Yearly Archives

2021

ପୁରୀରୁ କୋଣାର୍କ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ଦାବି

ପୁରୀ,୧୯/୮- ପୁରୀରୁ କୋଣାର୍କ ମଧ୍ୟରେ ରେଳପଥ ସଂଯୋଗ ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ନିମନ୍ତେ ପୁରୀ ବିକାଶ ପରିଷଦ ଦାବି କରିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆଜି ସାକ୍ଷାତ କରି ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ସଂପର୍କରେ
Read More...

ଅକ୍ସିଜେନ କନସନଟ୍ରେଟର ଯୋଗାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର

ବଲାଙ୍ଗୀର,୧୯/୦୮-କୋଭିଡ ମହାମାରୀ ମୁକାବିଲାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯାହାକୁ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି । ଏହିକ୍ରମରେ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପଠାଗାର ବଲାଙ୍ଗୀର
Read More...

ସିମନବାଡ଼ିରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଗସୁକିଆ ଦଳ ୩-୧ ଗୋଲରେ ଦାରିଙ୍ଗବାଡିକୁ ହରାଇ ବିଜୟୀ

ଦାରିଙ୍ଗବାଡି,୧୯/୮: ଦାରିଙ୍ଗବାଡି ବ୍ଲକ ସିମନବାଡି ଗୋଷ୍ଠୀ ଖେଳ ପଡିଆ ଠାରେ ଆଜି ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍‌ ଉଦଘାଟିତ ହୋଇଯାଇଛି । ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବଲଟିକୁ ସଟ ମାରି ଟୁର୍ଣ୍ଣାମେଣ୍ଟ ର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ
Read More...

ବକୁଳ ବନରେ ଧର୍ମେନ୍ଦ୍ର ଓ ଅଶ୍ୱିନୀ

ପୁରୀ: ବକୁଳ ବନରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ ଆଜି ପୁରୀ ଗସ୍ତ ସମୟରେ ପିପିଲି ଉତ୍ତରା ଛକଠାରେ ଉଭୟଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସତ୍ୟବାଦୀରେ ପହଞ୍ଚି ପ୍ରାୟ
Read More...

ବିଧାୟକଙ୍କର ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ବିଧାନସଭାର ଅଧିବେଶନ ପୂର୍ବରୁ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ଏନେଇ ତିନିଦିନ ଧରି ଆସନ୍ତା ୨୯,୩୦ ଏବଂ ୩୧ ତାରିଖରେ ବିଧାନସଭା ପରିସରରେ ଟିକକରଣ କରାଯିବ । ଦୁଇ ଦଫାରେ ଏହି ଟିକା ପ୍ରଦାନ କରାଯିବ । ସକାଳ ୮.୩୦ରୁ ଆରମ୍ଭ ହୋଇ
Read More...

ପଇଡ଼ ଖୋଳ ଫିଙ୍ଗିଲେ ଅଶ୍ୱିନୀ ବୈଷ୍ଣବ

ପୁରୀ: କେନ୍ଦ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଚର୍ଚ୍ଚରେ ରହି ଆସିଛନ୍ତି ଅଶ୍ୱିନୀ ବୈଷ୍ଣବ । ନିଜ କାମ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିବାରେ ଲାଗିଛନ୍ତି ଆ୍ବିନୀ । ତେବେ ଆଜି ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ପୁରୀର ଏକ ସ୍କୁଲକୁ ଯାଇ ପ୍ରଶଂସାର ପାତ୍ର ବନିଛନ୍ତି କେନ୍ଦ୍ରମନ୍ତ୍ରୀ
Read More...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦିଆଯାଉ : କଳିକେଶ

ବଲାଙ୍ଗୀର: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେସେନାଲ୍‌ ପ୍ରୋଜେକ୍ଟ ମାନ୍ୟତା ଦାବୀ କରିଛନ୍ତି ପୂର୍ବତନ ବଲାଙ୍ଗୀର ସାଂସଦ ତଥା ବିଜେଡି ନେତା କଳିକେଶ ସିଂଦେଓ । କେନ୍ଦ୍ର ରେଳମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସୁଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ବିଛୂପାଲି-ଭଇଁଷାପାଲି ଯାଏ
Read More...

ପାରାଅଲିମ୍ପିକ୍ସ ଖେଳିବ ନାହିଁ ଆଫଗାନିସ୍ତାନ

କାବୁଲ: ପାରାଅଲିମ୍ପିକ୍ସରେ ଭାଗ ନେଇ ପାରିବ ନାହିଁ ଆଫଗାନିସ୍ତାନ । ପାରାଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଆଫଗାନ ଖେଳାଳିଙ୍କ ସ୍ୱପ୍ନ ଚୁରମାର ହୋଇଯାଇଛି । ଅର୍ନ୍ତଜାତୀୟ ଅଲିମ୍ପିକ୍ସ କମିଟିର ସଭାପତି କହିଛନ୍ତି ଯେ ଦୁଃଖରେ ସହ କହୁଛି କି ଆଫଗାନିସ୍ତାନ ଚଳିତ ପାରାଅଲିମ୍ପିକ୍ସରେ ଭାଗ
Read More...

ତୃତୀୟ ଟେଷ୍ଟରେ ଅଶ୍ୱିନଙ୍କର ଖେଳିବାର କୌଣସି ସମ୍ଭାବନା ନାହିଁ : ଆକାଶ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଚମତ୍କାର ଲୟରେ ରହିଛି । ଦଳ ଲର୍ଡ୍ସ ଟେଷ୍ଟ ଜିତି ନିଜର ଆତ୍ମ ବିଶ୍ୱାସ ବଢାଇଛି । ପ୍ରଥମ ଟେଷ୍ଟରେ ମଧ୍ୟ ଭାରତ ବିଜୟ ଦ୍ୱାରରେ ପହଞ୍ଚିଥିଲା, କିନ୍ତୁ ବର୍ଷା ସବୁ ବିଗାଡି ଦେଇଥିଲା । ଶେଷ ଦିନରେ ବର୍ଷା ହେବାରୁ ଖେଳ ହୋଇପାରିନଥିଲା, ଶେଷରେ ଟେଷ୍ଟ
Read More...