Yearly Archives

2021

ଗଞ୍ଜେଇ ସହ ଦୁଇଟି କାର୍‌ ଜବତ, ୪ ଗିରଫ

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ୫୪ କେଜି ୫୦୦ ଗ୍ରାମ୍‌ ଗଞ୍ଜେଇ ସହ ଦୁଇଟି କାର୍‌ ଜବତ ହୋଇଥିବା ବେଳେ ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍‌ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏହି ଗଞ୍ଜେଇ ଚୋରାଚାଲାଣ ହେଉଥିବା
Read More...

କଳିଙ୍ଗା ଘାଟିରେ ପର୍ଯ୍ୟଟକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ | ୪୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ, ୩ ଗୁରୁତର

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ଗୋବିନ୍ଦପୁର ଗାଁରୁ ଆସିଥିବା ଏକ ପର୍ଯଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ୪୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା
Read More...

ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ ବିରୋଧ

ପୁରୀ: ପୁରୀ ଚକ୍ର ତୀର୍ଥ ରୋଡ଼ରେ ହେବାକୁ ଯାଉଥିବା ନୂତନ ବ୍ଲୁ ଫ୍ଲାଗ ବିଚକୁ ଦୃଢ ବିରୋଧ । ମତ୍ସ୍ୟଜୀବୀ, ଉଠା ଦୋକାନୀମାନେ ବ୍ଲୁ ଫ୍ଲାଗ ବିଚକୁ କଡା ବିରୋଧ କରିବା ସହ କାର୍ଯ୍ୟ ଚାଲିଥିବା ସ୍ଥାନରେ ଧାରଣା ଦେଇଛନ୍ତି । ଶହଶହ ପୁରୁଷ, ମହିଳା ଏକତ୍ର ହୋଇ ବ୍ଲୁ ଫ୍ଲାଗ ବିଚକୁ ବିରୋଧ କରିବା
Read More...

ବିଦ୍ୟାଳୟ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ

ନବରଙ୍ଗପୁର: କିଛି ଦିନ ଧରି ନବରଙ୍ଗପୁର ସଦର ମହକୁମାଠାରେ ଥିବା ଗାନ୍ଧିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ପୌର ପରିଷଦ ପକ୍ଷରୁ ମିଶନ ଶକ୍ତି ସଭା ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ତଥା ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
Read More...

ଓଲଟିଲା ପିକନିକ୍‌ ବସ୍‌, ୨୦ ଯାତ୍ରୀ ଆହତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଅଂଧାରିକୋଟ ବୁଲାଣିରେ ଭାରସାମ୍ୟ ହରାଇ ଗତକାଲି ରାତି ୮ଟାରେଏକ ପିକନିକ ବସ୍‌ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।ଆହାତ ମାନଙ୍କୁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି
Read More...

ମିସ ୱାର୍ଲଡ-୨୦୨୧ ସ୍ଥଗିତ, ଭାରତର ମାନସାଙ୍କ ସମେତ ୧୭ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଅଟକିଛି ମିସ୍‌ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା। ଏହି ପ୍ରତିଯୋଗିତାର ଫାଇନାଲ Puerto Ricoରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ନିଷ୍ପତ୍ତି ଯାଏ
Read More...

ଇକୋ କ୍ଳବ ପକ୍ଷରୁ ବିଦ୍ୟାଳୟସ୍ତରରେ ପ୍ରତିଯୋଗିତା

ଫୁଲବାଣୀ: ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ଥିବା ଇକୋ କ୍ଲବ ତରଫରୁ ପ୍ରତି ବର୍ଷ ପରିବେଶ ସୁରକ୍ଷା, ସ୍ୱଚ୍ଛ ଭାରତ ଅଭିଯାନ, ବୃକ୍ଷରୋପଣ ଏବଂ ତା'ର ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ସେହିପରି ଏ ବର୍ଷ ମଧ୍ୟ ଚଳିତ ମାସ ଡ଼ିସେମ୍ବର ପହିଲାରେ
Read More...

ନିଲାମ ହେବ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌, ମିଳିପାରେ ଦେଢକୋଟି ଟଙ୍କା

ନୂଆଦିଲ୍ଲୀ : ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଦୁନିଆର ପ୍ରଥମ ଏସ୍‌ଏମ୍‌ଏସ୍‌କୁ ନିଲାମ କରିବାକୁ ଯାଉଛି । ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌ ୧୪ ଟି ଶବ୍ଦ ବିଶିଷ୍ଟ ଥିଲା ଏବଂ ଏହା ୧.୫ କୋଟିରୁ ଅଧିକ ମୂଲ୍ୟରେ ନିଲାମ ହେବ ବୋଲି ଆଶା କରାଯାଉଛି । କମ୍ପାନୀ କହିଛି ଯେ ଏହି ଏସ୍‌ଏମ୍‌ଏସକୁ ଏକ
Read More...

ଆଫ୍ରିକାରେ ଟେଷ୍ଟ ସିରିଜ ଜିତିପାରିବ ଭାରତ : ଗାଙ୍ଗୁଲି

କୋଲକତା : ଟିମ୍‌ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ କୌଣସି ଟେଷ୍ଟ ସିରିଜ୍‌ ଜିତି ନାହିଁ, କିନ୍ତୁ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ର ସଭାପତି ସୌରଭ ଗାଙ୍ଗୁଲି ଅନୁଭବ କରୁଛନ୍ତି ଯେ ଦଳ ଏଥର ଏହି ପରମ୍ପରା ଭାଙ୍ଗିପାରେ । ଗାଙ୍ଗୁଲି ଅନୁଭବ କରିଛନ୍ତି ଯେ ଏଥର
Read More...

ପିଏମ୍‌ ମୋଦିଙ୍କୁ ମିଳିବ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ : ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ "ନଗାଦା ପେଲ ଗି ଖୋରଲୋ' ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରିବାକୁ ଭୁଟାନ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ଷ
Read More...