ଟ୍ରକ ଅପହରଣ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ : ୨ଜଣ ଗିରଫ ଓ ଜଣେ ଫେରାର
ସମ୍ବଲପୁର,୧୪/୮- ପ୍ରାୟ ସପ୍ତାହେ ପୂର୍ବେ ଜମନକିରା ଥାନା ଅନ୍ତର୍ଗତ ଷଣ୍ଢପଥରଠାରୁ ଲୁହାପଥର ବୋଝେଇ ଏକ ଟ୍ରକକୁ ବଳପୂର୍ବକ ସମ୍ବଲପୁର ଅଣାଯାଇଥିଲା । ଟ୍ରକ ଚାଳକ ଓମ ପ୍ରକାଶ ଜଲାନ ଏବିଷୟରେ ଜମନକିରା ଥାନାରେ ଅଭିଯୋଗ କରିଥିଲେ । ଆଜି ଏବିଷୟରେ ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ!-->…
Read More...
Read More...