ଜିଓ ସେଲୁଲାର ସିଗନାଲ ଟାୱାର ଉଦଘାଟନ କଲେ ପାରଳା ବିଧାୟକ କେ. ନାରାୟଣ ରାଓ
ଗଜପତି,୮/୮- ଗଜପତିଜିଲ୍ଲା ଗୁମ୍ମା ବ୍ଳକର ଗୁମ୍ମା ଓ ଗାଇବା ଗ୍ରାମ ଠାରେ ପାରଳା ବିଧାୟକ କେ. ନାରାୟଣ ରାଓ ଜିଓ ସେଲୁଲାର ସିଗନାଲ ଟାୱାରର ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଓ ଗଜପତି ଡିଭିଜନର ମେନେଜର ଆଲୋକ କୁମାର ତିୱାରିଙ୍କ ସହ ଗୁମ୍ମା ବ୍ଳକ ଅଧ୍ୟକ୍ଷ । ଗୀତାଞ୍ଜଳୀ!-->…
Read More...
Read More...