ଝାଡୁ କରିବାର ନୂଆ କୌଶଳ ଶିଖାଉଛନ୍ତି ସୋନୁ ସୁଦ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ପ୍ରାୟତଃ ସବୁବେଳେ ସକ୍ରିୟ ରହୁନ୍ତି । ତାଙ୍କର ବହୁ ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।ସେ ସର୍ବଦା ସାଧାରଣ ଜନତାଙ୍କ ସହ ଜଡିତ ଅଟନ୍ତି ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଥା’ନ୍ତି । ଏଥି ସହିତ,!-->…
Read More...
Read More...