଲିବାନ ଯୁଦ୍ଧବିମାନ ପ୍ରାୟ ସବୁ ସ୍ଥାନରେ ନିୟୋଜିତ ହୋଇଛି । ବର୍ତ୍ତମାନ ବିମାନବନ୍ଦରର ସୁରକ୍ଷା ଆମେରିକୀୟ ସୈନିକଙ୍କ ହାତକୁ ଟେକି ଦିଆଯାଇଛି । ଯାହା ସାହାଯ୍ୟରେ ଭାରତ ମଧ୍ୟ
Read More...

ସୁରକ୍ଷାକର୍ମୀ ଗୁଳିରେ ୩ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ । ଗୁଳି ବିନିମୟରେ ଟଳିଲେ ୩ ଆତଙ୍କୀ । ଅବନ୍ତିପୁରାର ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଗୁଳିରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସେମାନଙ୍କର
Read More...

ଅଗଷ୍ଟ ୩୧ ପୂର୍ବରୁ ସରକାର ଗଠନ କରିବନି ତାଲିବାନ

କାବୁଲ: ୩୧ ଅଗଷ୍ଟ ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ନ କରିବା ପାଇଁ ନିଷ୍ପତି ନେଇଛି । ଆମେରିକା ସେନା ସମ୍ପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଛାଡିବା ପରେ ସରକାର ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ତାଲିବାନ ପ୍ରବକ୍ତା ଅନସ ହକ୍କାନୀଙ୍କ ଏହି ବୟାନ ପରେ ଆଫଗାନବାସୀଙ୍କ
Read More...

ଓଡିଶାର ସଂସ୍କୃତି ପୁରୁଷ, ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୧୯ତମ…

ପାରଳାଖେମୁଣ୍ଡି : ପାରଳା ମାଟିର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ସଂସ୍କୃତି ପୁରୁଷ, ସୁବିଖ୍ୟାତ ଐତିହାସିକ, ପ୍ରତ୍ନତତ୍ତ୍ୱବିଦ ଓ ଶିଳାଲେଖ ପାଠକ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୧୯ ତମ ଜୟନ୍ତୀ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷଠାରେ
Read More...

ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରାୟଗଡା: ରାୟଗଡା ନୂତନ ରେଳ ଡିଭିଜନ,ଗୁଣପୁର-ଥେରୁବାଲି ରେଳ ସଂଯୋଗୀକରଣ, ଜିଲ୍ଳାରେ ମୋବାଇଲ ନେଟୱାର୍କିଂ, ୱାଇଫାଇ, ବ୍ରଡବ୍ରାଣ୍ଡ ତଥା ମୋବାଇଲ୍ ଟାୱାର ନିର୍ମାଣ ଆଦି ହୋଇଥିବା ଦାବି ଗୁଡିକ ଉପରେ ମୁଁ ଅନୁଧ୍ୟାନ କରି ଯଥାଶୀଘ୍ର ଏହାର ଅଗ୍ରଗତି କାର୍ଯ୍ୟକୁ ତ୍ୱରାନିତ ହେବ ବୋଲି କହିଛନ୍ତି
Read More...

ନଦୀରେ ବୁଡି ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଚକାପାଦ ପଞ୍ଚାୟତର ପାଣ୍ଡରିସୀମା ଗ୍ରାମର ଜଗନ୍ନାଥ ଦୀପ ନଦୀରେ ବୁଡି ମୃତ୍ୟୁ ବରଣ କରିଛି । ନଦୀରେ ବୁଡିବା କଥା ପ୍ରଚାର ହେବା ପରେ ଚକାପାଦ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଶବକୁ
Read More...

ଏସୟୁଜେ ରାୟଗଡ ଜିଲ୍ଳା ଶାଖା ତରଫରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ: ଭାରତୀୟ ଜନତା ପାର୍ଟି ରାୟଗଡ ଜିଲ୍ଲା ଶାଖାର ଜନ ଆର୍ଶିବାଦ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିନିକିଆ ରାୟଗଡ ଗସ୍ତରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସାମ୍ବାଦିକ ୟୁନିୟନ,ଓଡିଶା (ଏସୟୁଜେ(ଓ))ରାୟଗଡ ଜିଲ୍ଲା ଶାଖା ପକ୍ଷରୁ ଦାବିପତ୍ର ପ୍ରଦାନ
Read More...

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କୁଲ ଓ ଉଚ୍ଚଶିକ୍ଷା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ଯାଏ ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା
Read More...